ଭୋଳାନାଥ ବିଦ୍ୟାପୀଠ, ପୁରୀ
ଭୋଳାନାଥ ବିଦ୍ୟାପୀଠ ଓଡ଼ିଶାର ପୁରୀରେ ଥିବା ଏକ ଓଡ଼ିଆ ମାଧ୍ୟମ ସହଶିକ୍ଷା ଭିତ୍ତିକ ଉଚ୍ଚ ବିଦ୍ୟାଳୟ ।[୧]
ଭୋଳାନାଥ ବିଦ୍ୟାପୀଠ, ପୁରୀ | |
---|---|
ଅବସ୍ଥାନ | |
ପୁରୀ, ଓଡ଼ିଶା, ଭାରତ | |
ବିବରଣୀ | |
ପ୍ରତିଷ୍ଠା | ୧୯୬୦ |
ଶ୍ରେଣୀ | ଶ୍ରେଣୀ ୬ରୁ ୧୦ମ |
ଇତିହାସ
ସମ୍ପାଦନାବିଦ୍ୟାଳୟଟି ୧୯୬୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିବାର ସୁବିଧା ରହିଛି । ଏକ ପାଠାଗାର ବ୍ୟତୀତ NCC, ରେଡ୍ କ୍ରସ, ଗାଇଡ ଇତ୍ୟାଦିର ପ୍ରାବଧାନ ମଧ୍ୟ ଏହି ବିଦ୍ୟାଳୟରେ ଉପଲବ୍ଧ ।[୨]
ଅବସ୍ଥିତି
ସମ୍ପାଦନାଏହି ବିଦ୍ୟାଳୟଟି ପୁରୀରେ ଗୁଣ୍ଡିଚା ମନ୍ଦିର ନିକଟରେ ଅବସ୍ଥିତ ।
ଫଟୋ ଗ୍ୟାଲେରି
ସମ୍ପାଦନା-
Statue of Late Shri Bholanath Saha
-
Bholanath Vidyapith,Puri Entrance Gate
-
Bholanath Vidyapith,Puri Way to Establishment section
-
Bholanath Vidyapith,Puri Playground
ଆଧାର
ସମ୍ପାଦନା- ↑ ""BHOLANATH VIDYAPITHA PURI"". Retrieved 12 July 2017.[permanent dead link]
- ↑ "Bholanath Vidyapitha, Puri". Retrieved 12 July 2017.[permanent dead link]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |