ବାବାଜୀ ଚରଣ ପଟ୍ଟନାୟକ

ଓଡ଼ିଆ ଲେଖକ

ବାବାଜୀ ଚରଣ ପଟ୍ଟନାୟକ ( ଜନ୍ମ : ୧୭ ସେପ୍ଟେମ୍ବର ୧୯୫୨ ) ଜଣେ ଓଡ଼ିଆ ପ୍ରାବନ୍ଧିକ ଓ ସମାଲୋଚକ ଅଟନ୍ତି ।[୧] ବୃତ୍ତିରେ ସେ ଜଣେ ଅଧ୍ୟାପକ ।[୨]

ବାବାଜୀ ଚରଣ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ (1952-09-17) ୧୭ ସେପ୍ଟେମ୍ବର ୧୯୫୨ (ବୟସ ୬୮)
ଜାତୀୟତାଭାରତୀୟ
ଶିକ୍ଷାପିଏଚଡ଼ି
ଜୀବିକାଅଧ୍ୟାପନା

ଜୀବନୀସମ୍ପାଦନ କରନ୍ତୁ

ବାବାଜୀ ଚରଣ, ୧୯୫୨ ମସିହାରେ ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ୧୯୭୭ ମସିହାରେ ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ଭାବରେ ନିଜ ଚାକିରୀ ଜୀବନ ଆରମ୍ବ କରି ୨୦୧୦ ମସିହାରେ ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।

ରଚନାବଳୀସମ୍ପାଦନ କରନ୍ତୁ

  • ଓଡ଼ିଆ କାବ୍ୟ ସାହିତ୍ୟରେ ଚନ୍ଦ୍ର ପ୍ରସଙ୍ଗ
  • ସର୍ଜନାର ଊର୍ଜନା
  • ସାହିତ୍ୟ ପରିଧୀ
  • ସାହିତ୍ୟର ବାଟେଘାଟେ
  • ଆମ ଗଙ୍ଗାଧର
  • ଏଣିତେଣୁ ପାଞ୍ଚକଥା
  • ବିବିଧ ଆଲୋଚନା
  • ଶିଶୁ ଅନନ୍ତ ଦାସ
  • ପ୍ରସଙ୍ଗ : ଅନୁସଙ୍ଗ

ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ

  • ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ
  • ଝଙ୍କାର ପୁରସ୍କାର
  • ଭରଦ୍ୱାଜ ସମାଲୋଚନା ସାହିତ୍ୟ ସମ୍ମାନ
  • ଏକାମ୍ର ସମ୍ମାନ
  • ନୀଳଚକ୍ର ଜାତୀୟ ସମ୍ମାନ
  • ଶିଶିର ସମ୍ମାନ[୩]

ଆଧାରସମ୍ପାଦନ କରନ୍ତୁ

  1. "ସାହିତ୍ୟ ସିନ୍ଧୁ" (PDF). http://www.osepa.odisha.gov.in/. Govt of Odisha. Archived from the original (PDF) on 27 December 2020. Retrieved 27 December 2020. External link in |website= (help)
  2. "'Poet's quest for words is perpetual'". www.dailypioneer.com. daily pioneer. Archived from the original on 27 December 2020. Retrieved 27 December 2020.
  3. "ସାକ୍ଷାତକାର : ଶେଷ ରବିବାର" (ସମ୍ବାଦ ୨୭ ଡିସେମ୍ବର ୨୦୨୦). p. ୧୧. Archived from the original on 27 December 2020. Retrieved 27 December 2020.