କୋରାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

କୋରାଇ (କ୍ରମିକ ସଂଖ୍ୟା: ୫୩) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବ୍ୟାସନଗର (ପୌ), କୋରାଇ ବ୍ଳକ ଓ ରସୁଲପୁର ବ୍ଳକର କିଛି ଅଞ୍ଚଳ ।[୨][୩]

କୋରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୫,୩୩୭
ଜିଲ୍ଲା: ଯାଜପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଯାଜପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ: ୨୨
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଆକାଶ ଦାସ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କଠାରୁ ୪୨,୮୬୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, କୋରାଇ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରୀତିରଞ୍ଜନ ଘଡ଼ାଇ ୬୧,୪୪୮ ୫୬.୯୮ -
କଂଗ୍ରେସ ହେମଲତା ଖୁଣ୍ଟିଆ ୩୬,୩୩୬ ୩୩.୬୯ -
ଭାଜପା ସଞ୍ଚିତା ମହାନ୍ତି ୬,୧୦୧ ୫.୬୬ -
ସମୃଦ୍ଧ ଓଡ଼ିଶା ପ୍ରିୟବ୍ରତ ମହାପାତ୍ର ୧,୫୯୪ ୧.୪୮ -
ସ୍ୱାଧୀନ ମାୟାଧର ନାୟକ ୮୪୬ ୦.୭୮ -
ସ୍ୱାଧୀନ ଅନିଲ କୁମାର ଦାସ ୪୭୯ ୦.୪୪ -
ସ୍ୱାଧୀନ ପଦ୍ମନାଭ ମଲ୍ଲ ୪୭୮ ୦.୪୪ -
ତୃଣମୂଳ କଂଗ୍ରେସ ମୃତ୍ୟୁଞ୍ଜୟ ପ୍ରସାଦ ଦେବାନ୍ତ ୨୮୯ ୦.୨୭ -
ସ୍ୱାଧୀନ ଗୋପାଳ କୃଷ୍ଣ ମହାନ୍ତି ୨୭୬ ୦.୨୬ -
ଭୋଟ ବ୍ୟବଧାନ ୨୫,୧୧୨ ୨୩.୨୮* -
ମତଦାନ ହାର ୧,୦୭,୮୭୧ ୬୬.୯୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୭]

ଆଧାର ସମ୍ପାଦନା

  1. "Korei Assembly Election 2009, Orissa". empoweringindia.org. Retrieved 7 June 2013. Constituency: Korei (53) District : Jajpur
  2. Assembly Constituencies and their Extent
  3. Seats of Odisha
  4. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 25112
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. "State Elections 2004 - Partywise Comparision for 24-Korai Constituency of ORISSA". eci.nic.in. 2006. Retrieved 7 June 2013. List Of Winning Candidates
  7. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf