ବାବାଜୀ ଚରଣ ପଟ୍ଟନାୟକ
ଓଡ଼ିଆ ଲେଖକ
ବାବାଜୀ ଚରଣ ପଟ୍ଟନାୟକ ( ଜନ୍ମ : ୧୭ ସେପ୍ଟେମ୍ବର ୧୯୫୨ ) ଜଣେ ଓଡ଼ିଆ ପ୍ରାବନ୍ଧିକ ଓ ସମାଲୋଚକ ଅଟନ୍ତି ।[୧] ବୃତ୍ତିରେ ସେ ଜଣେ ଅଧ୍ୟାପକ ।[୨]
ବାବାଜୀ ଚରଣ ପଟ୍ଟନାୟକ | |
---|---|
ଜନ୍ମ | ୧୭ ସେପ୍ଟେମ୍ବର ୧୯୫୨ |
ଜାତୀୟତା | ଭାରତୀୟ |
ଶିକ୍ଷା | ପିଏଚଡ଼ି |
ବୃତ୍ତି | ଅଧ୍ୟାପନା |
ଜୀବନୀ ସମ୍ପାଦନା
ବାବାଜୀ ଚରଣ, ୧୯୫୨ ମସିହାରେ ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ୧୯୭୭ ମସିହାରେ ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ଭାବରେ ନିଜ ଚାକିରୀ ଜୀବନ ଆରମ୍ବ କରି ୨୦୧୦ ମସିହାରେ ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।
ରଚନାବଳୀ ସମ୍ପାଦନା
- ଓଡ଼ିଆ କାବ୍ୟ ସାହିତ୍ୟରେ ଚନ୍ଦ୍ର ପ୍ରସଙ୍ଗ
- ସର୍ଜନାର ଊର୍ଜନା
- ସାହିତ୍ୟ ପରିଧୀ
- ସାହିତ୍ୟର ବାଟେଘାଟେ
- ଆମ ଗଙ୍ଗାଧର
- ଏଣିତେଣୁ ପାଞ୍ଚକଥା
- ବିବିଧ ଆଲୋଚନା
- ଶିଶୁ ଅନନ୍ତ ଦାସ
- ପ୍ରସଙ୍ଗ : ଅନୁସଙ୍ଗ
ପୁରସ୍କାର ଓ ସମ୍ମାନ ସମ୍ପାଦନା
- ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ
- ଝଙ୍କାର ପୁରସ୍କାର
- ଭରଦ୍ୱାଜ ସମାଲୋଚନା ସାହିତ୍ୟ ସମ୍ମାନ
- ଏକାମ୍ର ସମ୍ମାନ
- ନୀଳଚକ୍ର ଜାତୀୟ ସମ୍ମାନ
- ଶିଶିର ସମ୍ମାନ[୩]
ଆଧାର ସମ୍ପାଦନା
- ↑ "ସାହିତ୍ୟ ସିନ୍ଧୁ" (PDF). www.osepa.odisha.gov.in/. Govt of Odisha. Archived (PDF) from the original on 27 December 2020. Retrieved 27 December 2020.
- ↑ "'Poet's quest for words is perpetual'". www.dailypioneer.com. daily pioneer. Archived from the original on 27 December 2020. Retrieved 27 December 2020.
- ↑ "ସାକ୍ଷାତକାର : ଶେଷ ରବିବାର". No. ସମ୍ବାଦ ୨୭ ଡିସେମ୍ବର ୨୦୨୦. p. ୧୧. Archived from the original on 27 December 2020. Retrieved 27 December 2020.