ୱୁନା ଭେଙ୍କଟ ବରାହ ବୁଚି ରାମଲିଙ୍ଗମ୍‌

ୱୁନା ଭେଙ୍କଟ ବରାହ ବୁଚି ରାମଲିଙ୍ଗମ୍‌ (W. V. V. B. Ramalingam) ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଖ୍ୟାତ ।[୧][୨][୩][୪][୫][୬][୭]

ୱୁନା ଭେଙ୍କଟ ବରାହ ବୁଚି ରାମଲିଙ୍ଗମ୍‌
ଜନ୍ମ ଓ ଜନ୍ମସ୍ଥାନନଭେମ୍ବର ୧୮୮୪
ମୃତ୍ୟୁଅପ୍ରେଲ ୧୯୬୨(୭୮ ବର୍ଷ)
ଜୀବିକାଗଣିତ ପ୍ରାଧ୍ୟାପକ, ସ୍ୱାଧିନତା ସଂଗ୍ରାମୀ
ଜୀବନସାଥିୱୁନା ମହାଲକ୍ଷ୍ମୀ (W Mahalakshmi)(Pillamma)
ସନ୍ତାନ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ବ୍ରହ୍ମପୁରସ୍ଥ ଏକ ଜମିଦାରୀ ପରିବାରରେ ତାଙ୍କର ଜନ୍ମ ।

କର୍ମ ଜୀବନସମ୍ପାଦନ କରନ୍ତୁ

ଅଧ୍ୟାପନା ତାଙ୍କର ପେଷା ଥିଲେ ବି ସ୍ୱାଧିନତା ସଂଗ୍ରାମରେ ପ୍ରତ୍ୟକ୍ଷ ଭାଗ ନେବା ତାଙ୍କରି ନିଶା ଥିଲା । ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ଥିବା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳରେ ସେ ଲବଣ ସତ୍ୟାଗ୍ରହର ଜଣେ ପ୍ରମୁଖ ନେତା ଥିଲେ ।[୮][୯] ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେଶନର ଅଧ୍ୟକ୍ଷ ଭାବେ ମଧ୍ୟ ସେ କାର୍ଯ୍ୟ ନିର୍ବାହ କରିଥିଲେ ।

ଆଧାରସମ୍ପାଦନ କରନ୍ତୁ

  1. "Calendar of events". Retrieved 24 December 2017.
  2. Bhargava, G.S. "Labour and labour classes". Retrieved 24 December 2017.
  3. Shastri, Janaki. "Rajeswari" (PDF). Retrieved 24 December 2017.
  4. "W. V. V. B. Ramalingam". Retrieved 24 December 2017.
  5. Sastry, Janaki. "He let Gandhi into his life". Austin Macauley Publishers. Retrieved 24 December 2017.
  6. "Notable People". Retrieved 28 December 2017.
  7. Shastry, Janaki. "He let Gandhi into his life" (PDF). Retrieved 28 December 2017.
  8. Naidu, Ch. M. "Salt Satyagraha in the Coastal Andhra". Retrieved 24 December 2017.
  9. Sharma, Dr. Bina Kumari. "Women's Role in the Freedom Movement in South Orissa" (PDF). Orissa Review (August 2010): 35. Retrieved 28 December 2017.

ଅଧିକ ତଥ୍ୟସମ୍ପାଦନ କରନ୍ତୁ