ବିଶ୍ୱ ଘରଚଟିଆ ଦିବସ

ଘରଚଟିଆ ଚଢ଼େଇ ସଂରକ୍ଷଣ ପାଇଁ ପାଳନ କରାଯାଉଥିବା ଏକ ଦିବସ
(ବିଶ୍ଵ ଘରଚଟିଆ ଦିବସରୁ ଲେଉଟି ଆସିଛି)

ବିଶ୍ୱ ଘରଚଟିଆ ଦିବସ ପ୍ରତିବର୍ଷ ୨୦ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ ।

ଘରଚଟିଆ

ଇତିହାସ ସମ୍ପାଦନା

ସହରୀକରଣ ତଥା ମନୁଷ୍ୟର ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଯୋଗୁଁ ଘରଚଟିଆଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।[୧] ଘରଚଟିଆ ତଥା ଅନ୍ୟାନ୍ୟ ବିଲୁପ୍ତପ୍ରାୟ ସାଧାରଣ ପକ୍ଷୀମାନଙ୍କର ସୁରକ୍ଷା ନିମନ୍ତେ ସର୍ବସାଧାରଣରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଶ୍ୱ ଘରଚଟିଆ ଦିବସ ପାଳନ ଉଦ୍ଦିଷ୍ଟ ।[୨][୩] ଭାରତର Nature Forever Society ତଥା ଫ୍ରାନ୍‌ସସ୍ଥିତ Eco-Sys Action Foundation ତଥା ବିଶ୍ୱର ଅନ୍ୟାନ୍ୟ ସଂଗଠନମାନଙ୍କର ସହଯୋଗରେ ଏହି ଅଭିନବ ପ୍ରଚେଷ୍ଟା ୨୦୧୦ ମସିହାରୁ କରାଯାଇଛି ।[୪]

ପୁରସ୍କାର ଓ ସମ୍ମାନ ସମ୍ପାଦନା

ଘରଚଟିଆଙ୍କ ସୁରକ୍ଷା ତଥା ସଂରକ୍ଷଣ ନିମନ୍ତେ ନିଃସ୍ୱାର୍ଥପର ଉଦ୍ୟମକୁ ଉତ୍ସାହିତ କରିବାପାଇଁ NFS (Nature Forever Society)ଦ୍ୱାରା ପ୍ରଥମ ଘରଚଟିଆ ପୁରସ୍କାର ସମାରୋହ ଅହମଦାବାଦଠାରେ ୨୦ ମାର୍ଚ୍ଚ ୨୦୧୧ରେ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ପରିପ୍ରେକ୍ଷୀରେ ବିଭିନ୍ନ ବ୍ୟକ୍ତିବେଶେଷ ତଥା ଅନୁଷ୍ଠାନକୁ ପୁରସ୍କୃତ କରାଯାଇଛି ।

ଘରଚଟିଆ ପୁରସ୍କାର-୨୦୧୪ର ବିଜେତା

  • Jag Mohan Garg
  • N. Shehzad & M. Saud
  • Jal Grahan Kameti, Piplantri

ଘରଚଟିଆ ପୁରସ୍କାର-୨୦୧୩ର ବିଜେତା

  • Saleem Hameedi, Wildlife Photographer, Illustrator
  • Aabid Surti, Litterateur & Head Of NGO, Drop Dead
  • Jayant Govind Dukhande, Mumbai Police

ଘରଚଟିଆ ପୁରସ୍କାର-୨୦୧୨ର ବିଜେତା

  • Dilsher Khan
  • Ramita Kondepudi
  • Individuals(VikramYende, Kapil Jadhav, Mahendra Khawnekar and Vishal Revankar )
  • Mahatma Gandhi Ashramshala

ଘରଚଟିଆ ପୁରସ୍କାର-୨୦୧୧ର ବିଜେତା

  • Bhavin Shah
  • Narendra Singh Chaudhary
  • L Shyamal
  • The Sparrow Company[୫]

ଆଧାର ସମ୍ପାଦନା

  1. senapati, Dr. Manasranjan. "World Sparrow Day". Orissa Review (February 2016): 52–53. Retrieved 6 June 2016.
  2. "'Save sparrows for nature's balance'". Times of India. Bennett, Coleman & Co. 21 March 2012. Archived from the original on 2013-04-10. Retrieved 2016-06-06.
  3. Sathyendran, Nita (21 March 2012). "Spare a thought for the sparrow". The Hindu. Retrieved 22 March 2012.
  4. "'Chirp for the Sparrow, Tweet for the Sparrow' on World Sparrow Day". Bombay Natural History Society. 7 July 2011. Archived from the original on 19 October 2013. Retrieved 8 May 2012.
  5. "ଆର୍କାଇଭ୍ କପି". Archived from the original on 2015-05-06. Retrieved 2016-06-06. {{cite web}}: Cite has empty unknown parameter: |1= (help)

ଅଧିକ ତଥ୍ୟ ସମ୍ପାଦନା