ମଙ୍ଗେଇ ଗମାଙ୍ଗ
ମଙ୍ଗେଇ ଗମାଙ୍ଗ (୧୬ ଜୁନ ୧୯୧୬–୧୯ ଜୁଲାଇ ୧୯୮୦) ଜଣେ ଭାରତୀୟ ଲିପିବିତ୍ ତଥା କବି ଓ ଆୟୁର୍ବେଦିକ ଚିକିତ୍ସକ ଥିଲେ । ସେ ସଉରା ଲିପି "ସୋରାଙ୍ଗ ସୋମପେଙ୍ଗ" ଉଦ୍ଭାବନ କରିବା ପାଇଁ ଜଣାଶୁଣା ।[୧][୨][୩][୪][୫] ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପୁରସ୍କୃତ ହୋଇଥିଲେ ।[୬]
ଗୁରୁ ମଙ୍ଗେଇ ଗମାଙ୍ଗ | |
---|---|
ଜନ୍ମ | |
ମୃତ୍ୟୁ | ୧୯ ଜୁଲାଇ ୧୯୮୦ | (ବୟସ ୬୪)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସଉରା ଲିପିର ଉଦ୍ଭାବକ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାମଙ୍ଗେଇ ଗମାଙ୍ଗ ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ ମରିଚଗୁଡ଼ା ଗ୍ରାମରେ ୧୯୧୬ ଜୁନ୍ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୭] ୧୯୮୦ ଜୁଲାଇ ୧୯ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[୬]
ସୋରାଙ୍ଗ ସୋମପେଙ୍ଗ ଉଦ୍ଭାବନ
ସମ୍ପାଦନାସଉରା ଲିପି ଉଦ୍ଭାବନ ପାଇଁ ମରିଚଗୁଡା ଗ୍ରାମ ସନ୍ନିକଟ ପାହାଡରେ ଥିବା ମାତ୍ତାରବ୍ନମ୍ ମନ୍ଦିର ଥିଲା ତାଙ୍କର କର୍ମଭୂମି । ଲୋକକଥା ଅନୁସାରେ ସେ ସ୍ୱପ୍ନରେ ସଉରା ଲିପି ସୋରାଙ୍ଗ ସୋମପେଙ୍ଗ[୮] ୧୯୩୬ ଜୁନ ୧୮ରେ ଦେଖିଲେ ।[୯][୧୦] ଏହାପରେ ୧୯୬୬ ମସିହାରେ ସେ ଲିପିଟିର ବିକାଶ କରି ତାହାକୁ ପ୍ରକାଶ କରିଥିଲେ ।[୧୧][୧୨] । ଏହାର ପ୍ରଚାର ଓ ପ୍ରସାର ନିମିତ୍ତ ଗୁଣୁପୁର ନିକଟବର୍ତ୍ତୀ ପୂଠସାହିରେ ସେ ଏକ ଛାପାଖାନା ମଧ୍ୟ ପ୍ରତିଷ୍ଠା କରିଥିଲେ[୧୩][୧୪] ୨୦୨୦ରେ ସୋନି ସଲମା ପ୍ରିୟଦର୍ଶିନି ନାମ୍ନୀ ଜଣେ ଆଇ. ଆଇ. ଟି. ଛାତ୍ରୀ ସୋରାଙ୍ଗ ସୋମପେଙ୍ଗର ଡିଜିଟାଇଜେସନ କରିବାଦ୍ୱାରା କମ୍ପ୍ୟୁଟରରେ ଲିପି ବ୍ୟବହାର ସୁଗମ ହୋଇପାରିବ ବୋଲି ଆଶା କରାଯାଉଛି ।[୧୫]
ଆଧାର
ସମ୍ପାଦନା- ↑ "Academy of Tribal Language and culture" Archived 2016-03-04 at the Wayback Machine. Pioneers
- ↑ "Three Munda Script"
- ↑ "Google Books"
- ↑ ""Cyclopedia.net"". Archived from the original on 2015-04-02. Retrieved 2015-03-05.
- ↑ ""Freebase.com"". Archived from the original on 2015-09-24. Retrieved 2015-03-05.
- ↑ ୬.୦ ୬.୧ Mishra, Nilanchala (30 June 2015). "ସଉରା ସଂସ୍କୃତିର ବିକାଶରେ ଲିପିର ଭୂମିକା". Sambadepaper. Archived from the original on 5 April 2018. Retrieved 30 June 2015.
- ↑ "Orissa Review" June, 1999 issue
- ↑ "Google books" Sorang Sompeng
- ↑ Dash, Bimalashankar. "Akhara bramha in Metra Hill" (June 16-30 2015): 04. Retrieved 29 June 2015.
{{cite journal}}
: Cite journal requires|journal=
(help) - ↑ "Omniglot"
- ↑ "Government agrees to conduct survey on Saura script". New Indian Express. Express News Service. 25 March 2013. Archived from the original on 29 June 2015. Retrieved 25 June 2015.
- ↑ "Sora Sompeng"
- ↑ "The Hindu"
- ↑ ""ibnlive"". Archived from the original on 2013-11-13. Retrieved 2015-03-05.
- ↑ ""Idital"- Digitization and revival of tribal script, Sora Sompeng" (PDF). www.typoday.in. Retrieved 7 October 2020.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |