ରଘୁରାମ ରାଜନ
ରଘୁରାମ ଗୋବିନ୍ଦ ରାଜନ (ଜନ୍ମ- ୩ ଫେବୃଆରୀ ୧୯୬୩) ହେଉଛନ୍ତି ଭାରତର ଜଣେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଯେ କି ଆରବିଆଇର 23 ତମ ଗଭର୍ଣର ଭାବେ ସେବା କରିଥିଲେ ।
ରଘୁରାମ ରାଜନ | |
---|---|
23rd Governor of Reserve Bank of India | |
କାର୍ଯ୍ୟକାଳ 4 September 2013 – 4 September 2016 | |
ପୂର୍ବ ଅଧିକାରୀ | Duvvuri Subbarao |
ପର ଅଧିକାରୀ | Urjit Patel |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Bhopal, Madhya Pradesh | ୩ ଫେବୃଆରୀ ୧୯୬୩
ଜାତୀୟତା | India |
ଜୀବନ ସାଥୀ | Radhika Puri |
ଶିକ୍ଷାନୁଷ୍ଠାନ | IIT Delhi (B Tech) IIM Ahmedabad (PGDBM) MIT Sloan School of Management (PhD) |
ସନ୍ତକ |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାବୃତ୍ତିଗତ ଜୀବନ
ସମ୍ପାଦନାବ୍ୟକ୍ତିଗତ ଜୀବନ
ସମ୍ପାଦନାରଘୁରାମ ରାଜନ ହେଉଛନ୍ତି ଜଣେ ଭାରତୀୟ ନାଗରିକ । ତେବେ ସେ ଯୁକ୍ତରାଷ୍ଟ୍ର ଆମେରିକାର ଗ୍ରୀନ କାର୍ଡର ଅଧିକାରୀ ।[୧] ରାଧିକା ପୂରୀ ରାଜନ ହେଉଛନ୍ତି ତାଙ୍କ ଧର୍ମ ପତ୍ନୀ । IIM Ahmedabadରେ ପଢୁଥିବାବେଲେ ରଘୁରାମଙ୍କର ରାଧିକାଙ୍କ ସହ ଭେଟ ହୁଏ ଏବଂ ପରବର୍ତ୍ତୀ ସମୟରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି । University of Chicago Law Schoolରେ ରାଧିକା ଶିକ୍ଷାଦାନ କରନ୍ତି । ରଘୁରାମ ଓ ରାଧିକାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।
ରାଜନଙ୍କ ଭାଇ ଆମେରିକାରେ ଏକ ସୋଲାର ଉଦ୍ଦ୍ୟୋଗରେ କାର୍ଯ୍ୟରତ । ରାଜନଙ୍କ ଭଉଣୀ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ବାହା ହୋଇଛନ୍ତି । ୧୯୬୮ମସିହାରେ ଚେନ୍ନାଇରେ, ରାଜନଙ୍କ ଛୋଟ ଭାଇ, ମୁକୁନ୍ଦ ରାଜନଙ୍କ ଜନ୍ମ । ସେ ଟାଟା ସନ୍ସର Brand Custodian ତଥା Chief Ethics Officer ।[୨]
ରାଜନ ଜଣେ ନିରାମିଷାହାରୀ । ବାହାର ଖେଳ ମଧ୍ୟରେ ସେ ଟେନିସ ଓ ସ୍କ୍ୱାସ ଖେଳିବାକୁ ଭଲ ପାଆନ୍ତି । ଟଲଷ୍ଟୟ, J. R. R. Tolkien ଏବଂ ଉପମନ୍ୟୁ ଚାଟାର୍ଜୀଙ୍କ ଲେଖା ପଢିବାକୁ ସେ ଭଲ ପାଆନ୍ତି ।[୩]
ସମ୍ମାନ
ସମ୍ପାଦନାବାହାର ଲିଙ୍କ
ସମ୍ପାଦନା- "Read Full Text: Raghuram Rajan's first speech as RBI governor". Firstpost. 5 September 2013.
- "A Journey of thoughts - with Raghuram Rajan". YouTube. Doordarshan. 8 March 2013.
ଆଧାର
ସମ୍ପାଦନା- ↑ "Raghuram Rajan taken aback by query about citizenship - Times of India". The Times of India. Retrieved 30 July 2018.
- ↑ "Raghuram Rajan: 10 things to know about the new RBI governor". NDTV.com. Retrieved 30 July 2018.
- ↑ "I Doubt, Therefore IMF". www.outlookindia.com/. Retrieved 30 July 2018.
- ↑ "Infosys Prize - Laureates 2011 - Prof. Raghuram G. Rajan". www.infosys-science-foundation.com (in ଇଂରାଜୀ). Retrieved 30 July 2018.
- ↑ "The winners of the Central Banking Awards 2015 - Central Banking". Central Banking (in ଇଂରାଜୀ). 12 January 2015. Retrieved 30 July 2018.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |