ହରିହର ପ୍ରସାଦ ଶତପଥି
ଅଭିନବ ବୀଜଗାଣିତିକ ବିଧି ବିଜ୍ଞାନ.pdf
କୁନି ପିଲାଙ୍କ ପାଇଁ ମୋ କୁନି ବହି
ଜନ୍ମ (1963-09-13) ସେପ୍ଟେମ୍ବର ୧୩, ୧୯୬୩ (ବୟସ ୫୯)
ଜାତୀୟତାଭାରତୀୟ
ବୃତ୍ତିସରକାରୀ କର୍ମଚାରୀ
Parent(s)ସ୍ଵର୍ଗତ ମୀନକେତନ ଶତପଥୀ, ଶ୍ରୀମତୀ ସୀମା ଦେବୀ
ୱେବସାଇଟ"hariharprasadsatapathy"

ନମସ୍କାର... ଜୟ ଜଗନ୍ନାଥ... ମୁଁ "ହରିହର ପ୍ରସାଦ ଶତପଥୀ" ଓ ମୋ ଘର ରାୟଗଡ଼ା ଠାରେ ।

Wikipedia:Babel
or

ଏହି ସଭ୍ୟଙ୍କର ମାତୃଭାଷା; ଓଡ଼ିଆ

Konark Wheel.jpgଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
Search user languages

ମୋ ବିଷୟରେସମ୍ପାଦନ କରନ୍ତୁ

ମୋର ଜନ୍ମ ୧୯୬୩ ମସିହା ସେପ୍ଟେମ୍ବର ୧୩ ତାରିଖରେ ପଦ୍ମପୁର ଗ୍ରାମରେ । ମୁଁ ମୋର ପାଠ ପଢ଼ା ପଦ୍ମପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଥିଲି ଏବଂ ୧୯୮୦ରେ ସରକାରୀ ବିଜୟାନନ୍ଦ ହାଇସ୍କୁଲ, ପଦ୍ମପୁର ରୁ ମାଟ୍ରିକ ପାସ କଲି । ସେହି ବର୍ଷ ପାରଳାଖେମୁଣ୍ଡିସ୍ଥିତ SKCG College, Paralakhemundi ରେ ନାମ ଲେଖାଇଲି । ୧୯୮୪ ମସିହାରେ ବିଜ୍ଞାନରେ ସ୍ନାତକ (ପଦାର୍ଥବିଜ୍ଞାନ ସମ୍ମାନ ସହ) ଡିଗ୍ରୀ ହାସଲ କଲା ପରେ କିଛି ଦିନ ଏକ ଘରୋଇ ହାଇସ୍କୁଲରେ ଶିକ୍ଷକତା କଲି । ବର୍ତ୍ତମାନ ରାୟଗଡ଼ା ସ୍ଥିତ ପରିବାର ଅଦାଲତ, ରାୟଗଡ଼ା ଙ୍କ କାର୍ଯ୍ୟାଳୟରେ ଶିରସ୍ତାଦାର ଭାବେ କାର୍ଯ୍ୟରତ ।

Wikipedia:Babel
or

ଏହି ସଭ୍ୟଙ୍କର ମାତୃଭାଷା; ଓଡ଼ିଆ

 ଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
Search user languages

ଇଂରାଜୀ ଉଇକିପିଡିଆରେ ମୋ ଅବଦାନସମ୍ପାଦନ କରନ୍ତୁ

ଓଡିଆ ଉଇକିପିଡିଆ ରେ ମୋ ଅବଦାନସମ୍ପାଦନ କରନ୍ତୁ

ଅପରାଧସମ୍ପାଦନ କରନ୍ତୁ

  1. କଟକ ମଦମୃତ୍ୟୁ ଘଟଣା (୧୯୯୨)
  2. ଅଞ୍ଜନା ମିଶ୍ର ଧର୍ଷଣ ମାମଲା
  3. ନିର୍ଭୟା ଗଣ ବଳାତ୍କାର ମାମଲା
  4. ମଥୁରା ଦୁଷ୍କର୍ମ ମାମଲା

ବିବିଧସମ୍ପାଦନ କରନ୍ତୁ

  1. ଚାନ୍ଦ୍ରମାସ
  2. ଦେବୀ ପକ୍ଷ
  3. ଗଡ଼କାଳିକା ମନ୍ଦିର
  4. ପଞ୍ଚୁ ଫୁଟଣ
  5. ଇ-ଅଦାଲତ ପରିଯୋଜନା
  6. ପୋଇ
  7. ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର, କଟକ
  8. ପୃଥିବୀର ଚୁମ୍ବକୀୟ କ୍ଷେତ୍ର
  9. ଯୌଥ ପରିବାର
  10. ଯୋନୀ କର୍କଟ
  11. ସ୍ତନ ରୋଗ
  12. ବଜ ଆଲଡ୍ରିନ
  13. ମାଇକେଲ କୋଲିନ
  14. ଆପୋଲୋ-୧(ଚନ୍ଦ୍ର ଅଭିଯାନ)
  15. ଆପୋଲୋ-୪(ଚନ୍ଦ୍ର ଅଭିଯାନ)
  16. ଆପୋଲୋ-୫(ଚନ୍ଦ୍ର ଅଭିଯାନ)
  17. ଆପୋଲୋ-୬ (ଚନ୍ଦ୍ର ଅଭିଯାନ)
  18. ଆପୋଲୋ-୭ (ଚନ୍ଦ୍ର ଅଭିଯାନ)
  19. ଚନ୍ଦ୍ରଯାନ-୨
  20. ବାଂଲାପିଡିଆ
  21. ବିଜେନ୍ଦ୍ର ସିଂହ
  22. ଅନ୍ତର୍ଜାତୀୟ କଫି ଦିବସ
  23. ସଂଯୁକ୍ତ ରାଷ୍ଟ୍ର ଦିବସ
  24. ବିଶ୍ଵ ଓଜୋନ ଦିବସ
  25. ସୌରପରାଗ
  26. ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର
  27. ରାମ ଜନ୍ମଭୂମି ବିବାଦ
  28. ରାମ ଜନ୍ମଭୂମି ମାମଲା
  29. ରେବତୀ (କ୍ଷୁଦ୍ରଗଳ୍ପ)
  30. ଅର୍ଦ୍ଧନାରୀଶ୍ୱର
  31. ସପ୍ତମାତୃକା ମନ୍ଦିର, ଯାଜପୁର
  32. ନାସ୍ତିକତା
  33. ଔଷଧୀୟ ବୃକ୍ଷଲତା
  34. ଉତ୍ତରେଶ୍ଵର ଶିବ ମନ୍ଦିର
  35. ଲକ୍ଷେଶ୍ଵର ଶିବ ମନ୍ଦିର
  36. କାଶ୍ମୀର ବିବାଦ
  37. ଜନତା କର୍ଫ୍ୟୁ
  38. ଓଡ଼ିଶାରେ କୋଭିଡ-୧୯ ମହାମାରୀ
  39. ବିଶ୍ୱ ଦୃଷ୍ଟି ଦିବସ
  40. ସରୋଜ ରାଜ ଚୌଧୁରୀ
  41. କୃତିବାସ ନାୟକ
  42. ୟେମେନ
  43. ଓସାମା ବିନ ଲାଦେନ
  44. ସଦ୍ଦାମ ହୁସେନ
  45. ଅଙ୍ଗକୋର ବାଟ
  46. ସିଓଲ
  47. ପୂର୍ବ ପାକିସ୍ତାନ
  48. ଶ୍ରୀଲଙ୍କାର ଇତିହାସ
  49. ଭେଲୁପିଲାଇ ପ୍ରଭାକରନ
  50. ଶ୍ରୀଲଙ୍କାରେ ଚା’ ଉତ୍ପାଦନ
  51. ଶ୍ରୀଲଙ୍କାର ସ୍ଵାଧୀନତା ସଂଗ୍ରାମ
  52. ଶ୍ରୀଲଙ୍କାରେ ପର୍ଯ୍ୟଟନ
  53. କନ୍ନିଆ ଉଷ୍ଣ ପ୍ରସବଣ
  54. ଶିରାନୀ ବନ୍ଦରନାଇକେଙ୍କ ବିରୁଦ୍ଧରେ ମହାଭିଯୋଗ
  55. ଜାତାପୁ
  56. ଦାର୍ଢ଼୍ୟତାଭକ୍ତି ରସାମୃତ
  57. ରାମଦାସ
  58. କେନ୍ଦୁଲି ଶାସନ
  59. ଶୁଦ୍ଧସତ୍ତା ମିଶ୍ର
  60. ବାଙ୍ଗାଲୋର ଭେଙ୍କେଟରାମିୟା ନାଗରତ୍ନା
  61. କମ୍ପ୍ୟୁଟର ମନିଟର
  62. ଫେବୃଆରୀ
  63. ଡିସେମ୍ବର
  64. ଜୁନ
  65. ଅକ୍ଟୋବର
  66. ସେପ୍ଟେମ୍ବର
  67. ଶନିବାର
  68. ମଙ୍ଗଳବାର
  69. ଧିରେନ୍ଦ୍ର ହୀରାଲାଲ ୱାଘେଲା
  70. ଲଳିତ ମୋହନ ଶର୍ମା
  71. ଅନାଦି ଚ଼ରଣ ସାହୁ
  72. ଇମରାନ ଖାଁ
ମହାଭାରତର ଚରିତ୍ର (୪୪)
ପାଳିତ ଦିବସ (୪୫)
ବ୍ୟକ୍ତିତ୍ୱ (୫୬)
ରାୟଗଡା ଜିଲ୍ଲା ସମ୍ପର୍କରେ ଥିବା ଲେଖାଗୁଡ଼ିକ (୬୪)
ଭାରତୀୟ ଆଇନ ସମ୍ପର୍କରେ (୫୫)
ରାଶି ଓ ନକ୍ଷତ୍ର (୪୧)

ଜାଣିବା ନିମନ୍ତେ ଦେଖନ୍ତୁସମ୍ପାଦନ କରନ୍ତୁ

ମୋତେ ଫେସ୍‌ବୁକରେ ଯୋଗାଯୋଗ କରିବେ ? ତାହେଲେ ଏହି ଲିଙ୍କ ଉପରେ କ୍ଲିକ କରନ୍ତୁ  

"My sandbox1"

  ଏହି ଉଇକିଆଳିଙ୍କର ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ରେ ଅବଦାନ ରହିଛି ।