ସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ସୁନ୍ଦରଗଡ଼ (କ୍ରମିକ ସଂଖ୍ୟା: ୯) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସୁନ୍ଦରଗଡ଼ (ପୌ), ସୁନ୍ଦରଗଡ଼ ବ୍ଳକ, ଟାଙ୍ଗରପାଲୀ ବ୍ଳକ, ହେମଗିରି ବ୍ଳକ ଓ ଲେଫ୍ରିପଡ଼ା ବ୍ଳକର କିଛି ଅଂଶ ।[୧][୨]

ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୦,୨୨୬
ଜିଲ୍ଲା: ସୁନ୍ଦରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସୁନ୍ଦରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଯୋଗେଶ କୁମାର ସିଂ ବିଜୁ ଜନତା ଦଳ ପ୍ରାର୍ଥିନୀ କୁସୁମ ଟେଟେଙ୍କଠାରୁ ୧୨୫୮୪ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଯୋଗେଶ କୁମାର ସିଂହ, ବିଜୁ ଜନତା ଦଳ ପ୍ରାର୍ଥୀ ସୁନିଲ କୁମାର ସିଂହ ଦେଓଙ୍କଠାରୁ ପ୍ରାୟ ୨୧,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ସୁନ୍ଦରଗଡ଼ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଯୋଗେଶ କୁମାର ସିଂହ ୫୫,୧୮୩ ୪୩.୯୨ -
ବିଜଦ ସୁନିଲ କୁମାର ସିଂହ ଦେଓ ୩୪,୨୫୩ ୨୭.୨୬ -
ଭାଜପା ପ୍ରେମ ସାଗର ଓରାମ ୨୫,୨୪୫ ୨୦.୦୯ -
ସ୍ୱାଧୀନ ଅନ୍ନା କୁଜୁର ୩୨୮୪ ୨.୬୧ -
ଝାମୁମୋ ଦିଲିପ ଟେଟେ ୨୯୧୮ ୨.୩୨ -
ବସପା ହର୍ଷ ବର୍ଦ୍ଧନ ଛତ୍ରିଆ ୨,୪୨୬ ୧.୯୩ -
କୋଶଳ କ୍ରାନ୍ତି ଦଳ ପରକ୍ଷିତ ଭିତ୍ରିଆ ୨୩୪୫ ୧.୮୭ -
ଭୋଟ ବ୍ୟବଧାନ ୨୦,୯୩୦ ୧୬.୬୬* -
ମତଦାନ ହାର ୧,୨୬,୦୭୬ ୬୫.୫୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬]

ଆଧାର ସମ୍ପାଦନା

  1. Assembly ନିର୍ବାଚନ ମଣ୍ଡଳୀ and their EXtent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf