ବିଶ୍ୱ ଚକୋଲେଟ ଦିବସ

ବିଶ୍ୱ ଚକୋଲେଟ ଦିବସ, ବା ଅନ୍ତର୍ଜାତୀୟ ଚକୋଲେଟ ଦିବସ , ହେଉଛି ଚକୋଲେଟର ବାର୍ଷିକ ଉତ୍ସବ, ଯାହା ପ୍ରତିବର୍ଷ ଜୁଲାଇ ୭ରେ ସାରା ବିଶ୍ୱରେ ପାଲନ କରାଯାଇଥାଏ ।[୧][୨] କେତେକଙ୍କ ମତରେ ଏହା ଇଉରୋପରେ ଚକୋଲେଟର ବ୍ୟବହାରର ଏକ ବାର୍ଷିକୀ ଉତ୍ସବ ।ବିଶ୍ୱ ଚକୋଲେଟ ଦିବସ ପାଳନ ୨୦୦୯ ମସିହାରୁ ଆରମ୍ଭ ହୋଇଥିଲା ।

ଅନ୍ୟ ଚକୋଲେଟ ଦିବସର ମଧ୍ୟ ପ୍ରଚଲନ ଅଛି, ଯେପରିକି ୨୮ ଅକ୍ଟୋବରରେ ଯୁକ୍ତରାଷ୍ଟ୍ରରେ ଜାତୀୟ ଚକୋଲେଟ ଦିବସ ପାଳିତ ହୁଏ ।[୩]

ଆଧାର ସମ୍ପାଦନା

  1. "World Chocolate Day: What your chocolate says about you". NewsComAu. Archived from the original on 8 November 2015. Retrieved 5 July 2015.
  2. Claire Healy (7 July 2014). "World Chocolate Day: Five things you didn't know about Ireland and its grá for chocolate". irishmirror. Retrieved 5 July 2015.
  3. "Candy Moments". NCA. Retrieved 20 February 2022.