ବାଲୁଗାଁ ଓଡ଼ିଶାର ଖୋର୍ଦ୍ଧାରେ ଥିବା ଏକ ସହର । ଏହା ବିଶେଷ ରୂପେ ଚିଲିକା ପରିଭ୍ରମଣ ପାଇଁ ଖ୍ୟାତିସମ୍ପର୍ଣ୍ଣ ।

ବାଲୁଗାଁ
ସହର
ବାଲୁଗାଁର ରେଳଷ୍ଟେସନ
ବାଲୁଗାଁର ରେଳଷ୍ଟେସନ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲାଖୋର୍ଦ୍ଧା
ସମୟ ମଣ୍ଡଳIST (+୫.୩୦)
ଗାଡ଼ି ପଞ୍ଜିକରଣOD/02
ବାଲୁଗାଁର ରେଳଷ୍ଟେସନ

ଭୂଗୋଳସମ୍ପାଦନ କରନ୍ତୁ

ବାଲୁଗାଁ ଓଡ଼ିଶାର ମଧ୍ୟଭାଗରେ ତଥା ଚିଲିକା ହ୍ରଦର ଉତ୍ତର-ପୂର୍ବ ଉପକୁଳରେ ଥିବା ଏକ ସହର । ଏହା 19°44′45.3″N 85°12′28.59″E / 19.745917°N 85.2079417°E / 19.745917; 85.2079417ରେ ଅବସ୍ଥିତ ।[୧] ଏହା ସମୁଦ୍ର ପତ୍ତନଠାରୁ ୭୬ ମି.  ଉଚ୍ଚତ୍ତାରେ ଅବସ୍ଥିତ । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୯୯ କି.ମି.  ଦୂରରେ ତଥା ଶାଳିଆ ଡ୍ୟାମ୍ଠାରୁ ୧୯ କି.ମି.  ଦୂରରେ ଅବସ୍ଥିତ ।

ଲୋକଗଣନାସମ୍ପାଦନ କରନ୍ତୁ

୨୦୧୧ ଜନଗଣନା ଅନୁସାରେ ବାଲୁଗାଁ ସ୍ୱୟଶାସିତ ଅଞ୍ଚଳର ଲୋକସଂଖ୍ୟା ୧୫୮୨୩ । [୨] ଘର ସଂଖ୍ୟା ୧,୦୩୧, ଲୋକସଂଖ୍ୟା ୬,୨୦୭, ପୁରୁଷ ୩,୯୩୯ ଓ ନାରୀ ୨,୨୬୮ ।[୩]

ଆଧାରସମ୍ପାଦନ କରନ୍ତୁ

ବାହାର ଲିଙ୍କସମ୍ପାଦନ କରନ୍ତୁ