ଭାଗ୍ୟଲିପି ମଲ୍ଲ

ଭାରତୀୟ ସଂଗ୍ରହାଳୟ ସଂରକ୍ଷିକା ଓ ଓଡ଼ିଆ ଲେଖିକା

ଭାଗ୍ୟଲିପି ମଲ୍ଲ (ଜନ୍ମ: ୧୨ ସେପ୍ଟେମ୍ବର ୧୯୬୫) ଜଣେ ଭାରତୀୟ ସଂଗ୍ରହାଳୟ ସଂରକ୍ଷିକା ଓ ଓଡ଼ିଆ-ଭାଷୀ କବି ଓ ଗବେଷିକା । ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ମୁଖ୍ୟ ଭାବରେ କାର୍ଯ୍ୟକରନ୍ତି ।[]

ଭାଗ୍ୟଲିପି ମଲ୍ଲ
ଜନ୍ମ୧୨ ଫେବୃଆରୀ ୧୯୬୫
ଜାତୀୟତାଭାରତୀୟ
ଶିକ୍ଷାଡକ୍ଟରେଟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ସଂଗ୍ରହାଳୟ ସଂରକ୍ଷିକା,
ଓଡ଼ିଆ ସାହିତ୍ୟିକା,
ଗବେଷିକା
ଉଲ୍ଲେଖନୀୟ କୃତିକାଳ-କାଳାନ୍ତର
ବୈବାହିକ-ସାଥୀପ୍ରଦୀପ କୁମାର ସିଂହ
ସନ୍ତାନପ୍ରତୀକ ସିଂହ
ପିତାମାତାମଣିରାମ ମଲ୍ଲ
ୱେବସାଇଟhttps://www.bhagyalipi.com/

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ସେ ୧୯୬୫ ସେପ୍ଟେମ୍ବର ୧୨ରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମଣିରାମ ମଲ୍ଲ । ସେ ପ୍ରଦୀପ କୁମାର ସିଂହଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ପ୍ରତୀକ ବୋଲି ଜଣେ ପୁଅ ଅଛନ୍ତି ।

ରଚନାବଳୀ

ସମ୍ପାଦନା
  • କାଳ-କାଳାନ୍ତର
  • ମାଟି ଦର୍ପଣ
  • ରୂପ-ରୂପାନ୍ତର
  • ସଂସ୍କୃତିର ଅଭିଲେଖ
  • ଶିଳାରେ ଶିଳାରେ ଶାକ୍ତକଳା
  • ପ୍ରଜାପତିର ରାତିଘର (କବିତା)
  • ସ୍ଥାପତ୍ୟରେ ଶକ୍ତି ସଂହିତା (ପ୍ରବନ୍ଧ)[]

ଇଂରାଜୀ

ସମ୍ପାଦନା
  • Discovering Odia Culture

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୧୫
  • ଝଙ୍କାର ଲଳିତ ନିବନ୍ଧ ସମ୍ମାନ, ୨୦୨୦
  • ଓଡ଼ିଆ ଲେଖିକା ସଂସ୍କୃତି ପୁରସ୍କାର
  • ସତ୍ୟନାରାୟଣ ରାଜଗୁରୁ ସ୍ମୃତି ସମ୍ମାନ
  1. "Dr. Bhagyalipi Malla | Odisha State Museum". odishamuseum.nic.in. Retrieved 2024-11-14.
  2. https://sarbasadharana.com/?page_id=167