ବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନମଣ୍ଡଳୀ
ବ୍ରଜରାଜନଗର (କ୍ରମିକ ସଂଖ୍ୟା: ୬) ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବ୍ରଜରାଜନଗର (ପୌ), ବେଲପାହାଡ଼ (ବି), ଲଖନପୁର ବ୍ଳକ ଓ ଝାରସୁଗୁଡ଼ା ବ୍ଳକର କିଛି ଅଂଶ ।
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୁରେଶ ପୂଜାରୀ ବିଜୁ ଜନତା ଦଳ ପ୍ରାର୍ଥୀ ଅଳକା ମହାନ୍ତିଙ୍କ ଠାରୁ ୨୬,୭୮୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୧][୨]
ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ: | ସୁରେଶ ପୂଜାରୀ (ଭାଜପା) (୨୦୨୪) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୨,୧୪,୪୩୪ |
ଜିଲ୍ଲା: | ଝାରସୁଗୁଡ଼ା ଜିଲ୍ଲା |
ଲୋକସଭା ଆସନ: | ବରଗଡ଼ |
ପଞ୍ଚାୟତ ସମିତି: | ୨ |
ପୌର ପରିଷଦ: | ୧ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୬୧ରୁ ୨୦୨୪ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୩]
- ୨୦୨୪: ସୁରେଶ ପୂଜାରୀ (ଭାଜପା)
- ୨୦୨୨ (ଉପ): ଅଳକା ମହାନ୍ତି (ବିଜେଡି)
- ୨୦୧୯: କିଶୋର କୁମାର ମହାନ୍ତି (ବିଜେଡି)
- ୨୦୧୪: ରାଧାରାଣୀ ପଣ୍ଡା (ଭାଜପା)[୧]
- ୨୦୦୯: ଅନୁପ କୁମାର ସାଏ (କଂଗ୍ରେସ)
- ୨୦୦୪: ଅନୁପ କୁମାର ସାଏ (କଂଗ୍ରେସ)
- ୨୦୦୦: ଅନୁପ କୁମାର ସାଏ (କଂଗ୍ରେସ)
- ୧୯୯୮ (ଉପ): କେଶବ ସାହୁ (କଂଗ୍ରେସ)
- ୧୯୯୫: ପ୍ରସନ୍ନ କୁମାର ପଣ୍ଡା (କମ୍ୟୁନିଷ୍ଟ)
- ୧୯୯୦: ପ୍ରସନ୍ନ କୁମାର ପଣ୍ଡା (କମ୍ୟୁନିଷ୍ଟ)
- ୧୯୮୫: ପ୍ରସନ୍ନ କୁମାର ପଣ୍ଡା (କମ୍ୟୁନିଷ୍ଟ)
- ୧୯୮୦: ଉପେନ୍ଦ୍ର ଦୀକ୍ଷିତ (କଂଗ୍ରେସ)
- ୧୯୭୭: ଉପେନ୍ଦ୍ର ଦୀକ୍ଷିତ (କଂଗ୍ରେସ)
- ୧୯୭୪: ପ୍ରସନ୍ନ କୁମାର ପଣ୍ଡା (ସିପିଆଇ)
- ୧୯୭୧: ଉପେନ୍ଦ୍ର ଦୀକ୍ଷିତ (କଂଗ୍ରେସ-ଜେ)
- ୧୯୬୭: ପ୍ରସନ୍ନ କୁମାର ପଣ୍ଡା (କମ୍ୟୁନିଷ୍ଟ)
- ୧୯୬୧: ପ୍ରସନ୍ନ କୁମାର ପଣ୍ଡା (କମ୍ୟୁନିଷ୍ଟ)
ଆଧାର
ସମ୍ପାଦନା- ↑ ୧.୦ ୧.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013.
8971
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf