[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କୁମୁଡାବାଲି
ଗ୍ରାମ
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
125 m (410 ft)
Population
 (2011)
 • Total୧,୭୬୩
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)

କୁମୁଡାବାଲି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ ।

ଭୂଗୋଳ ସମ୍ପାଦନା

କୁମୁଡାବାଲିର ଭୌଗୋଳିକ ଅବସ୍ଥାନ ହେଉଛି latd = 19° 28′, longd = 83° 27′ । ଜିଲ଼୍ଲା ମୁଖ୍ୟାଳୟଠାରୁ ଏହା 86 କିଲୋମିଟର ଦୂରରେ ରହିଛି ।

୨୦୧୧ ଜନଗଣନା ଅନୁଯାୟୀ କୁମୁଡାବାଲିର ଜନସଂଖ୍ୟା 1763 । ସେଥିରୁ ପୁରୁଷ 877 ଓ ମହିଳା 886 ।[୧] ମୁନିଗୁଡା ରେଳ ଷ୍ଟେସନ ଏହାର ନିକଟତମ ରେଳ ଷ୍ଟେସନ । [୨]

ପର୍ଯ୍ୟଟନ ସମ୍ପାଦନା

କୁମୁଡାବାଲି ନିକଟରେ ବଂଶଧାରା ନଦୀ ଓ ସକଟା ନାଳର ସଂଗମ ସ୍ଥଳରେ ଏକ ଛୋଟ ଶିବ ମନ୍ଦିର ( ଶ୍ରୀ ବାଲୁଙ୍କେଶ୍ୱର) ରହିଛି । ଏହା ରାୟଗଡ଼ା ଜିଲ୍ଲାର ଏକ ପର୍ଯ୍ୟଟନସ୍ଥଳୀ ଅଟେ[୩][୪]

ଆଧାର ସମ୍ପାଦନା

  1. "Kumudabali Population". Census India-2011. Retrieved 22 June 2015.
  2. "Kumudaballi". One five nine.com. Retrieved 22 June 2015.
  3. "Rayagada Tourism". Retrieved 21 June 2015.
  4. Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.

ବାହାର ତଥ୍ୟ ସମ୍ପାଦନା