ବାଙ୍ଗିରିପୋଷି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ବାଙ୍ଗିରିପୋଷି (କ୍ରମିକ ସଂଖ୍ୟା: ୨୯) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଙ୍ଗିରିପୋଷି ବ୍ଳକ, ଶାମାଖୁଣ୍ଟା ବ୍ଳକ ଓ କୁଳିଅଣା ବ୍ଳକ ।[୨][୩]

ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୨,୫୬୮
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ମୟୂରଭଞ୍ଜ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁଦାମ ମାରାଣ୍ଡି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପୁରୁଷୋତ୍ତମ ନାଏକଙ୍କଠାରୁ ୩୧୫୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। [୪]

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୬୧ରୁ ୨୦୧୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫][୬][୪]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କଠାରୁ ୬,୩୩୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୭]

୨୦୦୯ ବିଧାନ ସଭା ନିର୍ବାଚନ, ବାଙ୍ଗିରିପୋଷି [୮]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସରୋଜିନି ହେମ୍ବ୍ରମ ୪୩,୭୭୧ ୩୬.୧୩ -
ଝାମୁମୋ ସୁଦାମ ମାରାଣ୍ଡି ୩୭,୪୪୦ ୩୦.୯୧ -
ଭାଜପା ସୀତାନାଥ କିସ୍କୁ ୧୫,୨୬୨ ୧୨.୬୦ -
କଂଗ୍ରେସ ଗୌରୀ ନାୟକ ୧୨,୧୩୧ ୧୦.୦୧ -
ସ୍ୱାଧୀନ ପ୍ରଦୀପ କୁମାର ସିଂହ ୩,୪୨୨ ୨.୮୨ -
ସ୍ୱାଧୀନ ଶକୁନ୍ତଳା ବିଶ୍ୱାଳ ୨,୩୯୧ ୧.୯୭ -
ବସପା ସୁରଥ ନାୟକ ୧,୪୮୯ ୧.୨୩ -
ଝାଡ଼ଖଣ୍ଡ ଦିଶମ ପାର୍ଟି ଜୀତେନ୍ଦ୍ର ନାଥ ହେମ୍ବ୍ରମ ୧,୧୪୧ ୦.୯୪ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ପ୍ରଭୁଦାନ ମାରାଣ୍ଡି ୯୫୨ ୦.୭୯ -
ସ୍ୱାଧୀନ ଗୁରୁ ଚରଣ ମାଝି ୮୫୩ ୦.୭୦ -
ସ୍ୱାଧୀନ ବୁଧୁରାମ ସିଂ ୭୯୬ ୦.୬୬ -
ସପା ଛୁଟୁ ରାମ ବିନ୍ଧାଣୀ ୭୪୭ ୦.୬୨ -
କଳିଙ୍ଗ ସେନା ଦେବେନ୍ଦ୍ର ସିଂ ୭୩୮ ୦.୬୧ -
ଭୋଟ ବ୍ୟବଧାନ ୬,୩୩୧ ୫.୨୩* -
ମତଦାନ ହାର ୧,୨୧,୨୮୫ ୭୬.୭୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର ସମ୍ପାଦନା

  1. "Bangriposi Assembly Election 2009, Orissa". empoweringindia.org. Retrieved 29 May 2013. Constituency: Bangriposi (29) District : Mayurbhanj
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "State Elections 2004 - Partywise Comparision for 5-Bangriposi Constituency of ORISSA". eci.nic.in. 2006. Retrieved 29 May 2013. List Of Winning Candidates
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  7. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013. 6331
  8. http://eci.nic.in/eci_main/StatisticalReports/AE2009/stat_OR_April2009.pdf