ଚିକିଟି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଚିକିଟି (କ୍ରମିକ ସଂଖ୍ୟା: ୧୩୫) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଚିକିଟି (ବି), ଚିକିଟି ବ୍ଳକ ଓ ପାତ୍ରପୁର ବ୍ଳକ ।[୨][୩]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥି ମନୋରଞ୍ଜନ ଦ୍ୟାନ ସାମନ୍ତରା ବିଜୁ ଜନତା ଦଳ ପ୍ରାର୍ଥୀ ଚିନ୍ମୟନନ୍ଦ ଶ୍ରୀରୂପ ଦେବଙ୍କ ଠାରୁ ୬,୫୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : ମନୋରଞ୍ଜନ ଦ୍ୟାନ ସାମନ୍ତରା (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୨,୧୨,୨୬୪
ଜିଲ୍ଲା: ଗଞ୍ଜାମ
ଲୋକସଭା ଆସନ: ବ୍ରହ୍ମପୁର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:

ବିଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ଉଷା ଦେବୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କଠାରୁ ୩୨୧୪୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଉଷା ଦେବୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଚିନ୍ତାମଣି ଦ୍ୟାନ ସାମନ୍ତରାଙ୍କଠାରୁ ୧୪,୨୨୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ଚିକିଟି [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଉଷା ଦେବୀ ୫୫,୦୯୯ ୫୨.୭୯ -
କଂଗ୍ରେସ ଚିନ୍ତାମଣି ଦ୍ୟାନ ସାମନ୍ତରା ୪୦,୮୭୦ ୩୯.୧୬ -
ଭାଜପା କାହ୍ନୁ ଚରଣ ପତି ୩,୫୮୦ ୩.୪୩ -
ବସପା ବିଭୁଧେନ୍ଦ୍ର ପାଢ଼ୀ ୯୫୭ ୦.୯୨ -
ସ୍ୱାଧୀନ ସୁରେନ୍ଦ୍ର ମଣ୍ଡଳ ୮୫୭ ୦.୮୨ -
ଲୋକ ଜନଶକ୍ତି ପାର୍ଟି ଗୌରୀ ପ୍ରସାଦ ପଟ୍ଟନାୟକ ୬୯୭ ୦.୬୭ -
ସମୃଦ୍ଧ ଓଡ଼ିଶା ରାମ ପ୍ରସାଦ ମହାନ୍ତି ୬୬୪ ୦.୬୪ -
ସ୍ୱାଧୀନ ପ୍ରଫୁଲ୍ଲ ଚନ୍ଦ୍ର ପତି ୬୪୦ ୦.୬୧ -
ସ୍ୱାଧୀନ ରଜନୀକାନ୍ତ ପ୍ରଧାନ ୬୦୧ ୦.୫୮ -
ସ୍ୱାଧୀନ ରବିନ୍ଦ୍ର କୁମାର ଦାସ ୪୦୦ ୦.୫୮ -
ଭୋଟ ବ୍ୟବଧାନ ୧୪,୨୨୯ ୧୩.୬୩* -
ମତଦାନ ହାର ୧,୦୪,୩୬୭ ୬୦.୬୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୧୯୬୭ରୁ ୨୦୧୪ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

  1. "Chikiti Assembly Election 2009, Orissa". empoweringindia.org. Archived from the original on 22 March 2014. Retrieved 8 June 2013. Constituency: Chikiti (135) District : Ganjam
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 14229
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 76-Chikati Constituency of ORISSA". eci.nic.in. 2006. Retrieved 8 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf