ୱୁନା ଭେଙ୍କଟ ବରାହ ବୁଚି ରାମଲିଙ୍ଗମ୍‌

ୱୁନା ଭେଙ୍କଟ ବରାହ ବୁଚି ରାମଲିଙ୍ଗମ୍‌ (W. V. V. B. Ramalingam) ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଖ୍ୟାତ ।[୧][୨][୩][୪][୫][୬][୭]

ୱୁନା ଭେଙ୍କଟ ବରାହ ବୁଚି ରାମଲିଙ୍ଗମ୍‌
Bornନଭେମ୍ବର ୧୮୮୪
Diedଅପ୍ରେଲ ୧୯୬୨(୭୮ ବର୍ଷ)
Occupation(s)ଗଣିତ ପ୍ରାଧ୍ୟାପକ, ସ୍ୱାଧୀନତା ସଂଗ୍ରାମୀ
Spouseୱୁନା ମହାଲକ୍ଷ୍ମୀ (W Mahalakshmi)(Pillamma)
Children

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବ୍ରହ୍ମପୁରସ୍ଥ ଏକ ଜମିଦାରୀ ପରିବାରରେ ତାଙ୍କର ଜନ୍ମ ।

କର୍ମ ଜୀବନ ସମ୍ପାଦନା

ଅଧ୍ୟାପନା ତାଙ୍କର ପେଷା ଥିଲେ ବି ସ୍ୱାଧିନତା ସଂଗ୍ରାମରେ ପ୍ରତ୍ୟକ୍ଷ ଭାଗ ନେବା ତାଙ୍କରି ନିଶା ଥିଲା । ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ଥିବା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳରେ ସେ ଲବଣ ସତ୍ୟାଗ୍ରହର ଜଣେ ପ୍ରମୁଖ ନେତା ଥିଲେ ।[୮][୯] ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେଶନର ଅଧ୍ୟକ୍ଷ ଭାବେ ମଧ୍ୟ ସେ କାର୍ଯ୍ୟ ନିର୍ବାହ କରିଥିଲେ ।

ଆଧାର ସମ୍ପାଦନା

  1. "Calendar of events". Retrieved 24 December 2017.
  2. Bhargava, G.S. "Labour and labour classes". Retrieved 24 December 2017.
  3. Shastri, Janaki. "Rajeswari" (PDF). Retrieved 24 December 2017.
  4. "W. V. V. B. Ramalingam". Retrieved 24 December 2017.
  5. Sastry, Janaki. "He let Gandhi into his life". Austin Macauley Publishers. Retrieved 24 December 2017.
  6. "Notable People". Archived from the original on 18 July 2017. Retrieved 28 December 2017.
  7. Shastry, Janaki. "He let Gandhi into his life" (PDF). Retrieved 28 December 2017.
  8. Naidu, Ch. M. "Salt Satyagraha in the Coastal Andhra". Retrieved 24 December 2017.
  9. Sharma, Dr. Bina Kumari. "Women's Role in the Freedom Movement in South Orissa" (PDF). Orissa Review (August 2010): 35. Retrieved 28 December 2017.

ଅଧିକ ତଥ୍ୟ ସମ୍ପାଦନା