ସୁଧାଂଶୁ ଶେଖର ପରିଡ଼ା
ଓଡ଼ିଆ ରାଜନୀତିଜ୍ଞ
ସୁଧାଂଶୁ ଶେଖର ପରିଡ଼ା (ଜନ୍ମ: ୩ ମାର୍ଚ୍ଚ ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରେମୁଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସୁଧାଂଶୁ ଶେଖର ପରିଡ଼ା | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ଗୋବିନ୍ଦ ଚନ୍ଦ୍ର ଦାସ |
ନିର୍ବାଚନ ମଣ୍ଡଳୀ | ରେମୁଣା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩ ମାର୍ଚ୍ଚ ୧୯୭୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ମୁକ୍ତା ନାୟକ |
ବାପା/ବୋଉ | ତ୍ରିଲୋଚନ ପରିଡ଼ା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାସୁଧାଂଶୁ ଶେଖର ପରିଡ଼ା ୧୯୭୫ ମସିହାର ମାର୍ଚ୍ଚ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତ୍ରିଲୋଚନ ପରିଡ଼ା ଓ ପତ୍ନୀଙ୍କ ନାମ ମୁକ୍ତା ନାୟକ।[୧]
ରାଜନୈତିକ ଜୀବନ
ସମ୍ପାଦନାସୁଧାଂଶୁ ଶେଖର ପରିଡ଼ା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Sudhansu Sekhar Parida". odishaassembly.nic.in. Odisha Assembly. Retrieved 6 July 2022.
ବାହାର ଆଧାର
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ Sudhansu Sekhar Parida-ସମ୍ପର୍କିତ ମିଡ଼ିଆ