ଧନୁ (ମାସ)
ସୌର ବର୍ଷର ଅଷ୍ଟମ ମାସ ହେଉଛି ଧନୁ ମାସ । ଏହା ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।
ଜ୍ୟୋତିଷୀୟ ପୃଷ୍ଠଭୂମି
ସମ୍ପାଦନାଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[୧] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି ତୁଳା ରାଶିରେ ଅବସ୍ଥାନ କରେ ସେହି ସମୟ ତୁଳା ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ ଡିସେମ୍ବରର ମଧ୍ୟ ଭାଗରୁ ଆରମ୍ଭ ହୋଇ ଜାନୁଆରୀ ମାସର ମଧ୍ୟ ଭାଗରେ ଶେଷ ହୁଏ । ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ ମାର୍ଗଶୀର ଓ ପୌଷ ସହ ଏହା ସମ୍ବନ୍ଧିତ ।[୨] ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[୩] ମୂଖ୍ୟତଃ ଭାରତୀୟ ହେମନ୍ତ ଋତୁରେ ପଡୁଥିବା ଏହି ସୌର ମାସରେ କୁମାର ପୂର୍ଣ୍ଣିମା ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣି ପାଳିତ ହୁଏ ।[୪]>
- ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ନବମ ସୌର ମାସ (ପୌଷ) ୧୫ ଡିସେମ୍ବର - ୧୩ ଜାନୁଆରୀ ।[୫]
ଅଧିକ ତଥ୍ୟ
ସମ୍ପାଦନାଆଧାର
ସମ୍ପାଦନା- ↑ "Indian Clendars" (PDF). Retrieved 24 September 2015.
- ↑ "Hindu Calendar". Retrieved 24 September 2015.
- ↑ "Months named after rasis". Retrieved 24 September 2015.
- ↑ "Important Festivals". Retrieved 13 June 2017.
- ↑ "Uniform All India Nirayana Solar Calendar" (PDF). Retrieved 30 May 2017.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |