ବାଲିବନ୍ଧ
ବାଲିବନ୍ଧ,କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଳକ ଅନ୍ତର୍ଗତ ଏକ ଛୋଟ ଗ୍ରାମ ।
ବାଲିବନ୍ଧ | |
---|---|
ଗ୍ରାମ | |
ଦେଶ | India |
ରାଜ୍ୟ | Odisha |
ଜିଲ୍ଲା | କେନ୍ଦୁଝର ଜିଲ୍ଲା |
Elevation | 430 m (1,410 ft) |
Population (2011) | |
• Total | ୨,୩୯୧ |
ଭାଷା | |
• ସରକାରୀ | Oriya |
Time zone | UTC+5:30 (IST) |
PIN | 758031 |
ଯାନବାହାନ ପଞ୍ଚୀକରଣ | OR/୦୯ |
Website | kendujhar |
ଅବସ୍ଥିତି
ସମ୍ପାଦନା୨୦୧୧ ଜନଗଣନା ଅନୁସାରେ ଗାଁର ମୋଟ ଜନସଂଖ୍ୟା ୨୩୯୧ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୧୧୬୭ ଏବଂ ମହିଳା ସଂଖ୍ୟା ୧୨୨୪ ।[୧] ଏହାର ନିକଟବର୍ତ୍ତୀ ଅନ୍ୟାନ୍ୟ ଗ୍ରାମ ସବୁ ହେଲା ରିମୁଳି, ଅର୍ସଲା ,ଚୌଠିଆ ଇତ୍ୟାଦି । ଏହା ଜିଲ୍ଲା ସଦର ମହକୁମା କେନ୍ଦୁଝରଠାରୁ ୩୦ କି.ମି. ଉତ୍ତରକୁ ଅବସ୍ଥ୍ଜିତ [୨]।
ପର୍ଯ୍ୟଟନ
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନାଆଧାର
ସମ୍ପାଦନା- ↑ "Balibandha Population". Retrieved 17 June 2017.
- ↑ "Balibandha". Retrieved 18 June 2017.