ସୁଧାଂଶୁ ଶେଖର ପରିଡ଼ା

ଓଡ଼ିଆ ରାଜନୀତିଜ୍ଞ

ସୁଧାଂଶୁ ଶେଖର ପରିଡ଼ା (ଜନ୍ମ: ୩ ମାର୍ଚ୍ଚ ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରେମୁଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୁଧାଂଶୁ ଶେଖର ପରିଡ଼ା
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଗୋବିନ୍ଦ ଚନ୍ଦ୍ର ଦାସ
ନିର୍ବାଚନ ମଣ୍ଡଳୀରେମୁଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-03-03) ୩ ମାର୍ଚ୍ଚ ୧୯୭୫ (ବୟସ ୪୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀମୁକ୍ତା ନାୟକ
ବାପା/ବୋଉତ୍ରିଲୋଚନ ପରିଡ଼ା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସୁଧାଂଶୁ ଶେଖର ପରିଡ଼ା ୧୯୭୫ ମସିହାର ମାର୍ଚ୍ଚ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତ୍ରିଲୋଚନ ପରିଡ଼ା ଓ ପତ୍ନୀଙ୍କ ନାମ ମୁକ୍ତା ନାୟକ।[୧]

ରାଜନୈତିକ ଜୀବନ ସମ୍ପାଦନା

ସୁଧାଂଶୁ ଶେଖର ପରିଡ଼ା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Sudhansu Sekhar Parida". odishaassembly.nic.in. Odisha Assembly. Retrieved 6 July 2022.

ବାହାର ଆଧାର ସମ୍ପାଦନା

  •   ଉଇକିମିଡ଼ିଆ କମନ୍ସରେ Sudhansu Sekhar Parida-ସମ୍ପର୍କିତ ମିଡ଼ିଆ