ତାଳଚେର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ତାଳଚେର (କ୍ରମିକ ସଂଖ୍ୟା: ୬୦) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ତାଳଚେର (ପୌ), ତାଳଚେର ବ୍ଳକ ଓ କଣିହାଁ ବ୍ଳକର କିଛି ଅଞ୍ଚଳ ।[୨][୩]

ତାଳଚେର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ବିଧାୟକ: ବ୍ରଜ କିଶୋର ପ୍ରଧାନ (ବିଜଦ)
ଭୋଟର ସଂଖ୍ୟା (୨୦୨୪): ୨,୨୯,୮୭୦
ଜିଲ୍ଲା: ଅନୁଗୋଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଢେଙ୍କାନାଳ
ପଞ୍ଚାୟତ ସମିତି:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କାଳନ୍ଦୀ ସାମଲଙ୍କଠାରୁ ୧୪୩୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ବିଜୁ ଜନତା ଦଳ ପ୍ରାର୍ଥୀ ମହେଶ ସାହୁ ଙ୍କଠାରୁ ୮,୬୪୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୨୪ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୨୪ ବିଧାନ ସଭା ନିର୍ବାଚନ, ତାଳଚେର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବ୍ରଜ କିଶୋର ପ୍ରଧାନ ୩୭,୦୪୮ ୩୬.୨୧ -
ଭାଜପା କାଳନ୍ଦୀ ଚରଣ ସାମଲ ୨୮,୪୦୬ ୨୭.୭୭ -
କଂଗ୍ରେସ ପ୍ରଫୁଲ୍ଲ ଚନ୍ଦ୍ର ଦାସ ୧୭,୪୧୫ ୧୭.୦୨ -
ସୋସିଆଲିଷ୍ଟ ୟୁନିଟି ଅଫ ଇଣ୍ଡିଆ କମ୍ୟୁନିଷ୍ଟ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ୭,୬୩୬ ୭.୪୬ -
ଆମ୍ବେଦକରାଇଟ ପାର୍ଟି ଅଫ ଇଣ୍ଡିଆ ବିଜୟ କୁମାର ନାଏକ ୬,୪୮୩ ୬.୩୪ -
ସ୍ବାଧୀନ ରିତାରାଣୀ ଦାସ ୧,୨୨୭ ୧.୨୦ -
ସ୍ୱାଧୀନ ମାନସୀ ସ୍ୱାଇଁ ୮୬୨ ୦.୮୪ -
ବସପା ସର୍ବେଶ୍ଵର ନାଏକ ୮୪୭ ୦.୮୩ -
ସ୍ୱାଧୀନ ପ୍ରଫୁଲ୍ଲ କୁମାର ନାଏକ ୭୮୨ ୦.୭୬ -
ଝାମୁମୋ ଯୁଗଳ କିଶୋର ନନ୍ଦ ୫୧୪ ୦.୫୦ -
ସ୍ୱାଧୀନ ମାୟାଧର ସାମଲ ୪୪୭ ୦.୪୪ -
ଜନତା ଦଳ (ସଂ) ଅରେନ କୁମାର ପାଣି ୩୬୯ ୦.୩୬ -
ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଶ୍ରୀହରି ସେଠୀ ୨୭୧ ୦.୨୬ -
ଭୋଟ ବ୍ୟବଧାନ ୧,୦୨,୩୦୯ ୬୭.୭୮* -
ମତଦାନ ହାର ୮,୬୪୨ ୮.୪୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

  1. "Talcher Assembly Election 2009, Orissa". empoweringindia.org. Retrieved 9 June 2013. Constituency: Talcher (60) District : Angul[permanent dead link]
  2. Assembly Constituencies and their EXtent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 8642
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 122-Talcher Constituency of ORISSA". eci.nic.in. 2006. Retrieved 9 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf