ବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ବ୍ରଜରାଜନଗର (କ୍ରମିକ ସଂଖ୍ୟା: ୬) ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବ୍ରଜରାଜନଗର (ପୌ), ବେଲପାହାଡ଼ (ବି), ଲଖନପୁର ବ୍ଳକ ଓ ଝାରସୁଗୁଡ଼ା ବ୍ଳକର କିଛି ଅଂଶ ।

ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୦,୬୧୪
ଜିଲ୍ଲା: ଝାରସୁଗୁଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ବିଜୁ ଜନତା ଦଳ ପ୍ରାର୍ଥୀ ଅନୁପ କୁମାର ସାଏଙ୍କଠାରୁ ୬୭୯୦ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି ।[୧] ବିଗତ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅନୁପ କୁମାର ସାଏ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୁରେଶ ପୂଜାରୀଙ୍କଠାରୁ ପ୍ରାୟ ୧,୭୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୨]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ବ୍ରଜରାଜନଗର [୩]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଅନୁପ କୁମାର ସାଏ ୫୦,୫୮୫ ୪୩.୪୬ -
ଭାଜପା ସୁରେଶ ପୂଜାରୀ ୪୮,୮୪୩ ୪୧.୯୬ N/A
ସିପିଆଇ ରାମସହାୟ ପଣ୍ଡା ୭,୯୧୧ ୬.୮୦ N/A
କୋଶଳ କ୍ରାନ୍ତି ଦଳ ଦିଲିପ କୁମାର ବଢ଼ାଇ ୨୬୭୩ ୨.୩୦ N/A
ବସପା ଭାସ୍କର ଗଡ଼ିଆ ୨,୩୮୨ ୨.୦୫ N/A
ସ୍ୱାଧୀନ ସଞ୍ଜୟ କୁମାର ରାୟ ୧୨୮୬ ୧.୧୦ N/A
ସ୍ୱାଧୀନ ଜୋହାନ କୁମାର ନାୟକ ୧୦୩୦ ୦.୮୮ N/A
ସ୍ୱାଧୀନ ତରଣୀ ସାହୁ ୮୫୬ ୦.୭୪ N/A
ସପା ମହମ୍ମଦ ଅଖ୍‌ତାର ୮୩୦ ୦.୭୧ N/A
ଭୋଟ ବ୍ୟବଧାନ ୧,୭୪୨ ୧.୫୦* -
ମତଦାନ ହାର ୧,୧୬,୪୦୨ ୬୩.୬୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୬୧ରୁ ୨୦୦୯ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୪]

  • ୨୦୦୯: ଅନୁପ କୁମାର ସାଏ (କଂଗ୍ରେସ)
  • ୨୦୦୪: ଅନୁପ କୁମାର ସାଏ (କଂଗ୍ରେସ)
  • ୨୦୦୦: ଅନୁପ କୁମାର ସାଏ (କଂଗ୍ରେସ)
  • ୧୯୯୮ (ଉପ): କେଶବ ସାହୁ (କଂଗ୍ରେସ)
  • ୧୯୯୫: ପ୍ରସନ୍ନ କୁମାର ପଣ୍ଡା (କମ୍ୟୁନିଷ୍ଟ)
  • ୧୯୯୦: ପ୍ରସନ୍ନ କୁମାର ପଣ୍ଡା (କମ୍ୟୁନିଷ୍ଟ)
  • ୧୯୮୫: ପ୍ରସନ୍ନ କୁମାର ପଣ୍ଡା (କମ୍ୟୁନିଷ୍ଟ)
  • ୧୯୮୦: ଉପେନ୍ଦ୍ର ଦୀକ୍ଷିତ (କଂଗ୍ରେସ)
  • ୧୯୭୭: ଉପେନ୍ଦ୍ର ଦୀକ୍ଷିତ (କଂଗ୍ରେସ)
  • ୧୯୭୪: ପ୍ରସନ୍ନ କୁମାର ପଣ୍ଡା (ସିପିଆଇ)
  • ୧୯୭୧: ଉପେନ୍ଦ୍ର ଦୀକ୍ଷିତ (କଂଗ୍ରେସ-ଜେ)
  • ୧୯୬୭: ପ୍ରସନ୍ନ କୁମାର ପଣ୍ଡା (କମ୍ୟୁନିଷ୍ଟ)
  • ୧୯୬୧: ପ୍ରସନ୍ନ କୁମାର ପଣ୍ଡା (କମ୍ୟୁନିଷ୍ଟ)

ଆଧାର ସମ୍ପାଦନା

  1. ୧.୦ ୧.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  2. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  3. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  4. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf