୧୦ ୧୧ ୧୨ ୧୩ ୧୪ ୧୫ ୧୬
୧୭ ୧୮ ୧୯ ୨୦ ୨୧ ୨୨ ୨୩
୨୪ ୨୫ ୨୬ ୨୭ ୨୮ ୨୯ ୩୦
୩୧

ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ଡିସେମ୍ବର ହେଉଛି ବର୍ଷର ଦ୍ୱାଦଶ ଏବଂ ଶେଷ ମାସ, ଏବଂ ସାତୋଟି ୩୧ ଦିନିଆ ମାସ ମଧ୍ୟରୁ ଗୋଟିଏ । ଲାଟିନ୍ ଭାଷାରେ, ଡିସେମ୍ (decem) ଅର୍ଥ ହେଉଛି "ଦଶ" ।[୧] ଜାନୁଆରୀ ଓ ଫେବୃଆରୀ ମାସ ଯୋଡ଼ିହେବା ପୂର୍ବରୁ ଡିସେମ୍ବର ହିଁ ରୋମାନ୍ କ୍ୟାଲେଣ୍ଡରର ଦଶମ ମାସ ଥିଲା । ଡିସେମ୍ବର ସହିତ ଜଡ଼ିତ ଫୁଲ ହେଉଛି ହୋଲି କିମ୍ବା ନରସିସସ୍ । ଡିସେମ୍ବର ମାସର ଉତ୍ତର ଗୋଲାର୍ଦ୍ଧରେ ଦିନର ସମୟ ସବୁଠାରୁ କମ୍ (ସୂର୍ଯ୍ୟ କିରଣ ସମୟ) ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦିନର ସମୟ ଦୀର୍ଘତମ ହୋଇଥାଏ ।

ପାଳିତ ଦିବସସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. DelhiSeptember 26, India Today Web Desk New. "How did the month names originate?". India Today (in ଇଂରାଜୀ). Retrieved 6 February 2022.