ବ୍ୟବହାରକାରୀ:MKar/ପ୍ରଜାତନ୍ତ୍ର ପ୍ରଚାର ସମିତି

ରାଜ୍ୟରେ ଏବେ ଆୟୋଜିତ ସାହିତ୍ୟ ଉତ୍ସବମାନଙ୍କ ମଧ୍ୟରେ ‘ପ୍ରଜାତନ୍ତ୍ର ବିଷୁବ ଉତ୍ସବ’ ହେଉଛି ସର୍ବ ପୁରାତନ । ଦୀର୍ଘ ୭୦ ବର୍ଷ ଧରି କଟକରେ ଓଡ଼ିଆ ନୂଆ ବର୍ଷ ବା ବିଷୁବ ସଂକ୍ରାନ୍ତି ଅବସରରେ ଏହା ଆୟୋଜିତ ହୋଇଆସୁଛି । ପ୍ରଜାତନ୍ତ୍ର ଖବରକାଗଜ ଓ ମାସିକ ସାହିତ୍ୟ ପତ୍ରିକା ‘ଝଙ୍କାର’ର ପ୍ରକାଶକ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ପକ୍ଷରୁ ଏହା ଆୟୋଜିତ ହୋଇଥାଏ । ପ୍ରଜାତନ୍ତ୍ରର ପ୍ରତିଷ୍ଠାତା, ସାହିତ୍ୟିକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ଉତ୍ସବ ଆରମ୍ଭ କରିଥିଲେ ।[୧]

ବିଷୁବ ପୁରସ୍କାର ସମ୍ପାଦନା

ଝଙ୍କାର ପୁରସ୍କାର (ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା) ସମ୍ପାଦନା

ଝଙ୍କାର ପୁରସ୍କାର (କବିତା) ସମ୍ପାଦନା

ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ) ସମ୍ପାଦନା

ଝଙ୍କାର ଅନୁବାଦ ଭାରତୀ ପୁରସ୍କାର ସମ୍ପାଦନା

ଝଙ୍କାର ଲଳିତ ନିବନ୍ଧ ପୁରସ୍କାର ସମ୍ପାଦନା

ହରିହର ମହାପାତ୍ର ସ୍ମାରକୀ ନାଟ୍ୟସାହିତ୍ୟ ପୁରସ୍କାର ସମ୍ପାଦନା

ଝଙ୍କାର ପୁରସ୍କାର ସମ୍ପାଦନା

ଏହି ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ଓ ତାମ୍ରଫଳକ ପ୍ରଦାନ କରାଯାଏ ।

ମୀନାବଜାର ପୁରସ୍କାର ସମ୍ପାଦନା

ମୀନାବଜାର ଶିଶୁସାହିତ୍ୟ ପୁରସ୍କାର ସମ୍ପାଦନା

  • ଲାବଣ୍ୟଚନ୍ଦ୍ର ସାହୁ (୨୦୦୮)[୧୨]

ଆଧାର ସମ୍ପାଦନା

  1. https://odia.yourstory.com/read/9eeaad4282/-
  2. "୧୨ରୁ ୭୪ତମ ବିଷୁବ ମିଳନ". ପ୍ରଜାତନ୍ତ୍ର ପ୍ରଚାର ସମିତି. p. ୧. Archived from the original on 14 April 2023. Retrieved 14 April 2023.
  3. "କବି ହରିହର ମିଶ୍ର ପାଇବେ ବିଷୁବ ସମ୍ମାନ". sambad.in. Retrieved 11 April 2019.
  4. "ଦେବଦାସ ଛୋଟରାୟଙ୍କୁ ବିଷୁବ ପୁରସ୍କାର". sambad.in. Retrieved 11 April 2019.
  5. http://orissamatters.com/2012/04/13/poet-pramod-mohanty-felicitated-with-bishuba-samman/
  6. ୬.୦ ୬.୧ ୬.୨ "meet the author Binapani Mohanty" (PDF). sahitya-akademi.gov.in. Retrieved 26 July 2020.
  7. Orissa reference: glimpses of Orissa. TechnoCAD Systems. 2001.
  8. "ଚନ୍ଦ୍ରଶେଖର ରଥ ସଂକଳନ". odiabibhaba.in. Retrieved 11 April 2019.
  9. ବିଶୋଇ, ମମତା. "ସତ୍ ସମାଲୋଚକ ଦାଶରଥି ଦାସ". ସତ୍ୟବାଦୀ. Retrieved 1 September 2016.
  10. "Nityananda Panda Awards". Retrieved 26 July 2020.
  11. "ହାସ୍ୟବ୍ୟଙ୍ଗ ସାହିତ୍ୟିକ ମାଧବ ଚନ୍ଦ୍ର ଶତପଥୀଙ୍କ ପରଲୋକ". ଧରିତ୍ରୀ ୨୭/୦୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. Retrieved 14 April 2019.
  12. "ଫେସବୁକ@ପ୍ରଜାତନ୍ତ୍ର ପ୍ରଚାର ସମିତି". Retrieved 10 October 2020.