ଅକ୍ଟୋବର
<< | ଅକ୍ଟୋବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ||
୬ | ୭ | ୮ | ୯ | ୧୦ | ୧୧ | ୧୨ |
୧୩ | ୧୪ | ୧୫ | ୧୬ | ୧୭ | ୧୮ | ୧୯ |
୨୦ | ୨୧ | ୨୨ | ୨୩ | ୨୪ | ୨୫ | ୨୬ |
୨୭ | ୨୮ | ୨୯ | ୩୦ | ୩୧ | ||
୨୦୨୪ |
ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ଅକ୍ଟୋବର ହେଉଛି ବର୍ଷର ଦଶମ ମାସ, ଏବଂ ସାତୋଟି ୩୧ ଦିନିଆ ମାସ ମଧ୍ୟରୁ ଷଷ୍ଠ ମାସ । ଲାଟିନ୍ ଭାଷାରେ, ଅକ୍ଟୋ (octo) ଅର୍ଥ ହେଉଛି "ଆଠ" । ଜାନୁଆରୀ ଓ ଫେବୃଆରୀ ମାସ ଯୋଡ଼ିହେବା ପୂର୍ବରୁ ଅକ୍ଟୋବର ହିଁ ରୋମାନ୍ କ୍ୟାଲେଣ୍ଡରର ଅଷ୍ଟମ ମାସ ଥିଲା ।[୧] ଅକ୍ଟୋବର ସାଧାରଣତଃ ଦକ୍ଷିଣ ଗୋଲାର୍ଦ୍ଧର କିଛି ଅଂଶରେ ବସନ୍ତର ଋତୁ ଏବଂ ଉତ୍ତର ଗୋଲାର୍ଦ୍ଧର କିଛି ଅଂଶରେ ଶରତ ଋତୁ ସହିତ ଜଡ଼ିତ ।
ପାଳିତ ଦିବସ
ସମ୍ପାଦନା- ଅକ୍ଟୋବର ୨:ଅନ୍ତଃରାଷ୍ଟ୍ରୀୟ ଅହିଂସା ଦିବସ
- ଅକ୍ଟୋବର ୮:ବାୟୁ ସେନା ଦିବସ
- ଅକ୍ଟୋବର ୯:ବିଶ୍ୱ ଡାକ ଦିବସ
- ଅକ୍ଟୋବର ୨୪: ବିଶ୍ୱ ପୋଲିଓ ଦିବସ
- ଅକ୍ଟୋବର ୨୪: ମିଳିତ ଜାତିସଂଘ ଦିବସ
- ଅକ୍ଟୋବର ୩୧: ରାଷ୍ଟ୍ରୀୟ ଏକତା ଦିବସ (ଭାରତ)
- ଅକ୍ଟୋବର ୩୦: ବିଶ୍ୱ ସଞ୍ଚୟ ଦିବସ (ଭାରତ)
- ଅକ୍ଟୋବର ୧: ବିଶ୍ୱ ଶାକାହାରୀ ଦିବସ
- ଅକ୍ଟୋବର ୪: ବିଶ୍ୱ ପଶୁ ଦିବସ
- ଅକ୍ଟୋବର ୧୦: ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ
- ଅକ୍ଟୋବର ୧୬:ବିଶ୍ୱ ଖାଦ୍ୟ ଦିବସ
ଆଧାର
ସମ୍ପାଦନା- ↑ DelhiSeptember 26, India Today Web Desk New. "How did the month names originate?". India Today (in ଇଂରାଜୀ). Retrieved 6 February 2022.
{{cite web}}
: CS1 maint: numeric names: authors list (link)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |