ବିଶ୍ଵ ପୋଲିଓ ଦିବସ
୨୪ ଅକ୍ଟୋବର ଦିନ ସାରା ବିଶ୍ୱରେ ବିଶ୍ୱ ପୋଲିଓ ଦିବସ ପାଳନ କରାଯାଏ । ପୋଲିଓ ବିରୁଦ୍ଧରେ ପ୍ରଥମ ଟୀକା ପ୍ରସ୍ତୁତ କରିଥିବା ଜୋନାସ୍ ସାକ୍ଙ୍କ ଜନ୍ମଦିନ ୨୪ ଅକ୍ଟୋବରକୁ ସ୍ମରଣ କରିବା ପାଇଁ ରୋଟାରୀ ଇଣ୍ଟରନ୍ୟାସନାଲ୍ଦ୍ୱାରା ବିଶ୍ୱ ପୋଲିଓ ଦିବସ ପ୍ରତିଷ୍ଠା କରାଯାଇଥିଲା ।
ଇତିହାସ
ସମ୍ପାଦନାପ୍ରଥମେ ଏହି ନିଷ୍କ୍ରିୟ ପୋଲିଓ ଭାଇରସ୍ ଟିକା ବ୍ୟବହାର ହେଲା ଏବଂ ପରେ ଆଲବର୍ଟ ସାବିନଙ୍କଦ୍ୱାରା ବିକଶିତ ହୋଇଥିବା ପୋଲିଓ ବୁନ୍ଦା ତିଆରି ହେଲା । ୧୯୮୮ ମସିହାରେ ପୋଲିଓ ନିରାକରଣ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ Global Polio Eradication Initiative ମାଧ୍ୟମରେ ଏସବୁର ବ୍ୟବହାର କରାଯିବା ଫଳରେ ପୋଲିଓ ୯୯ ଶତକଡା ହ୍ରାସ ପାଇଛି ।[୧]
ଆଧାର
ସମ୍ପାଦନା- ↑ "Announcement: World Polio Day — October 24, 2012". www.cdc.gov. Retrieved 13 February 2022.
ବାହାର ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |