ଦୀପ୍ତି କନ୍‌ଭେଣ୍ଟ ସ୍କୁଲ, ରାୟଗଡ଼ା

ଦୀପ୍ତି କନ୍‌ଭେଣ୍ଟ ସ୍କୁଲ, ରାୟଗଡ଼ା ଏକ ସହଶିକ୍ଷା ଭିତ୍ତିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ।[୧] ରାୟଗଡ଼ା ସହରର ବାଇପାସ୍‌ ରାସ୍ତାରେ ଥିବା ମଙ୍ଗଳା ମନ୍ଦିର ନିକଟରେ ଏହା ଅବସ୍ଥିତ ।

ଦୀପ୍ତି କନ୍‌ଭେଣ୍ଟ ସ୍କୁଲ, ରାୟଗଡ଼ା
ଦୀପ୍ତି କନ୍‌ଭେଣ୍ଟ ସ୍କୁଲ, ରାୟଗଡ଼ା
ଅବସ୍ଥାନ
ରାୟଗଡ଼ା, ଓଡ଼ିଶା, ଭାରତ
ବିବରଣୀ
Type Public High School
ପ୍ରତିଷ୍ଠା ୨୦୦୩
Campus type ସହର

ଇତିହାସ ସମ୍ପାଦନା

୨୦୦୩ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗଦ୍ୱାରା ସ୍ୱୀକୃତିପ୍ରାପ୍ତ । ବିଦ୍ୟାଳୟଟି ଆଇସିଏସ୍ଇ (ICSE) ସହ ଅନୁବନ୍ଧିତ ।[୨][୩]

ଆଧାର ସମ୍ପାଦନା

  1. "Deepti Convent School". www.globalschoolrank,com. Archived from the original on 22 June 2018. Retrieved 3 June 2017.
  2. "Deepti Convent School (ICSE), Raniguda Farm, Rayagada, Odisha". Retrieved 3 June 2017.[permanent dead link]
  3. "DEEPTI CONVENT SCHOOL". www.allindiafacts.com. Retrieved 3 June 2017.[permanent dead link]

ବାହାର ଲିଙ୍କ ସମ୍ପାଦନା