ବାଲୁଗାଁ
ବାଲୁଗାଁ ଓଡ଼ିଶାର ଖୋର୍ଦ୍ଧାରେ ଥିବା ଏକ ସହର । ଏହା ବିଶେଷ ରୂପେ ଚିଲିକା ପରିଭ୍ରମଣ ପାଇଁ ଖ୍ୟାତିସମ୍ପର୍ଣ୍ଣ ।
ବାଲୁଗାଁ | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲା | ଖୋର୍ଦ୍ଧା |
Time zone | IST (+୫.୩୦) |
ଯାନବାହାନ ପଞ୍ଚୀକରଣ | OD/02 |
ଭୂଗୋଳ
ସମ୍ପାଦନାବାଲୁଗାଁ ଓଡ଼ିଶାର ମଧ୍ୟଭାଗରେ ତଥା ଚିଲିକା ହ୍ରଦର ଉତ୍ତର-ପୂର୍ବ ଉପକୁଳରେ ଥିବା ଏକ ସହର । ଏହା 19°44′45.3″N 85°12′28.59″E / 19.745917°N 85.2079417°Eରେ ଅବସ୍ଥିତ ।[୧] ଏହା ସମୁଦ୍ର ପତ୍ତନଠାରୁ ୭୬ ମି. ଉଚ୍ଚତ୍ତାରେ ଅବସ୍ଥିତ । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୯୯ କି.ମି. ଦୂରରେ ତଥା ଶାଳିଆ ଡ୍ୟାମ୍ଠାରୁ ୧୯ କି.ମି. ଦୂରରେ ଅବସ୍ଥିତ ।
ଲୋକଗଣନା
ସମ୍ପାଦନା୨୦୧୧ ଜନଗଣନା ଅନୁସାରେ ବାଲୁଗାଁ ସ୍ୱୟଶାସିତ ଅଞ୍ଚଳର ଲୋକସଂଖ୍ୟା ୧୫୮୨୩ । [୨] ଘର ସଂଖ୍ୟା ୧,୦୩୧, ଲୋକସଂଖ୍ୟା ୬,୨୦୭, ପୁରୁଷ ୩,୯୩୯ ଓ ନାରୀ ୨,୨୬୮ ।[୩]
ଆଧାର
ସମ୍ପାଦନାବାହାର ଲିଙ୍କ
ସମ୍ପାଦନାWikivoyage has a travel guide for Chilka Lake.