ପୋଲିସ ଅଧିନିୟମ, ୧୮୬୧

ପୋଲିସ ବାହିନୀକୁ ପୁନର୍ଗଠିତ କରିବା ଏବଂ ଅପରାଧ ସନ୍ଧାନ ଏବଂ ନିବାରଣ କ୍ଷେତ୍ରରେ ଅଧିକତର ଦକ୍ଷ କରାଇବା ଲକ୍ଷରେ ପୋଲିସ ଅଧିନିୟମ, ୧୮୬୧ ଭାରତୀୟ ସଂସଦଦ୍ୱାରା ଅଧିନିୟମିତ କରାଯାଇଛି ।[୧]

ଅଧିନିୟମ ବିଷୟରେ ସମ୍ପାଦନା

ସାଂପ୍ରତିକ ପରିସ୍ଥିତିରେ ନାଗରିକର ଧନ ଜୀବନ ସୁରକ୍ଷା ସହ ଅପରାଧ ନିୟଂତ୍ରଣ କ୍ଷେତ୍ରରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅତଏବ ୧୮୬୧ ମସିହାରେ ପ୍ରସ୍ତୁତ ପୋଲିସ ଅଧିନିୟମର ପରିବର୍ତ୍ତନ ଅବଶ୍ୟମ୍ଭାବୀ ଅନୁଭବ କରିବାହେତୁ ଭାରତ ସରକାରଙ୍କ ଗୃହ ବିଭାଗଦ୍ୱାରା ୨୦୦୫ ମସିହାରେ ଏକ କମିଟି ସ୍ଥାପନ କରାଯାଇଛି । ଡଃ ସୋଲି ଜେ ସୋରାବଜିଙ୍କ ଅଧ୍ୟକ୍ଷ୍ୟତାରେ ଗଠିତ ଏହି କମିଟି ପ୍ରଚଳିତ ପୋଲିସ ଅଧିନିୟମର ବିଶ୍ଳେଷଣ କରି ଏଥିରେ ଆବଶ୍ୟକୀୟ ପରିବର୍ତ୍ତନର ସୁପାରିଶ କରିବେ ।[୨]

ବିଶେଷ ଧାରା ସମ୍ପାଦନା

  • ଅଧିନିୟମର ଧାରା ୧୨ ଅନୁସାରେ ପୋଲିସ ମହାନିରୀକ୍ଷକ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପୋଲିସ ବାହିନୀର ସଂଗଠନ, ସେମାନଙ୍କ କାର୍ଯ୍ୟର ନିରୀକ୍ଷଣ ତଥା ପୋଷାକ ଇତ୍ୟାଦି ସଂପର୍କରେ ଆବଶ୍ୟକ ମନେକଲେ ଏଥି ନିମିତ୍ତ ନିୟମାବଳୀ ପ୍ରଣୟନ କରିପାରିବେ ।

ଆଧାର ସମ୍ପାଦନା

  1. "ପୋଲିସ ଅଧିନିୟମ, ୧୮୬୧" (PDF). egislative.gov.in. Retrieved 8 September 2018.
  2. "Analysis of The Police Act". www.legalserviceindia.com. Retrieved 10 September 2018.

ବାହାର ଆଧାର ସମ୍ପାଦନା