କୁମୁଡାବାଲି
କୁମୁଡାବାଲି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ ।
କୁମୁଡାବାଲି | |
---|---|
ଗ୍ରାମ | |
ଦେଶ | India |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ରାୟଗଡ଼ା |
Elevation | 125 m (410 ft) |
Population (2011) | |
• Total | ୧,୭୬୩ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
ଭୂଗୋଳ
ସମ୍ପାଦନାକୁମୁଡାବାଲିର ଭୌଗୋଳିକ ଅବସ୍ଥାନ ହେଉଛି latd = 19° 28′, longd = 83° 27′ । ଜିଲ଼୍ଲା ମୁଖ୍ୟାଳୟଠାରୁ ଏହା 86 କିଲୋମିଟର ଦୂରରେ ରହିଛି ।
୨୦୧୧ ଜନଗଣନା ଅନୁଯାୟୀ କୁମୁଡାବାଲିର ଜନସଂଖ୍ୟା 1763 । ସେଥିରୁ ପୁରୁଷ 877 ଓ ମହିଳା 886 ।[୧] ମୁନିଗୁଡା ରେଳ ଷ୍ଟେସନ ଏହାର ନିକଟତମ ରେଳ ଷ୍ଟେସନ । [୨]
ପର୍ଯ୍ୟଟନ
ସମ୍ପାଦନାକୁମୁଡାବାଲି ନିକଟରେ ବଂଶଧାରା ନଦୀ ଓ ସକଟା ନାଳର ସଂଗମ ସ୍ଥଳରେ ଏକ ଛୋଟ ଶିବ ମନ୍ଦିର ( ଶ୍ରୀ ବାଲୁଙ୍କେଶ୍ୱର) ରହିଛି । ଏହା ରାୟଗଡ଼ା ଜିଲ୍ଲାର ଏକ ପର୍ଯ୍ୟଟନସ୍ଥଳୀ ଅଟେ[୩][୪]
ଆଧାର
ସମ୍ପାଦନା- ↑ "Kumudabali Population". Census India-2011. Retrieved 22 June 2015.
- ↑ "Kumudaballi". One five nine.com. Retrieved 22 June 2015.
- ↑ "Rayagada Tourism". Retrieved 21 June 2015.
- ↑ Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.
ବାହାର ତଥ୍ୟ
ସମ୍ପାଦନାଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |