ଦେବଗଡ଼

ଓଡ଼ିଶାର ଏକ ଜିଲ୍ଲା, ଭାରତ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ଦେବଗଡ଼
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଦେବଗଡ଼
Elevation
192 m (630 ft)
Population
 (2001)
 • Total୨୦,୦୮୫
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (ଭାରତୀୟ ମାନକ ସମୟ)
Websitehttp://deogarh.nic.in[୧]


ଦେବଗଡ଼ ବା ଦେଓଗଡ଼ ଭାରତର ଓଡ଼ିଶାରେ ଥିବା ଦେବଗଡ଼ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।

ଭୂଗୋଳ ସମ୍ପାଦନା

ଇତିହାସ ସମ୍ପାଦନା

ଦର୍ଶନୀୟ ସ୍ଥାନ ସମ୍ପାଦନା

ପ୍ରଧାନପାଟ ଯାହାକି ଦେଓଗଡ଼ ସହରର ଉତ୍ତରରେ ଏକ କିଲୋମିଟର ଦୁରରେ ଅବସ୍ଥିତ ଏକ ପ୍ରସିଦ୍ଧ ପର୍ୟଟନସ୍ଥଳି । ଏଠାରେ ଏକ ଜଳପ୍ରପାତ ଅଛି। ଜଳପ୍ରପାତ ଉପରେ ସାତୋଟି ଜଳକୁଣ୍ଡ ଅଛି, ଯାହାକୁ ଆପଣ ଉପରକୁ ଯାଇ ଦେଖିପାରିବେ । ଶୀତ ଦିନରେ ବହୁତ ଲୋକଏଠାକୁ ଭୋଜି କରିବା ପାଇଁ ଆସନ୍ତି ।ଦେଓଗଡର ପୁରୁଣାଗଡଠାରେ ଗୋଟିଏ ବରଗଛ ଅଛି ଜାହାର ପତ୍ରଗୁଡାକ ଅନ୍ୟଗଛ ପରି ସମାନ ନୁହଁ, ଏହାର ପତ୍ରଗୁଡିକ ପୁରା ଓଲୋଟା ।

ଆଧାର ସମ୍ପାଦନା

  1. "Deogarh district".