ଲୋଇସିଂହା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଲୋଇସିଂହା (କ୍ରମିକ ସଂଖ୍ୟା: ୬୬) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଲୋଇସିଂହା ବ୍ଳକ, ଆଗଲପୁର ବ୍ଳକ ଓ ପୁଇଁତଳା ବ୍ଳକ ।[୨][୩]
ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୧,୦୮୨ |
ଜିଲ୍ଲା: | ବଲାଙ୍ଗୀର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବଲାଙ୍ଗୀର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେନ୍ଦ୍ର ବେହେରା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପାଣ୍ଡବ ଚନ୍ଦ୍ର କୁମ୍ଭାରଙ୍କଠାରୁ ୨୨୮୫୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ନିର୍ବାଚିତ ବିଧାୟକଗଣ ସମ୍ପାଦନ କରନ୍ତୁ
୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫][୬]
- ୨୦୧୯: (୧୧୦): ମୁକେଶ ମହାଲିଙ୍ଗ (ଭାଜପା)
- ୨୦୧୪: (୬୬): ଯୋଗେନ୍ଦ୍ର ବେହେରା (ବିଜଦ)
- ୨୦୦୯: (୬୬): ରମାକାନ୍ତ ସେଠ (ବିଜଦ)
- ୨୦୦୪: (୧୧୦): ନରସିଂହ ମିଶ୍ର (କଂଗ୍ରେସ)
- ୨୦୦୦: (୧୧୦): ବାଳଗୋପାଳ ମିଶ୍ର (ଭାଜପା)
- ୧୯୯୫: (୧୧୦): ବାଳଗୋପାଳ ମିଶ୍ର (ସ୍ୱାଧୀନ)
- ୧୯୯୦: (୧୧୦): ନରସିଂହ ମିଶ୍ର (ଜନତା ଦଳ)
- ୧୯୮୫: (୧୧୦): ବାଳଗୋପାଳ ମିଶ୍ର (ସ୍ୱାଧୀନ)
- ୧୯୮୦: (୧୧୦): ବାଳଗୋପାଳ ମିଶ୍ର (ସ୍ୱାଧୀନ)
- ୧୯୭୭: (୧୧୦): ରାମ ପ୍ରସାଦ ମିଶ୍ର (ଜନତା)
- ୧୯୭୪: (୧୧୦): ଅନଙ୍ଗ ଉଦୟ ସିଂହ ଦେଓ (ସ୍ୱତନ୍ତ୍ର)
- ୧୯୭୧: (୧୦୪): ନନ୍ଦ କିଶୋର ମିଶ୍ର (ସ୍ୱତନ୍ତ୍ର)
- ୧୯୬୭: (୧୦୪): ନନ୍ଦ କିଶୋର ମିଶ୍ର (ସ୍ୱତନ୍ତ୍ର)
- ୧୯୬୧: (୪୫): ରାମ ପ୍ରସାଦ ମିଶ୍ର (ଗଣ ପରିଷଦ)
- ୧୯୫୭: (୩୨): ରାମ ପ୍ରସାଦ ମିଶ୍ର (ଗଣ ପରିଷଦ)
୨୦୦୯ ନିର୍ବାଚନ ସମ୍ପାଦନ କରନ୍ତୁ
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମାକାନ୍ତ ସେଠ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପାଣ୍ଡବ ଚନ୍ଦ୍ର କୁମ୍ଭାରଙ୍କଠାରୁ ୪,୦୯୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୭]
୨୦୦୯ ବିଧାନ ସଭା ନିର୍ବାଚନ, ଲୋଇସିଂହା [୮] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରମାକାନ୍ତ ସେଠ | ୪୯,୬୫୯ | ୩୪.୪୦ | - | |
କଂଗ୍ରେସ | ପାଣ୍ଡବ ଚନ୍ଦ୍ର କୁମ୍ଭାର | ୪୫,୫୬୬ | ୩୧.୫୬ | - | |
ଭାଜପା | ମାଘ କୁମ୍ଭାର | ୩୮,୨୬୧ | ୨୬.୫୦ | - | |
ବସପା | ଦେବେନ୍ଦ୍ର ବାରିକ | ୪,୫୮୮ | ୩.୧୮ | - | |
ସପା | ଗଜେନ୍ଦ୍ର ଦଣ୍ଡସେନା | ୨,୭୯୬ | ୧.୯୪ | - | |
ସ୍ୱାଧୀନ | ଲମ୍ବୋଦର କୁମ୍ଭାର | ୧,୭୬୭ | ୧.୨୨ | - | |
ଓଡ଼ିଶା ମୁକ୍ତି ମୋର୍ଚ୍ଚା | ନୀରଜ ତାଣ୍ଡି | ୧,୭୩୨ | ୧.୨୦ | - | |
ଭୋଟ ବ୍ୟବଧାନ | ୪,୦୯୩ | ୨.୮୪* | - | ||
ମତଦାନ ହାର | ୧,୪୪,୩୮୧ | ୭୨.୦୭ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର ସମ୍ପାଦନ କରନ୍ତୁ
- ↑ "Loisingha Assembly Election 2009, Orissa". empoweringindia.org. Retrieved 11 June 2013.
Constituency: Loisingha (66) District : Bolangir
- ↑ Assembly Constituencies and their Extent
- ↑ Seats of Odisha
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "State Elections 2004 - Partywise Comparision for 110-Loisingha Constituency of ORISSA". eci.nic.in. 2006. Retrieved 11 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "Orissa Election Result 2009 With Vote Margin". leadtech.in. Retrieved 21 April 2013.
4093
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf