ତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ତେଲକୋଇ (କ୍ରମିକ ସଂଖ୍ୟା: ୨୦) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ତେଲକୋଇ ବ୍ଳକ, ହରିଚନ୍ଦନପୁର ବ୍ଳକ ଓ ବାଂଶପାଳ ବ୍ଳକର କିଛି ଅଞ୍ଚଳ ।[୨][୩]

ତେଲକୋଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୯,୩୮୩
ଜିଲ୍ଲା: କେନ୍ଦୁଝର
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦୁଝର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦବ୍ୟାସ ନାୟକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଧନୁର୍ଜୟ ସିଡୁଙ୍କଠାରୁ ୧୩୯୫୪ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରେମାନନ୍ଦ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବୃନ୍ଦାବନ ନାୟକଙ୍କଠାରୁ ୧୭,୪୭୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ତେଲକୋଇ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରେମାନନ୍ଦ ନାୟକ ୫୩,୨୭୯ ୪୦.୭୩ -
କଂଗ୍ରେସ ବୃନ୍ଦାବନ ନାୟକ ୩୫,୮୦୧ ୨୭.୩୭ -
ଭାଜପା ମାନସ କୁମାର ନାୟକ ୧୪,୨୭୦ ୧୦.୯୧ -
ସ୍ୱାଧୀନ ଶିବ ପୁର୍ତ୍ତି ୧୨,୩୫୧ ୯.୪୪ -
ସ୍ୱାଧୀନ ପ୍ରାଣ ବଲ୍ଲଭ ନାୟକ ୪,୦୭୫ ୩.୧୨ -
ଝାମୁମୋ ଜଗଦିଶ ବାସ୍କି ୩,୪୮୬ ୨.୬୭ -
ସମୃଦ୍ଧ ଓଡ଼ିଶା କୁଳମଣୀ ନାୟକ ୨,୩୩୮ ୧.୭୯ -
ସ୍ୱାଧୀନ ନନ୍ଦକିଶୋର ନାୟକ ୧,୮୯୭ ୧.୪୫ -
ବସପା ଦୁଃଖୀରାମ ମାରାଣ୍ଡି ୧,୭୧୨ ୧.୩୧ -
ସ୍ୱାଧୀନ ଚନ୍ଦ୍ରସେନ ନାୟକ ୧,୫୯୬ ୧.୨୨ -
ଭୋଟ ବ୍ୟବଧାନ ୧୭,୪୭୮ ୧୩.୩୬* -
ମତଦାନ ହାର ୧,୩୦,୮୨୨ ୬୯.୮୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୬୧ରୁ ୨୦୦୯ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର ସମ୍ପାଦନା

  1. "Telkoi Assembly Election 2009, Orissa". empoweringindia.org. Retrieved 24 May 2013. Constituency: Telkoi (20) District : Keonjhar
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 145-Telkoi Constituency of ORISSA". eci.nic.in. 2006. Retrieved 24 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf