ଅନୁଗୋଳ
ଅନୁଗୁଳ (କିମ୍ବା ଅନୁଗୋଳ) Audio file "Angul.ogg" not found ଏକ ସହର ଓ ଏକ ପୌରାଞ୍ଚଳ ଏବଂ ଅନୁଗୁଳ ଜିଲ୍ଲାର ସଦରମହକୁମା । ଏହା ଓଡ଼ିଶା ରାଜ୍ୟରେ ଓ ଭାରତ ଦେଶରେ ଅବସ୍ଥିତ। ଏହି ସହରକୁ ଶୈଳ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ।
ଅନୁଗୁଳ ଅନୁଗୁଳ | |
---|---|
ସହର | |
ଜଗନ୍ନାଥ ମନ୍ଦିର, ଅନୁଗୁଳ | |
Country | ![]() |
State | ଓଡ଼ିଶା |
District | ଅନୁଗୁଳ |
ସରକାର | |
• ପ୍ରକାର | ପୌରାଞ୍ଚଳ |
• ପରିଚାଳନା | ପୌରପାଳକ |
ଜନସଂଖ୍ୟା (୨୦୧୧) | |
• ମୋଟ | ୪୪,୩୯୦ |
Languages | |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | ୭୫୯ ୧୨୨ |
Telephone code | ୦୬୭୬୪ |
ଗାଡ଼ି ପଞ୍ଜିକରଣ | OD-19 |
Coastline | 0 kilometres (0 mi) |
Nearest city | କଟକ, ଭୁବନେଶ୍ୱର, ଢେଙ୍କାନାଳ,ସମ୍ବଲପୁର |
Sex ratio | ପ୍ରତି ୧୦୦୦ ପୁରୁଷରେ ୮୯୩ ମହିଳା ♂/♀ |
Literacy | ୬୮% |
Lok Sabha constituency | ଢେଙ୍କାନାଳ |
Climate | ପାଣିପାଗ ଅନୁସାରେ (Köppen) |
Avg. summer temperature | 47 °C (117 °F) |
Avg. winter temperature | 10 °C (50 °F) |
ୱେବସାଇଟ | www |
ଜନଗଣନାସମ୍ପାଦନ କରନ୍ତୁ
୨୦୧୧ ଜଣଗଣନା ଅନୁସାରେ,[୧] ଅନୁଗୁଳର ଲୋକସଂଖ୍ୟା ୪୪,୩୯୦ । ପୁରୁଷ ୫୫% ଆଉ ମହିଳା ୪୫% । ଅନୁଗୁଳର ସାକ୍ଷରତା ହାର ୬୮.୭୯%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫%ଠାରୁ ବେଶୀ । ଲୋକସଂଖ୍ୟାର ୧୧% ଛ ବର୍ଷରୁ କମ ।
ଭୌଗଳିକସମ୍ପାଦନ କରନ୍ତୁ
ଅନୁଗୁଳ ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୧୯୫ ମି(୬୪୦ଫୁଟ) ।
ପାଣି ପାଗସମ୍ପାଦନ କରନ୍ତୁ
ସାଧାରଣତଃ ଅନୁଗୁଳ ଜ଼ିଲ୍ଲାରେ ୪ଟି ମୁଖ୍ୟ ଋତୁ ଦେଖାଦିଏ। ଅପ୍ରେଲରୁ ଜୁନ ପର୍ଯ୍ୟନ୍ତ ଗ୍ରୀଷ୍ମ,ଜୁଲାଇରୁ ଅକ୍ଟୋବର ଜାଏଂ ବର୍ଷା, ନଭେମ୍ବରରୁ ଫେବୃୟାରୀ ଜାଏଂ ଶୀତ ଓ ଫେବୃୟାରୀ ଓ ମାର୍ଚ୍ଚରେ ବସନ୍ତ ଋତୁ ଥାଏ । ବାର୍ଷିକ ହାରା ହାରୀ ସର୍ବମୋଟ୍ ୧୪୨୧ ମିମି ବର୍ଷା ହୋଇଥାଏ ।
ତାପମାତ୍ରାସମ୍ପାଦନ କରନ୍ତୁ
ଅନଗୁଳଠାରେ ଏକ ପାଣିପାଗ ଅନୁସ୍ଠାନ ଅବସ୍ଥିତ.ସର୍ବୋଚ ତାପମାତ୍ରା ୪୪ ଡିଗୀ ହାରା ହାରୀ ଏବଂ ସର୍ବ ନିମ୍ନ ୧୧ ଡିଗୀ ସେଲସିଅସ୍ ଜଣା ପଡ଼ିଛି. ଅତ୍ୟନ୍ତ ଉତ୍ତପ୍ତ ଦିନ ୫୦ ଡିଗୀ ଥିଲା ବେଳେ ସର୍ବନିମ୍ନ ୫.୨ ଡିଗୀ ଜଣା ପଡ଼ିଛି।
ପବନ ବେଗସମ୍ପାଦନ କରନ୍ତୁ
ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନର ବେଗରେ ଆଧିକତ୍ୟା ଦେଖାଦିଏ.୨୦୧୩ରେ ମହା ବାତ୍ୟା ଫାଇଲିଂ ଯୋଗୁଁ ଅନଗୁଳରେ ୧୦୦ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା.
ବିରଳ ପାଣିପାଗସମ୍ପାଦନ କରନ୍ତୁ
୧୨ ଅପ୍ରିଲ୍ ୨୦୦୩ରେ କୁଆ ପଥର ସହ ଝଡ଼ ବାତ୍ୟା ପ୍ରଭୁଦ କ୍ଷତି ଘଟାଇଥିଲା.
Climate data for Angul | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
Record high °C (°F) | 36.2 (97.2) |
38.2 (100.8) |
42 (108) |
46.8 (116.2) |
50.9 (123.6) |
46.4 (115.5) |
44.0 (111.2) |
38.2 (100.8) |
38.7 (101.7) |
36.4 (97.5) |
32.0 (89.6) |
30.3 (86.5) |
50.9 (123.6) |
Average high °C (°F) | 25 (77) |
27 (81) |
31 (88) |
36 (97) |
39 (102) |
34 (93) |
32 (90) |
29 (84) |
28 (82) |
28 (82) |
27 (81) |
25 (77) |
30.1 (86.2) |
Average low °C (°F) | 10 (50) |
13 (55) |
16 (61) |
21 (70) |
25 (77) |
25 (77) |
24 (75) |
22 (72) |
22 (72) |
19 (66) |
14 (57) |
10 (50) |
18.4 (65.2) |
Record low °C (°F) | 5.2 (41.4) |
7.0 (44.6) |
13.4 (56.1) |
19.8 (67.6) |
23.2 (73.8) |
21.4 (70.5) |
20.4 (68.7) |
18.3 (64.9) |
17.9 (64.2) |
14.1 (57.4) |
11.2 (52.2) |
7.7 (45.9) |
5.2 (41.4) |
Average precipitation mm (inches) | 14 (0.55) |
12 (0.47) |
25 (0.98) |
27 (1.06) |
39 (1.54) |
243 (9.57) |
264 (10.39) |
279 (10.98) |
193 (7.6) |
140 (5.51) |
22 (0.87) |
8 (0.31) |
୧,୨୬୬ (୪୯.୮୩) |
Average relative humidity (%) | 55 | 57 | 60 | 63 | 67 | 74 | 83 | 85 | 82 | 76 | 62 | 56 | 68.3 |
[ଆଧାର ଲୋଡ଼ା] |
Angul | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ଉପଲବ୍ଧ ସେବାସମ୍ପାଦନ କରନ୍ତୁ
ବିଜୁଳି ସେବା cescoଦ୍ୱାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର ମାର୍ଗର ଯୋଗାଯୋଗ BSNL ,RELIANCE ,IDEA ,VODAFONE ଇତ୍ୟାଦି ସେବାକାରୀସଂସ୍ଥାମାନେ ଯୋଗାଇ ଅସୁଛନ୍ତି| ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣରେ TAMDA ଓ MUNICIPALITYର କାର୍ଯ୍ୟ କାରିତା ରହିଛି । ରେଲ ମାର୍ଗଦ୍ୱାରା ଅନଗୁଳରୁ ଓଡ଼ିଶାର ଅନ୍ୟ ଗୁରୁତ୍ୱ ପୁର୍ଣ ଜାଗାକୁ ଯୋଗା ଯୋଗ ଓ ଭାରତର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି. ଜାତୀୟ ରାଜ ପଥ ୫୫ କଟକ ସହର ଠୁ ସମ୍ବଲପୁର ସହର ପର୍ଯ୍ୟନ୍ତ ପ୍ରସାରିତ ଏବଂ ୨୩ ନ ରାଜ ପଥ ଅନଗୁଳରୁ ରାଉରକେଲା ଜାଏଂ ପ୍ରସାରିତ. ଅନ୍ୟ ରାଜ୍ୟ ପଥ ଅନ୍ୟ ସହରକୁ ଯୋଗାଯୋଗ କରୁଛି.
ପ୍ରସାରଣ ସେବାସମ୍ପାଦନ କରନ୍ତୁ
ସହରରେ ଆକାଶବାଣୀ କଟକର FM ସେବା ୧୦୦.୧ MHzରେ ପ୍ରସାରଣ କରା ଯାଉ ଅଛି.ଖବର୍ କାଗଜ଼ ସମ୍ବାଦ ଓ ଧରିତ୍ରୀର ଅନଗୁଳ ସଂସ୍କରଣ ସହରରୁ ପ୍ରକଶ୍ ପାଉଛି. ଓଡ଼ିଆରେ ସଂଭାବନା ପ୍ରକଶ୍ ପାଉଛି
ଆଧାରସମ୍ପାଦନ କରନ୍ତୁ
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.