ବାଣପୁର ହେଉଛି ଭାରତ ଅନ୍ତର୍ଗତ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ, ସହର, ତହସିଲ(ତାଲୁକା) ଓ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ।

ବାଣପୁର
ବିଜ୍ଞାପିତ ଅଞ୍ଚଳ ପରିଷଦ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା
ଉନ୍ନୟନ ବ୍ଳକବ୍ଳକର ନାମ
ଭାଷାଓଡ଼ିଆ, ଇଂରାଜୀ
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୫୨ ୩୦୧ [୧]
ଏସଟିଡି କୋଡ଼+୦୬xxx
ଗାଡ଼ି ପଞ୍ଜିକରଣOR/xx

ଭୂଗୋଳସମ୍ପାଦନ କରନ୍ତୁ

ବାଣପୁର ଉତ୍ତରକୁ ୧୯.୭୮ ଡିଗ୍ରୀ ଏବଂ ପୂବ'କୁ ୮୫.୧୮ ଡିଗ୍ରୀ ଠୋର ଅବସ୍ଥିତ ।

ଇତିହାସସମ୍ପାଦନ କରନ୍ତୁ

ପର୍ଯ୍ୟଟନସମ୍ପାଦନ କରନ୍ତୁ

ଏହା ଏକ ଶକ୍ତିପୀଠ ଓ ଭଗବତୀ ଦେଉଳ ପାଇଁ ପ୍ରସିଦ୍ଧ । ଏଠାକାର ବେତକାମ ଓଡ଼ିଶା ଓ ଓଡ଼ିଶା ବାହାରେ ଆଦୃତ ।

ଶିକ୍ଷାସମ୍ପାଦନ କରନ୍ତୁ

ଏଠାରେ ଜନ୍ମ ନେଇଥିବା କେତେଜଣ ମହାନ ବ୍ୟକ୍ତି ହେଲେ, କୃତିବାସ ପାଟ୍ଟଶାଣୀ, ପଣ୍ଡିତ ଗୋଦାବରୀଶ ମିଶ୍ର , ଗୋଦାବରୀଶ ମହାପାତ୍ର , କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ପର୍ଶୁରାମ ହରିଚନ୍ଦନ, ହରି ହର ରାମ ଆଦି ।


ଆଧାରସମ୍ପାଦନ କରନ୍ତୁ

  1. "PinCode: BANPUR, KHORDA, ORISSA, India, Pincode.net.in". pincode.net.in. 2012. Retrieved 22 June 2012. PinCode: 752031