ବିଷ୍ଣୁ ଚରଣ ଦାସ

ଓଡ଼ିଆ ରାଜନୀତିଜ୍ଞ

ବିଷ୍ଣୁ ଚରଣ ଦାସ (ଅକ୍ଟୋବର ୯, ୧୯୫୪(1954-10-09) - ଜୁଲାଇ ୬, ୨୦୨୦) ଜଣେ ଭାରତୀୟ ରାଜନେତା ଥିଲେ । ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଓଡ଼ିଶାରୁ ରାଜ୍ୟ ସଭାକୁଜଗତସିଂହପୁର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିଷ୍ଣୁ ଚରଣ ଦାସ
Bishnu Charan Das.JPG
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୬ ଜୁଲାଇ ୨୦୨୦
ପୂର୍ବ ଅଧିକାରୀରାଜଶ୍ରୀ ମଲ୍ଲିକ
ନିର୍ବାଚନ ମଣ୍ଡଳୀତିର୍ତ୍ତୋଲ
ଓଡ଼ିଶାର ରାଜ୍ୟ ସଭା ସାଂସଦ
କାର୍ଯ୍ୟକାଳ
୨ ଜୁଲାଇ ୨୦୧୬ – ୨୧ ମାର୍ଚ୍ଚ ୨୦୧୭
ପୂର୍ବ ଅଧିକାରୀବୈଷ୍ଣବ ଚରଣ ପରିଡ଼ା, ବିଜେଡି
ପର ଅଧିକାରୀପ୍ରତାପ କେଶରୀ ଦେବ
ନିର୍ବାଚନ ମଣ୍ଡଳୀଓଡ଼ିଶା[୧]
ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୧୪
ପୂର୍ବ ଅଧିକାରୀକୈଳାଶ ଚନ୍ଦ୍ର ମଲ୍ଲିକ
ପର ଅଧିକାରୀଚିରଞ୍ଜୀବ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀଜଗତସିଂହପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମଅକ୍ଟୋବର ୯, ୧୯୫୪(1954-10-09)
ମୃତ୍ୟୁ୬ ଜୁଲାଇ ୨୦୨୦(2020-07-06) (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀସଞ୍ଜୁକ୍ତା ଦାସ
ସନ୍ତାନବିଜୟ ଶଙ୍କର ଦାସ (ପୁଅ)
ବାପା/ବୋଉକଳନ୍ଦୀ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

୨୦୧୬ ମସିହାରେ ରାଜ୍ୟ ସଭା ପାଇଁ ଓଡ଼ିଶାରୁ ପୁନଃନିର୍ବାଚନରେ ଶ୍ରୀ ଦାସ ନିର୍ବାଚନ ଲଢ଼ିଥିଲେ ଓ ବିନାପ୍ରତିଦ୍ୱନ୍ଦୀତାରେ ପ୍ରସନ୍ନ ଆଚାର୍ଯ୍ୟଏନ୍. ଭାସ୍କର ରାଓଙ୍କ ସ‌ହ ନିର୍ବାଚିତ ହୋଇଥିଲେ ।[୨] ସେ ୨୦୧୭ ମସିହାରେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ ହେବାପରେ ୨୧ ମାର୍ଚ୍ଚ ୨୦୧୭ରେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ ।[୩]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ବିଷ୍ଣୁ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳରେ ଓ ପରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଥିଲେ ।

ବିଧାନ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଜଗତସିଂହପୁର ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଜଗତସିଂହପୁର ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଜଗତସିଂହପୁର ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଜଗତସିଂହପୁର ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଜଗତସିଂହପୁର ବିଜୁ ଜନତା ଦଳ
୨୦୧୯ ୬ ଜୁଲାଇ ୨୦୨୦ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ତିର୍ତ୍ତୋଲ ବିଜୁ ଜନତା ଦଳ

ମୃତ୍ୟୁସମ୍ପାଦନ କରନ୍ତୁ

ବିଷ୍ଣୁ ଦାସ ୨୦୨୦ ମସିହାର ଜୁଲାଇ ମାସ ୬ ତାରିଖରେ ମୃତ୍ୟବରଣ କରିଥିଲେ ।[୪] ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।

ଆଧାରସମ୍ପାଦନ କରନ୍ତୁ

  1. http://www.ndtv.com/india-news/3-bjd-candidates-elected-unopposed-to-rajya-sabha-in-odisha-1415262
  2. http://timesofindia.indiatimes.com/city/delhi/26-Rajya-Sabha-members-elected-unopposed-in-six-states-Roundup/articleshow/52577769.cms
  3. "Bishnu Charan Das resigns as Rajya Sabha MP".
  4. "ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ | Sambad". ସମ୍ବାଦ. sambad.in. 6 July 2020. Retrieved 6 July 2020.

ବାହାର ଆଧାରସମ୍ପାଦନ କରନ୍ତୁ