ମୁଖ୍ୟ ସୂଚୀ ଦେଖିବେ

ଚାଟିକଣା ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ପର୍ଯ୍ୟଟନସ୍ଥଳୀ ।[୧][୨]

ଚାଟିକଣା
ଗ୍ରାମ
Shiv Temple & Waterfall at Chatikana.JPG
ଚାଟିକଣା is located in ଓଡ଼ିଶା
ଚାଟିକଣା
ଚାଟିକଣା
Location in Odisha, India
ଅବସ୍ଥିତି: 19°17′N 83°16′E / 19.28°N 83.27°E / 19.28; 83.27Coordinates: 19°17′N 83°16′E / 19.28°N 83.27°E / 19.28; 83.27
ଦେଶ  India
ରାଜ୍ୟ ଓଡ଼ିଶା
ଜିଲ୍ଲା ରାୟଗଡ଼ା
ଉଚ୍ଚତା 125 m (410 ft)
ଜନସଂଖ୍ୟା (2011)
 • ମୋଟ ୨,୧୮୩
ଭାଷା
 • ସରକାରୀ ଓଡ଼ିଆ
IST (UTC+5:30)

ବିଷୟସୂଚୀ

ଭୂଗୋଳସମ୍ପାଦନ କରନ୍ତୁ

ଚାଟିକଣାର ଭୌଗୋଳିକ ଅବସ୍ଥାନ ହେଉଛି latd = 19.28, longd = 83.27 । ଏହାର ପଶ୍ଚିମ ଦିଗରେ ନିୟମଗିରି ପାହାଡ ରହିଛି । ଜିଲ଼୍ଲା ମୁଖ୍ୟାଳୟ ଠାରୁ ଏହା ୪୮ କିଲୋମିଟର ଦୂରରେ ରହିଅଛି । ୨୦୧୧ ଜନଗଣନା ଅନୁଯାୟୀ ଚାଟିକଣାର ଜନସଂଖ୍ୟା ୨୧୮୩ । ସେଥିରୁ ପୁରୁଷ ୧୦୬୭ ଓ ମହିଳା ୧୧୧୬[୩] । ବିଷମକଟକର ରେଳ ଷ୍ଟେସନ ଚାଟିକଣା ଦେଇ ଯାଇଥିବାରୁ ଏଠାରେ ରେଳ ଯୋଗାଯୋଗ ରହିଅଛି ।

ଇତିହାସସମ୍ପାଦନ କରନ୍ତୁ

ପର୍ଯ୍ୟଟନସମ୍ପାଦନ କରନ୍ତୁ

ଚାଟିକଣା ନିକଟରେ ଏକ ଛୋଟ ଜଳପ୍ରପାତ ଏବଂ ଶିବ ମନ୍ଦିର ( ଶ୍ରୀ ପାତାଳେଶ୍ବର) ରହିଅଛି । ଏହା ଓଡ଼ିଶା ସରକାରଙ୍କ ଏକ ଚିହ୍ନିତ ପର୍ଯ୍ୟଟନସ୍ଥଳୀ ଅଟେ ।[୪] ଏତଦ୍ ବ୍ୟତୀତ ଏଠାରେ ଡଙ୍ଗରିଆ କନ୍ଧ ସମାଜର ଚଳଣୀ ଉପରେ ଏକ ମ୍ୟୁଜିୟମ ରହିଅଛି ।

ଆଧାରସମ୍ପାଦନ କରନ୍ତୁ

  1. Patra, Dasarathy. Tribal Tourism and Culture (PDF). Orissareview-November,୨୦୧୧. pp. ୬୩–୬୮. 
  2. Identified Tourist Centres of Odisha (PDF). Orissa Reference Annual-୨୦୧୧. pp. ୫୨୧–୫୩୨. Retrieved ୨୪ June ୨୦୧୫. 
  3. ୨୦୧୧ ଭାରତର ଜନଗଣନା
  4. "Rayagada". traveladda.com. Retrieved 27 June 2015. 

ବାହାର ତଥ୍ୟସମ୍ପାଦନ କରନ୍ତୁ