ଚିକିଟି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଚିକିଟି (କ୍ରମିକ ସଂଖ୍ୟା: ୧୩୫) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଚିକିଟି (ବି), ଚିକିଟି ବ୍ଳକ ଓ ପାତ୍ରପୁର ବ୍ଳକ ।[୨][୩]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥି ମନୋରଞ୍ଜନ ଦ୍ୟାନ ସାମନ୍ତରା ବିଜୁ ଜନତା ଦଳ ପ୍ରାର୍ଥୀ ଚିନ୍ମୟନନ୍ଦ ଶ୍ରୀରୂପ ଦେବଙ୍କ ଠାରୁ ୬,୫୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ : | ମନୋରଞ୍ଜନ ଦ୍ୟାନ ସାମନ୍ତରା (ଭାଜପା) (୨୦୨୪) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୨,୧୨,୨୬୪ |
ଜିଲ୍ଲା: | ଗଞ୍ଜାମ |
ଲୋକସଭା ଆସନ: | ବ୍ରହ୍ମପୁର |
ପଞ୍ଚାୟତ ସମିତି: | ୨ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ବିଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ଉଷା ଦେବୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କଠାରୁ ୩୨୧୪୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଉଷା ଦେବୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଚିନ୍ତାମଣି ଦ୍ୟାନ ସାମନ୍ତରାଙ୍କଠାରୁ ୧୪,୨୨୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ଚିକିଟି [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଉଷା ଦେବୀ | ୫୫,୦୯୯ | ୫୨.୭୯ | - | |
କଂଗ୍ରେସ | ଚିନ୍ତାମଣି ଦ୍ୟାନ ସାମନ୍ତରା | ୪୦,୮୭୦ | ୩୯.୧୬ | - | |
ଭାଜପା | କାହ୍ନୁ ଚରଣ ପତି | ୩,୫୮୦ | ୩.୪୩ | - | |
ବସପା | ବିଭୁଧେନ୍ଦ୍ର ପାଢ଼ୀ | ୯୫୭ | ୦.୯୨ | - | |
ସ୍ୱାଧୀନ | ସୁରେନ୍ଦ୍ର ମଣ୍ଡଳ | ୮୫୭ | ୦.୮୨ | - | |
ଲୋକ ଜନଶକ୍ତି ପାର୍ଟି | ଗୌରୀ ପ୍ରସାଦ ପଟ୍ଟନାୟକ | ୬୯୭ | ୦.୬୭ | - | |
ସମୃଦ୍ଧ ଓଡ଼ିଶା | ରାମ ପ୍ରସାଦ ମହାନ୍ତି | ୬୬୪ | ୦.୬୪ | - | |
ସ୍ୱାଧୀନ | ପ୍ରଫୁଲ୍ଲ ଚନ୍ଦ୍ର ପତି | ୬୪୦ | ୦.୬୧ | - | |
ସ୍ୱାଧୀନ | ରଜନୀକାନ୍ତ ପ୍ରଧାନ | ୬୦୧ | ୦.୫୮ | - | |
ସ୍ୱାଧୀନ | ରବିନ୍ଦ୍ର କୁମାର ଦାସ | ୪୦୦ | ୦.୫୮ | - | |
ଭୋଟ ବ୍ୟବଧାନ | ୧୪,୨୨୯ | ୧୩.୬୩* | - | ||
ମତଦାନ ହାର | ୧,୦୪,୩୬୭ | ୬୦.୬୮ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୬୭ରୁ ୨୦୧୪ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ମନୋରଞ୍ଜନ ଦ୍ୟାନ ସାମନ୍ତରା (ଭାଜପା)
- ୨୦୧୯: ଉଷା ଦେବୀ (ବିଜଦ)
- ୨୦୧୪: ଉଷା ଦେବୀ (ବିଜଦ)
- ୨୦୦୯: (୧୩୫): ଉଷା ଦେବୀ (ବିଜଦ)
- ୨୦୦୪: (୭୬): ଉଷା ଦେବୀ (ବିଜଦ)
- ୨୦୦୦: (୭୬): ଉଷା ଦେବୀ (ବିଜଦ)
- ୧୯୯୫: (୭୬): ଚିନ୍ତାମଣି ଦ୍ୟାନ ସାମନ୍ତରା (ସ୍ୱାଧୀନ)
- ୧୯୯୦: (୭୬): ଉଷା ଦେବୀ (ଜନତା ଦଳ)
- ୧୯୮୫: (୭୬): ଚିନ୍ତାମଣି ଦ୍ୟାନ ସାମନ୍ତରା (କଂଗ୍ରେସ)
- ୧୯୮୦: (୭୬): ଚିନ୍ତାମଣି ଦ୍ୟାନ ସାମନ୍ତରା (ସ୍ୱାଧୀନ)
- ୧୯୭୭: (୭୬): ଜଗନ୍ନାଥ ପତି (ଜନତା)
- ୧୯୭୪: (୭୬): ସଚ୍ଚିଦାନନ୍ଦ ଦେଓ (କଂଗ୍ରେସ)
- ୧୯୭୧: (୭୨): ସଚ୍ଚିଦାନନ୍ଦ ଦେଓ (ଜନ କଂଗ୍ରେସ)
- ୧୯୬୭: (୭୨): ଦିବାକର ପଟ୍ଟନାୟକ (କଂଗ୍ରେସ)
ଆଧାର
ସମ୍ପାଦନା- ↑ "Chikiti Assembly Election 2009, Orissa". empoweringindia.org. Archived from the original on 22 March 2014. Retrieved 8 June 2013.
Constituency: Chikiti (135) District : Ganjam
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
14229
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 76-Chikati Constituency of ORISSA". eci.nic.in. 2006. Retrieved 8 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf