ରାଇରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ରାଇରଙ୍ଗପୁର (କ୍ରମିକ ସଂଖ୍ୟା: ୨୮) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାଇରଙ୍ଗପୁର (ବି), ରାଇରଙ୍ଗପୁର ବ୍ଳକ, ବହଳଦା ବ୍ଳକ, ତିରିଙ୍ଗ ବ୍ଳକ ଓ ଜାମଡ଼ା ବ୍ଳକ ।[୧][୨]
ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୦,୨୨୯ |
ଜିଲ୍ଲା: | ମୟୂରଭଞ୍ଜ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ମୟୂରଭଞ୍ଜ |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶଇବ ସୁଶୀଳ କୁମାର ହାଁସଦା ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଦ୍ରୋପଦୀ ମୁର୍ମୁଙ୍କଠାରୁ ୧୫୫୫୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]
ନିର୍ବାଚିତ ବିଧାୟକଗଣ ସମ୍ପାଦନ କରନ୍ତୁ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୪][୫][୩]
- ୨୦୧୯ ନବ ଚରଣ ମାଝି (ଭାଜପା)
- ୨୦୧୪: ଶଇବ ସୁଶୀଳ କୁମାର ହାଁସଦା (ବିଜଦ)
- ୨୦୦୯: (୨୮): ଶ୍ୟାମ ଚରଣ ହାଁସଦା (କଂଗ୍ରେସ)
- ୨୦୦୪: (୪): ଦ୍ରୌପଦୀ ମୁର୍ମୁ (ଭାଜପା)
- ୨୦୦୦: (୪): ଦ୍ରୌପଦୀ ମୁର୍ମୁ (ଭାଜପା)
- ୧୯୯୫: (୪): ଲକ୍ଷ୍ମଣ ମାଝି (କଂଗ୍ରେସ)
- ୧୯୯୦: (୪): ଚୈତନ୍ୟ ପ୍ରସାଦ ମାଝି (ଜନତା ଦଳ)
- ୧୯୮୫: (୪): ଭବେନ୍ଦ୍ରନାଥ ମାଝି (କଂଗ୍ରେସ)
- ୧୯୮୦: (୪): ସିଦ୍ଧଲାଲ ମୁର୍ମୁ (କଂଗ୍ରେସ-ଇ)
- ୧୯୭୭: (୪): ଅର୍ଜୁନ ମାଝି (ଜନତା)
- ୧୯୭୪: (୪): ଅର୍ଜୁନ ମାଝି (ଉତ୍କଳ କଂଗ୍ରେସ)
- ୧୯୭୧: (୩): ସିଦ୍ଧଲାଲ ମୁର୍ମୁ (ଝାଡ଼ଖଣ୍ଡ)
- ୧୯୬୭: (୩): କାର୍ତ୍ତିକ ଚନ୍ଦ୍ର ମାଝି (ସ୍ୱତନ୍ତ୍ର)
- ୧୯୬୧: (୧୩୬): ଚନ୍ଦ୍ର ମୋହନ ସିଂହ (କଂଗ୍ରେସ)
- ୧୯୫୭: (୯୮): ହରଦେବ ତିରିୟା (ସ୍ୱାଧୀନ)
- ୧୯୫୧: (୪୮): ହରଦେବ ତିରିୟା (କଂଗ୍ରେସ)
୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନ କରନ୍ତୁ
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ୟାମ ଚରଣ ହାଁସଦା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡିଙ୍କଠାରୁ ୪,୬୦୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]
୨୦୦୯ ବିଧାନ ସଭା ନିର୍ବାଚନ, ରାଇରଙ୍ଗପୁର [୭] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ଶ୍ୟାମ ଚରଣ ହାଁସଦା | ୨୪,୭୯୨ | ୨୧.୫୩ | - | |
ଝାମୁମୋ | ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡି | ୨୦,୧୯୦ | ୧୭.୫୩ | - | |
ଭାଜପା | ଯଦୁରାମ ମୁର୍ମୁ | ୧୭,୮୯୮ | ୧୫.୫୪ | - | |
ରାକପା | କାଶୀନାଥ ହେମ୍ବ୍ରମ | ୧୪,୮୨୮ | ୧୨.୮୮ | - | |
ସ୍ୱାଧୀନ | ଖେଳାରାମ ମାହାଲି | ୧୨,୫୦୪ | ୧୦.୮୬ | - | |
ଝାଡ଼ଖଣ୍ଡ ଦିଶମ ପାର୍ଟି | ସୋନାରାମ ସୋରେନ | ୮,୦୨୧ | ୬.୯୭ | - | |
ସ୍ୱାଧୀନ | ଲୋପାମୁଦ୍ରା ହାଁସଦା | ୬,୬୭୦ | ୫.୭୯ | - | |
ସପା | ମଙ୍ଗଳ ସିଂହ ଟୁଡୁ | ୨,୬୯୬ | ୨.୩୪ | - | |
ଜନତା ଦଳ (ସଂ) | ଦୁର୍ଗା ହେମ୍ବ୍ରମ | ୨,୩୫୧ | ୨.୦୪ | - | |
ସ୍ୱାଧୀନ | ଚନ୍ଦ୍ର ମୋହନ ସୋରେନ | ୧,୫୯୫ | ୧.୩୯ | - | |
ସ୍ୱାଧୀନ | ପୀତାମ୍ବର ମାରାଣ୍ଡି | ୧,୫୧୭ | ୧.୩୨ | - | |
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ | ସୋମାୟା ମୁର୍ମୁ | ୧,୨୯୨ | ୧.୧୨ | - | |
ସ୍ୱାଧୀନ | ଦୁଷ୍ମନ୍ତ କୁମାର ମାଝି | ୮୦୭ | ୦.୭୦ | - | |
ଭୋଟ ବ୍ୟବଧାନ | ୪,୬୦୨ | ୪.୦* | - | ||
ମତଦାନ ହାର | ୧,୧୫,୨୮୮ | ୬୨.୮୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର ସମ୍ପାଦନ କରନ୍ତୁ
- ↑ Assembly Constituencies and their Extent
- ↑ Seats of Odisha
- ↑ ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "State Elections 2004 - Partywise Comparision for 4-Rairangpur Constituency of ORISSA". eci.nic.in. 2006. Retrieved 29 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "Orissa Election Result 2009 With Vote Margin". leadtech.in. Retrieved 29 May 2013.
4602
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf