ଭାଲିଆପଦର
ଭାରତରେ ଗ୍ରାମ
ଭାଲିଆପଦର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ ।[୧] ଅଦିବାସୀ ଅଧ୍ୟୁଷିତ ଏହି ଗ୍ରାମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ।
ଭାଲିଆପଦର | |
---|---|
ଗ୍ରାମ | |
ଦେଶ | India |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ରାୟଗଡ଼ା |
Elevation | 335 m (1,099 ft) |
Population (2011) | |
• Total | ୬୦୬ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
ଭୂଗୋଳ
ସମ୍ପାଦନାଗାଆଁଟି ରାୟଗଡ଼ା ଜିଲ୍ଲା ଏବଂ କଳାହାଣ୍ଡି ଜିଲ୍ଲାର ସୀମାରେ ଅବସ୍ଥିତ । ମୁନିଗୁଡା ବ୍ଲକ ଅଧିନସ୍ଥ ଏହି ଗ୍ରାମ ଭାଲିଆପଦରର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯° ୩୭′ ୨୫″,longd = ୮୩° ୨୯′ ୪୫″ । ବ୍ଳକ ମୁଖ୍ୟାଳୟ ମୁନିଗୁଡାଠାରୁ ୫ କି.ମି. ଦୂର ଏବଂ ଜିଲ୍ଲା ମୁଖ୍ୟାଳୟ ରାୟଗଡ଼ାଠାରୁ ଏହା 75 କି.ମି. ଦୂରରେ ରହିଛି । ୨୦୧୧ ଜନଗଣନା ଅନୁଯାୟୀ ୧୩୮ ଘର ସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ୬୦୬ ।[୨] ନିକଟତମ ରେଳଷ୍ଟେସନ ମୁନିଗୁଡା ଏବଂ ଏହାର ନିକଟତମ ବିମାନ ବନ୍ଦର ହେଉଛି ଜୟପୁର । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ ।
ପର୍ଯ୍ୟଟନ
ସମ୍ପାଦନାବଣ, ଜଙ୍ଗଲ ଏହାର ପ୍ରାକୃତିକ ଶୋଭା ପରିପୂର୍ଣ ଅଟେ ।
ଆଧାର
ସମ୍ପାଦନା- ↑ "Bhaliapadar village". Retrieved 14 June 2016.
- ↑ "Bhaliapadar Population - Rayagada, Orissa". Retrieved 14 June 2016.
ବାହାର ତଥ୍ୟ
ସମ୍ପାଦନାଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |