ଭୋଳାନାଥ ବିଦ୍ୟାପୀଠ, ପୁରୀ

ଭୋଳାନାଥ ବିଦ୍ୟାପୀଠ ଓଡ଼ିଶାର ପୁରୀରେ ଥିବା ଏକ ଓଡ଼ିଆ ମାଧ୍ୟମ ସହଶିକ୍ଷା ଭିତ୍ତିକ ଉଚ୍ଚ ବିଦ୍ୟାଳୟ ।[୧]

ଭୋଳାନାଥ ବିଦ୍ୟାପୀଠ, ପୁରୀ
ଭୋଳାନାଥ ବିଦ୍ୟାପୀଠ, ପୁରୀ
ଅବସ୍ଥାନ
ପୁରୀ, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୬୦
ଶ୍ରେଣୀ ଶ୍ରେଣୀ ୬ରୁ ୧୦ମ

ଇତିହାସ ସମ୍ପାଦନା

ବିଦ୍ୟାଳୟଟି ୧୯୬୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିବାର ସୁବିଧା ରହିଛି । ଏକ ପାଠାଗାର ବ୍ୟତୀତ NCC, ରେଡ୍‌ କ୍ରସ, ଗାଇଡ ଇତ୍ୟାଦିର ପ୍ରାବଧାନ ମଧ୍ୟ ଏହି ବିଦ୍ୟାଳୟରେ ଉପଲବ୍‌ଧ ।[୨]

ଅବସ୍ଥିତି ସମ୍ପାଦନା

ଏହି ବିଦ୍ୟାଳୟଟି ପୁରୀରେ ଗୁଣ୍ଡିଚା ମନ୍ଦିର ନିକଟରେ ଅବସ୍ଥିତ ।

ଫଟୋ ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. ""BHOLANATH VIDYAPITHA PURI"". Retrieved 12 July 2017.[permanent dead link]
  2. "Bholanath Vidyapitha, Puri". Retrieved 12 July 2017.[permanent dead link]