କାଶିପୁର, ରାୟଗଡ଼ା

ଭାରତରେ ଗ୍ରାମ

କାଶିପୁର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ଉତ୍କଳ ଆଲୁମିନାର ପ୍ରସ୍ତାବିତ କାରଖାନାକୁ ବିରୋଧପୂର୍ବକ ଏଠାରେ ୨୦୦୪ ଡେସେମ୍ବର ୧ରେ ହୋଇଥିବା ଗଣ ଆନ୍ଦୋଳନ ପାଇଁ ଏହା ସେତେବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା [୧][୨][୩]

କାଶିପୁର
ଗ୍ରାମ
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
ଜନସଂଖ୍ୟା
 (2011)
 • ମୋଟ୧୧,୮୦୯
ଭାଷା
 • ସରକାରୀଓଡ଼ିଆ
ସମୟ ମଣ୍ଡଳUTC+5:30 (IST)

ଭୂଗୋଳସମ୍ପାଦନ କରନ୍ତୁ

କାଶିପୁରର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯.୨୨, longd = ୮୩.୦୮ । ଜିଲ଼୍ଲା ମୁଖ୍ୟାଳୟ ରାୟଗଡ଼ା ଠାରୁ ପଶ୍ଚିମ ଦିଗକୁ ଏହା ୭୫ କିଲୋମିଟର ଦୂରରେ ରହିଅଛି । ୨୦୧୧ ଜନଗଣନା ଅନୁଯାୟୀ କାଶିପୁରର ଜନସଂଖ୍ୟା ୧୧,୮୦୯[୪] । ଭାଲୁମସ୍କା ରେଳ ଷ୍ଟେସନ ଏହାର ନିକଟତମ ରେଳଷ୍ଟେସନ ଭାବେ ଏଠାରେ ରେଳ ଯୋଗାଯୋଗ ରହିଅଛି । ଏହାର ନିକଟତମ ବିମାନ ବନ୍ଦର ହେଉଛି ଜୟପୁର । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ । ରାୟଗଡ଼ା ଜିଲ୍ଲାର ତହସିଲମାନଙ୍କ ମଧ୍ୟରେ କାଶିପୁର ଅନ୍ୟତମ ।

ଇତିହାସସମ୍ପାଦନ କରନ୍ତୁ

ପର୍ଯ୍ୟଟନସମ୍ପାଦନ କରନ୍ତୁ

ବଣ, ଜଙ୍ଗଲ ଏବଂ ଝରଣାରେ ପରିପୂର୍ଣ ଏହାର ପ୍ରାକୃତିକ ଶୋଭା ମନମୁଗ୍ଧକର ଅଟେ ।

ଆଧାରସମ୍ପାଦନ କରନ୍ତୁ

ବାହାର ତଥ୍ୟସମ୍ପାଦନ କରନ୍ତୁ