ହିନ୍ଦୋଳ

ହିନ୍ଦୋଳ ଏକ ଗଡ଼ଜାତ ରାଜ୍ୟ ଅଟେ। ଏହାକୁ ଲୋକେ ହିନ୍ଦୋଳ ଗଡ ବି କୁହନ୍ତି।

ହିନ୍ଦୋଳ,ଢେଙ୍କାନାଳ ଜିଲ୍ଲାର ଏକ ତହସିଲ ଅଟେ।

ହିନ୍ଦୋଳ
ଗାଁ, ପଞ୍ଚାୟତ ସମିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଢେଙ୍କାନାଳ
ପଞ୍ଚାୟତ ସମିତିହିନ୍ଦୋଳ
ଗ୍ରାମ ପଞ୍ଚାୟତଗ୍ରାମ ପଞ୍ଚାୟତ ନାମ
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୯୦୨୨[]
Area code୦୬୭୩୨[]
ଯାନବାହାନ ପଞ୍ଚୀକରଣOR-06

ଅବସ୍ଥିତି

ସମ୍ପାଦନା

୨୯ କିଲୋମିଟର ଜାତୀୟ ରାଜପଥଠାରୁ ଦୂରତାରେ ଅବସ୍ଥିତ ।

ମା ରତ୍ନେଶ୍ୱରି ହେଉଛନ୍ତି ହିନ୍ଦୋଳର ପ୍ରମୁଖ ଦେବୀ। ମାଙ୍କ ମହିମା ଜୀବନ୍ତ ଏଠି। ମାଙ୍କୁ କେହି ମା ରଙ୍କେଇ ବୋଲି ମଧ୍ୟ କୁହନ୍ତି , ଓ ଏହି ରଙ୍କେଇ ମନ୍ଦିରଟି ହିନ୍ଦୋଳର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଟେ