ଏକ ପ୍ରାକୃତିକ ସଂଖ୍ୟା ଯାହାର ଦୁଇରୁ ଅଧିକ ଗୁଣନୀୟକ ରହିଛି ବା ଏବଂ ସେହି ସଂଖ୍ୟା ଛଡା ଯାହାର ଅନ୍ୟ ଗୁଣନୀୟକ ମଧ୍ୟ ରହିଛି, ସେହି ସବୁ ସଂଖ୍ୟା ଯୌଗିକ ସଂଖ୍ୟା[] ଅତଏବ ପ୍ରାକୃତିକ ସଂଖ୍ୟାଶ୍ରେଣୀରେ ମୌଳିକ ସଂଖ୍ୟା ସବୁକୁ ବାଦ ଦେଲେ ଅନ୍ୟସବୁ (୧ ବ୍ୟତୀତ) ଯୌଗିକ ସଂଖ୍ୟା ।[]


ଉଦାହରଣ ସ୍ୱରୁପ ୧ଠାରୁ ୨୫ ମଧ୍ୟରେ ଥିବା ଯୌଗିକ ସଂଖ୍ୟାଗୁଡ଼ିକ ହେଉଛି

, , , , ୧୦, ୧୨, ୧୪, ୧୫, ୧୬, ୧୮, ୨୦, ୨୧, ୨୨, ୨୪ ଏବଂ ୨୫[]

ଯୌଗିକ ସଂଖ୍ୟା ସମ୍ପର୍କିତ କିଛି ତଥ୍ୟ

ସମ୍ପାଦନା

ଯୌଗିକ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[]

  • ହେଉଛି ସର୍ବନିମ୍ନ ଯୌଗିକ ସଂଖ୍ୟା ।
  • ପ୍ରତ୍ୟେକ ଯୌଗିକ ସଂଖ୍ୟାର ଏକ ବା ଏକାଧିକ ମୌଳିକ ଗୁଣନୀୟକ ରହିଥାନ୍ତି ।
  • ପ୍ରତ୍ୟେକ ଯୌଗିକ ସଂଖ୍ୟାକୁ ଅନ୍ତତଃ ଦୁଇ (ସର୍ବଦା ସଂଖ୍ୟାଦ୍ୱୟ ଅଲଗା ହୋଇ ନ ପାରେ) ବା ତତୋଧିକ ମୌଳିକ ସଂଖ୍ୟାର ଗୁଣଫଳ ରୂପେ ପ୍ରକାଶ କରାଯାଇପାରିବ ।
  1. "Composite Numbers". Archived from the original on 24 May 2018. Retrieved 11 June 2018.
  2. "Number Gossip Properties". Archived from the original on 29 May 2018. Retrieved 11 June 2018.
  3. "Composite Number". Retrieved 11 June 2018.
  4. "Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା" (PDF). Retrieved 10 June 2018.

ବାହାର ଲିଙ୍କ

ସମ୍ପାଦନା