ନବରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ନବରଙ୍ଗପୁର (କ୍ରମିକ ସଂଖ୍ୟା: ୭୫) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନବରଙ୍ଗପୁର (ପୌ), ନବରଙ୍ଗପୁର ବ୍ଳକ, ନନ୍ଦାହାଣ୍ଡି ବ୍ଳକ, ତେନ୍ତୁଳୀଖୁଣ୍ଟି ବ୍ଳକ ଓ କୋଷାଗୁମୁଡ଼ା ବ୍ଳକର କିଛି ଅଞ୍ଚଳ ।[୨][୩]
ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୧,୨୪୫ |
ଜିଲ୍ଲା: | ନବରଙ୍ଗପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ନବରଙ୍ଗପୁର |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୧ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋହର ରନ୍ଧାରୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସଦନ ନାୟକଙ୍କଠାରୁ ୧୧୩୮୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋହର ରନ୍ଧାରୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସଦନ ନାୟକଙ୍କଠାରୁ ୩,୩୩୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନ, ନବରଙ୍ଗପୁର [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ମନୋହର ରନ୍ଧାରୀ | ୫୧,୪୪୮ | ୩୬.୪୧ | - | |
କଂଗ୍ରେସ | ସଦନ ନାୟକ | ୪୮,୧୧୪ | ୩୪.୦୫ | - | |
ଭାଜପା | ମଞ୍ଜୁଳା ମାଝି | ୨୮,୧୩୫ | ୧୯.୯୧ | - | |
ସମୃଦ୍ଧ ଓଡ଼ିଶା | ଭଗବାନ ମାଝି | ୮,୪୧୩ | ୫.୯୫ | - | |
ବସପା | ଗୋପିନାଥ ମାଝି | ୫,୨୦୦ | ୩.୬୮ | - | |
ଭୋଟ ବ୍ୟବଧାନ | ୩,୩୩୪ | ୨.୩୬* | - | ||
ମତଦାନ ହାର | ୧,୪୧,୩୧୨ | ୬୯.୭୯ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ ସମ୍ପାଦନ କରନ୍ତୁ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: ସଦାଶିବ ପ୍ରଧାନି (ବିଜଦ)
- ୨୦୧୪: ମନୋହର ରନ୍ଧାରୀ (ବିଜଦ)
- ୨୦୦୯: (୭୫): ମନୋହର ରନ୍ଧାରୀ (ବିଜଦ)
- ୨୦୦୪: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
- ୨୦୦୦: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
- ୧୯୯୫: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
- ୧୯୯୦: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
- ୧୯୮୫: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
- ୧୯୮୦: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
- ୧୯୭୭: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
- ୧୯୭୪: (୯୦): ହବିବୁଲ୍ଲା ଖାଁ (ସ୍ୱତନ୍ତ୍ର)
- ୧୯୭୧: (୮୪): ହବିବୁଲ୍ଲା ଖାଁ (ସ୍ୱତନ୍ତ୍ର)
- ୧୯୬୭: (୮୪): ସଦାଶିବ ତ୍ରିପାଠୀ (କଂଗ୍ରେସ)
- ୧୯୬୧: (୩): ହରିଜନ ମୀରୁ (କଂଗ୍ରେସ)
- ୧୯୫୭: (୨): ସଦାଶିବ ତ୍ରିପାଠୀ (କଂଗ୍ରେସ) ଓ ହରିଜନ ମୀରୁ (କଂଗ୍ରେସ)
- ୧୯୫୧: (୩): ସଦାଶିବ ତ୍ରିପାଠୀ (କଂଗ୍ରେସ) ଓ ମୁଡ଼ି ନାଏକୋ (କଂଗ୍ରେସ)
ଆଧାର ସମ୍ପାଦନ କରନ୍ତୁ
- ↑ "Nabarangpur Assembly Election 2009, Orissa". empoweringindia.org. Retrieved 16 June 2013.
Constituency: Nabarangpur (75) District : Nabarangpur
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Retrieved 21 April 2013.
3334
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 90-Nowrangpur Constituency of ORISSA". eci.nic.in. 2006. Retrieved 16 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf