ଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଖଣ୍ଡପଡ଼ା (କ୍ରମିକ ସଂଖ୍ୟା: ୧୨୦) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଖଣ୍ଡପଡ଼ା (ବି), ଖଣ୍ଡପଡ଼ା ବ୍ଳକ, ଭାପୁର ବ୍ଳକ ।[୧][୨]
ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୬୩,୪୨୪ |
ଜିଲ୍ଲା: | ନୟାଗଡ଼ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଟକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନୁଭବ ପଟ୍ଟନାୟକ ଆମ ଓଡ଼ିଶା ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଠାରୁ ୬୦୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ'ଙ୍କଠାରୁ ୧୬,୮୧୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]
୨୦୦୯ ନିର୍ବାଚନ ଫଳାଫଳସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନ, ଖଣ୍ଡପଡ଼ା [୫] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ସିଦ୍ଧାର୍ଥ ଶେଖର ସିଂହ | ୬୧,୬୫୪ | ୫୪.୭୧ | - | |
କଂଗ୍ରେସ | ସୌମ୍ୟ ରଞ୍ଜନ ପଟ୍ଟନାୟକ | ୪୪,୮୪୦ | ୩୯.୭୯ | - | |
ଭାଜପା | ବିଜୟଲକ୍ଷ୍ମୀ ପଟ୍ଟନାୟକ | ୩,୩୩୨ | ୨.୯୬ | - | |
ସ୍ୱାଧୀନ | ବନମାଳି ଦାସ | ୯୩୪ | ୦.୮୩ | - | |
ଆରପିଆଇ (ଆ) | ବ୍ରଜବନ୍ଧୁ ବେହେରା | ୭୯୫ | ୦.୭୧ | - | |
ଜନତା ଦଳ (ସଂ) | ମହେଶ ପ୍ରସାଦ ସିଂହସାମନ୍ତ | ୫୭୯ | ୦.୫୧ | - | |
ସମୃଦ୍ଧ ଓଡ଼ିଶା | ମିହିର କୁମାର ମିଶ୍ର | ୫୫୫ | ୦.୪୯ | - | |
ଭୋଟ ବ୍ୟବଧାନ | ୧୬,୮୧୪ | ୧୪.୯୨* | - | ||
ମତଦାନ ହାର | ୧,୧୨,୬୯୬ | ୭୨.୬୮ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣସମ୍ପାଦନ କରନ୍ତୁ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୬][୩]
- ୨୦୧୯: ସୌମ୍ୟ ରଞ୍ଜନ ପଟ୍ଟନାୟକ (ବିଜଦ)
- ୨୦୧୪: ଅନୁଭବ ପଟ୍ଟନାୟକ (ବିଜଦ)
- ୨୦୦୯: (୧୨୦): ସିଦ୍ଧାର୍ଥ ଶେଖର ସିଂହ (ବିଜଦ)
- ୨୦୦୪: (୬୩): ବିଜୟଲକ୍ଷ୍ମୀ ପଟ୍ଟନାୟକ (ସ୍ୱାଧୀନ)
- ୨୦୦୦: (୬୩): ବିଜୟଲକ୍ଷ୍ମୀ ପଟ୍ଟନାୟକ (ବିଜଦ)
- ୧୯୯୫: (୬୩): ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ (କଂଗ୍ରେସ)
- ୧୯୯୦: (୬୩): ଅରୁଣ କୁମାର ପଟ୍ଟନାୟକ (ଜନତା ଦଳ)
- ୧୯୮୫: (୬୩): ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ (କଂଗ୍ରେସ)
- ୧୯୮୦: (୬୩): ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ (ସ୍ୱାଧୀନ)
- ୧୯୭୭: (୬୩): ସତ୍ୟସୁନ୍ଦର ମିଶ୍ର (ସ୍ୱାଧୀନ)
- ୧୯୭୪: (୬୩): ସତ୍ୟସୁନ୍ଦର ମିଶ୍ର (ସ୍ୱାଧୀନ)
- ୧୯୭୧: (୫୭): ବଂଶୀଧର ପଟ୍ଟନାୟକ (ସ୍ୱାଧୀନ)
- ୧୯୬୭: (୫୭): ହରିହର ସିଂହ ଓ ଭ୍ରମରବର ରାୟ (କଂଗ୍ରେସ)
- ୧୯୬୧: (୮୩): ଭ୍ରମରବର ରାୟ (କଂଗ୍ରେସ) ଓ ହରିହର ସିଂହ
- ୧୯୫୭: (୫୬): ହରିହର ସିଂହ ମର୍ଦ୍ଦରାଜ (କଂଗ୍ରେସ) ଓ ଭ୍ରମରବର ରାୟ
- ୧୯୫୧: (୯୪): ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ (ସ୍ୱାଧୀନ)
ଆଧାରସମ୍ପାଦନ କରନ୍ତୁ
- ↑ Assembly Constituencies and their Extent
- ↑ Seats of Odisha
- ↑ ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf