ବିଦେଶ ବିବାହ ଅଧିନିୟମ, ୧୯୬୯

ଭାରତ ସଂସଦର ଏକ ଅଧିନିୟମ

ବିଦେଶ ବିବାହ ଅଧିନିୟମ, ୧୯୬୯ ହେଉଛି ୩୧ ଅଗଷ୍ଟ ୧୯୬୯ରେ ପ୍ରଣୀତ ଭାରତର ସଂସଦର ଏକ ଅଧିନିୟମ ।[୧] ଭାରତର ତୃତୀୟ ବିଧି ଆୟୋଗଙ୍କ ସୁପାରିଶ କ୍ରମେ ଦୁଇଜଣ ଭାରତୀୟ ନାଗରିକ, କିମ୍ବା ଜଣେ ଭାରତୀୟ ନାଗରିକ ଏବଂ ଜଣେ ବିଦେଶୀ ନାଗରିକଙ୍କ ମଧ୍ୟରେ ଭାରତ ବାହାରେ ଅନୁଷ୍ଠିତ ବିବାହର ଭାରତରେ ସ୍ୱୀକୃତି ସମ୍ବନ୍ଧୀୟ ଆଇନକୁ ସରଳ କରିବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ କରାଯାଇଥିଲା ।

ବିଦେଶ ବିବାହ ଅଧିନିୟମ, ୧୯୬୯
ଭାରତୀୟ ନାଗରିକଙ୍କ ବିଦେଶରେ ହୋଇଥିବା ବିବାହକୁ ନିଜ ଦେଶରେ ଆଇନଗତ ସମ୍ମତି ଦେବା ନିମିତ୍ତ ଆଇନ
ଆଧାରAct No. 33 of 1969
ନିୟମାକାରକଭାରତର ସଂସଦ
Date enacted୩୧ ଅଗଷ୍ଟ ୧୯୬୯
Date commenced୩୧ ଅଗଷ୍ଟ ୧୯୬୯
Status: In force

ପୃଷ୍ଠଭୂମି ସମ୍ପାଦନା

ଏହି ଅଧିନିୟମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତୀୟ ନାଗରିକଙ୍କ ବିଦେଶରେ ହୋଇଥିବା ବିବାହକୁ ନିଜ ଦେଶରେ ଆଇନଗତ ସମ୍ମତି ଦେବା ।

ନ୍ୟାୟୀକ ସମୀକ୍ଷା ସମ୍ପାଦନା

ଅକ୍ଟୋବର ୨୦୨୦ରେ, ବୈଭବ ଜୈନ ଏବଂ ପରାଗ ବିଜୟ ମେହେଟ୍ଟା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ ଦାଖଲ କରିଥିଲେ ଏବଂ ସମୟକ୍ରମେ ସେମାନଙ୍କ ସହ ଅନ୍ୟ ଆବେଦନକାରୀ ଯୋଗ ଦେଇଥିଲେ ।[୨][୩] ୬ ଜାନୁୟାରୀ ୨୦୨୩ ରେ, ସେମାନଙ୍କ ଆବେଦନ 'ସୁପ୍ରିୟ ବନାମ ଭାରତ ସରକାର' (୨୦୨୩) ସହିତ ଶୁଣାଣି ପାଇଁ ଭାରତର ସୁପ୍ରିମକୋର୍ଟକୁ ହସ୍ତାନ୍ତର କରାଯାଇଥିଲା । ଏଥିସହ, ଅଧିକାଂଶ ଆବେଦନକାରୀ ୧୯୫୪ର ସ୍ୱତନ୍ତ୍ର ବିବାହ ଅଧିନିୟମ ଏବଂ ବିଦେଶ ବିବାହ ଅଧିନିୟମର ବିଜ୍ଞପ୍ତିକୁ ବିରୋଧ କରିଥିଲେ ଯାହା ଦୁର୍ବଳ ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ଆଘାତ ଦେଇଥିଲା ।

ଆଧାର ସମ୍ପାଦନା

  1. "THE FOREIGN MARRIEGE ACT, 1969" (PDF). www.ncwapps.nic.in. Retrieved 13 April 2023.
  2. Vaibhav Jai & Parag Vijay Mehta versus Union Of India thr. Its Secretary, Ministry of Law and Justice. (PDF) (Writ Petition (Civil)), High Court of Delhi, October 8, 2020, archived from the original (PDF) on March 25, 2023, retrieved April 13, 2023{{citation}}: CS1 maint: location missing publisher (link)
  3. Nundy, Karuna; Goel, Ruchira; Mukherjee, Utsav; Nagpal, Ragini; Chitravanshi, Abhay (July 5, 2021), Joydeep Sengupta, Russell Blaine Stephens & Mario Leslie Dpenha versus Union Of India thr. Its Secretary, Ministry of Law and Justice. (PDF) (Writ Petition (Civil)), High Court of Delhi, archived from the original (PDF) on March 13, 2023, retrieved April 13, 2023{{citation}}: CS1 maint: location missing publisher (link)