ମହର୍ଷି ବିଦ୍ୟା ମନ୍ଦିର, ରାୟଗଡ଼ା


ମହର୍ଷି ବିଦ୍ୟା ମନ୍ଦିର, ରାୟଗଡ଼ା ଓଡ଼ିଶାର ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସହରରେ ଥିବା ଏକ ବେସରକାରୀ ଇଁରାଜୀ ମାଧ୍ୟମ ବିଦ୍ୟାଳୟ[୧] । ପ୍ରାୟ ୩ ଏକର ବିସ୍ତୃତ ଏହି ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିବାର ବ୍ୟବସ୍ଥା ରହିଛି । ବିଦ୍ୟାଳୟରେ ପଢ଼ିବା ପାଇଁ ଏକ ପ୍ରବେଶ ପରିକ୍ଷାରେ ଉତ୍ତିନ୍ନ ହେବାକୁ ପଡ଼େ । ସଫଳ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ପଢ଼ିବା ପାଇଁ ଅନୁମତି ଦିଆଯାଏ ।

ମହର୍ଷି ବିଦ୍ୟା ମନ୍ଦିର, ରାୟଗଡ଼ା
ଅବସ୍ଥାନ
ରାୟଗଡ଼ା, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୯୨
ଅଧ୍ୟକ୍ଷ ଶ୍ରୀମତୀ କ୍ଷୀରାବ୍ଧି ମିଶ୍ର
ଶ୍ରେଣୀ ନର୍ସରୀରୁ ଶ୍ରେଣୀ ୧୦ମ
ଛାତ୍ରଛାତ୍ରୀ ସଂଖ୍ୟା ୧୫୯+
ପରିମିତି ୩ ଏକର
ୱେବସାଇଟ

ଇତିହାସ ସମ୍ପାଦନା

ମହର୍ଷି ମହେଶ ଯୋଗୀଙ୍କ ପରିକଳ୍ପିତ ଏହି ବିଦ୍ୟାଳୟଟି ତା ୭, ଜାନୁୟାରୀ ୧୯୯୨ ମସିହାରେ ରାୟଗଡାଠାରେ ପ୍ରତିଷ୍ଟିତ । ବିଦ୍ୟାଳୟଟି ମହର୍ଷି ମହେଶ ଯୋଗୀଙ୍କ ମହର୍ଷି ଗ୍ଳୋବାଲ୍‌ ଶିକ୍ଷା ଆନ୍ଦୋଳନର ଅଂଶ ବିଶେଷ ଏବଂ ମହର୍ଷି ଶିକ୍ଷା ସଂସ୍ଥାନଦ୍ୱାରା ପରିଚାଳିତ[୨] । ଜାତୀୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନର ଏକ କେନ୍ଦ୍ର ଏଠାରେ କାର୍ଯ୍ୟ କରୁଅଛି[୩].

ଶିକ୍ଷା ସମ୍ପାଦନା

ଏହି ବିଦ୍ୟାଳୟରେ ସି.ବି.ଏସ୍.ଇ ପାଠ୍ୟ ଖସଡ଼ା ଅନୁସାରେ ପାଠ ପଢ଼ା ହୁଏ।

ଆଧାର ସମ୍ପାଦନା

  1. ""Orissaschools"". Archived from the original on 2015-02-13. Retrieved 2015-02-22.
  2. ""e-gyan"" (PDF). Archived from the original (PDF) on 2015-02-03. Retrieved 2015-02-22.
  3. ""Nationalinstituteofopenschooling"" (PDF). Archived from the original (PDF) on 2015-02-03. Retrieved 2015-02-22.

ବାହାର ତଥ୍ୟ ସମ୍ପାଦନା