ସରକାରୀ ଗୋପବନ୍ଧୁ ପୌର ଉଚ୍ଚ ବିଦ୍ୟାଳୟ, ରାୟଗଡ଼ା
ସରକାରୀ ଗୋପବନ୍ଧୁ ପୌର ଉଚ୍ଚ ବିଦ୍ୟାଳୟ ରାୟଗଡ଼ା ଜିଲ୍ଲାର ରାୟଗଡ଼ାଠାରେ ଅବସ୍ଥିତ ଏକ ଦ୍ୱିଭାଷି (ଓଡ଼ିଆ ଏବଂ ତେଲୁଗୁ ମାଧ୍ୟମ) ଉଚ୍ଚବିଦ୍ୟାଳୟ ।
ସରକାରୀ ଗୋପବନ୍ଧୁ ପୌର ଉଚ୍ଚ ବିଦ୍ୟାଳୟ,ରାୟଗଡ଼ା | |
---|---|
ଅବସ୍ଥାନ | |
ରାୟଗଡ଼ା, ଓଡ଼ିଶା, ଭାରତ | |
ବିବରଣୀ | |
Type | ଜିଲ୍ଲା |
ପ୍ରତିଷ୍ଠା | ୧୯୭୨ |
ପ୍ରଧାନ ଶିକ୍ଷକ | ଶ୍ରୀ ରଞ୍ଜିତ କୁମାର ଗିରି |
କର୍ମଚାରୀ | ୧୮ |
ଶ୍ରେଣୀ | ଶ୍ରେଣୀ ୬ରୁ ୧୦ମ |
ଇତିହାସ
ସମ୍ପାଦନାଏହି ବିଦ୍ୟାଳୟ ୧୯୭୨ ମସିହାରେ ରାୟଗଡ଼ା ଜିଲ୍ଲାର ରାୟଗଡ଼ାଠାରେ ସ୍ଥାପନା କରାଯାଇଥିଲା । ୨୦୦୪ ମସିହା ପର୍ଯ୍ୟନ୍ତ ବିଦ୍ୟାଳୟଟି ସ୍ଥାନୀୟ ନଗରପାଳିକାର ପରିଚାଳନାଧୀନ ଥିଲା । ଅଧୁନା ଏହି ଓଡ଼ିଆ ଏବଂ ତେଲୁଗୁ ମାଧ୍ୟମ ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ ବୋର୍ଡ ଅଫ୍ ସେକେଣ୍ଡରି ଏଡୁକେସନ୍, ଓଡ଼ିଶା ଅଧୀନରେ ପରିଚାଳିତ ।[୧] ବିଦ୍ୟାଳୟରେ ଏକ ଇକୋ କ୍ଳବ୍ ସଂସ୍ଥାପିତ[୨] ।
ପରିସର ଓ କୋଠାବାଡି
ସମ୍ପାଦନାଏହି ବିଦ୍ୟାଳୟରେ ମୋଟ ଦୁଇଟି ଘର ଅଛି । ବିଦ୍ୟାଳୟରେ ଖେଳ ପଡ଼ିଆ ଓ ପାଠାଗାର ଅଛି ।
ଆହୁରି ଦେଖିବେ
ସମ୍ପାଦନାଆଧାର
ସମ୍ପାଦନା- ↑ "List of High Schools". odisha.gov.in. Retrieved 4 July 2016.
- ↑ ""List of ecoclubs in Rayagada dist"" (PDF). Archived from the original (PDF) on 2016-03-04. Retrieved 2016-07-15.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |