ରଘୁନନ୍ଦନ ଦାସ

ଓଡ଼ିଆ ରାଜନୀତିଜ୍ଞ

ରଘୁନନ୍ଦନ ଦାସ (ଜନ୍ମ: ୩୦ ଡିସେମ୍ବର ୧୯୫୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିକୁଦା-ଏରସମା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରଘୁନନ୍ଦନ ଦାସ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀପ୍ରଶାନ୍ତ କୁମାର ମୁଦୁଲି
ନିର୍ବାଚନ ମଣ୍ଡଳୀବାଲିକୁଦା-ଏରସମା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1958-12-30) ୩୦ ଡିସେମ୍ବର ୧୯୫୮ (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଅନୀତା ଦାସ
ସନ୍ତାନ
ବାପା/ବୋଉବିପିନ ବିହାରୀ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ରଘୁନନ୍ଦନ ଦାସ ୧୯୫୮ ମସିହାର ଡିସେମ୍ବର ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିପିନ ବିହାରୀ ଦାସ ଓ ପତ୍ନୀଙ୍କ ନାମ ଅନୀତା ଦାସ ।[୧]

ରାଜନୈତିକ ଜୀବନ ସମ୍ପାଦନା

ରଘୁନନ୍ଦନ ଦାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Raghunandan Das". odishaassembly.nic.in. Odisha Assembly. Retrieved 6 May 2022.

ବାହାର ଆଧାର ସମ୍ପାଦନା

  •   ଉଇକିମିଡ଼ିଆ କମନ୍ସରେ Raghunandan Das-ସମ୍ପର୍କିତ ମିଡ଼ିଆ