ନିର୍ମଳଝର
ନିର୍ମଳଝର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିକଟରେ ଅବସ୍ଥିତ । ଏଠାରେ ଥିବା ବିଷ୍ଣୁଙ୍କର ମନ୍ଦିର ଏକ ପର୍ଯ୍ୟଟନ ସ୍ଥଳୀ । ମୁଖ୍ୟ ମନ୍ଦିର ପରିସରରେ ଅନ୍ୟାନ୍ୟ ଦେବ ଦେବୀ ଯଥା- ଜଗନ୍ନାଥ, ବିମଳା, ରାଧାକୃଷ୍ଣ, ନୀଳକଣ୍ଠେଶ୍ୱର ତଥା ଗଣେଶ ପୂଜା ପାଉଛନ୍ତି ।[୧][୨]ଇତିହାସ କହେ, ଏସବୁ ମନ୍ଦିର ଖଲ୍ଲିକୋଟର ତତ୍କାଳୀନ ରାଜା ବାଲୁଙ୍କେଶ୍ୱର ମହାରାଜା ସମ୍ଭବତଃ ୧୭୦୦ ମସିହା ବେଳକୁ ନିର୍ମାଣ କରିଥିଲେ ।[୩] ଏହି ବିଷ୍ଣୁପୀଠର ପାଦଦେଶରେ ଚିରସ୍ରୋତା ଝରଣାଟିଏ ବହିଯାଇଛି । [୨][୪] ଏହି ପୀଠର ଉନ୍ନତି ଓ ରକ୍ଷଣାବେକ୍ଷଣ ପାଇଁ ଖଲ୍ଲିକୋଟର ରାଣୀ ସୁଜ୍ଞାନୀ ଦେବୀ ଏକ କମିଟି ଗଠନ କରିଛନ୍ତି ।[୫]
ନିର୍ମଳଝର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଗଞ୍ଜାମ |
Location | |
ସ୍ଥାନ | ନିର୍ମଳଝର |
Country | ଭାରତ |
ଭୂଗୋଳ
ସମ୍ପାଦନାଏହି ପୀଠଟି ଅ:୧୯.୬୦ ଉ ଏବଂ ଦ୍ରା:୮୫.୦୬ ପୂ.ରେ ଅବସ୍ଥିତ । [୬] ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ହେଉଛି 13 m (43 ft)
ଗମନାଗମନ
ସମ୍ପାଦନାଏହା ଖଲ୍ଲିକୋଟଠାରୁ ୦୨ କିଲୋମିଟର, ଛତ୍ରପୁରଠାରୁ ୩୭ କି.ମି. ଓ ଭୁବନେଶ୍ୱରଠାରୁ ୧୨୬ କିମି ଦୂରତାରେ ରହିଛି । ଏହି ପର୍ଯ୍ୟଟନ ସ୍ଥଳୀକୁ ବସଯୋଗେ ଗମନାଗମନର ସୁବିଧା ଅଛି ।
ଆଧାର
ସମ୍ପାଦନା- ↑ Padhy, Krishna Chandra. "Nirmaljhar of Khallikote Ganjam". Archived from the original on 10 June 2015. Retrieved 10 June 2015.
- ↑ ୨.୦ ୨.୧ Odisha, Government of. "NIRMALJHAR". www.ordistricts.nic.in. Govt. of Odisha. Archived from the original on 10 June 2015. Retrieved 10 June 2015.
- ↑ "Nirmaljhar". Integrity infocomm. Retrieved 10 June 2015.
- ↑ "Springs and Waterfalls of Odisha". Archived from the original on 21 August 2015. Retrieved 10 June 2015.
- ↑ Prasad Padhy, Bimala (29 October 2007). "Nirmaljhar". Samaj Weekend Article. Retrieved 10 June 2015.
- ↑ "Nirmaljhar". en.wikipedia.org. wikimapia. Retrieved 10 June 2015.
ଅଧିକ ତଥ୍ୟ
ସମ୍ପାଦନା- "Official site of Ganjam district" Archived 2015-06-26 at the Wayback Machine.