ରାଜେନ୍ଦ୍ର କିଶୋର ପଣ୍ଡା
ଭାରତୀୟ ଓଡ଼ିଆ-ଭାଷୀ କବି
ରାଜେନ୍ଦ୍ର କିଶୋର ପଣ୍ଡା ଜଣେ ଓଡ଼ିଆ କବି ଓ ଲେଖକ ।[୧]
ରାଜେନ୍ଦ୍ର କିଶୋର ପଣ୍ଡା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାଟଲଗା, ଝାରସୁଗୁଡ଼ା , ଓଡ଼ିଶା | ୨୪ ଜୁନ ୧୯୪୪
ବୃତ୍ତି | ପ୍ରଶାସକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ରାଜନୀତି ବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ଆହ୍ଲାବାଦ ବିଶ୍ୱବିଦ୍ୟାଳୟ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାପଣ୍ଡା ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାସ୍ଥିତ (ତାତ୍କାଳିକ ସମ୍ବଲପୁର ଜିଲ୍ଲା) ବାଟଲଗା ଗାଁରେ ୧୯୪୪ରେ ମସିହା ଜୁନ ୨୪ ତାରିଖରେ ଜନ୍ମନେଇଥିଲେ ।
କର୍ମଗତ ଜୀବନ
ସମ୍ପାଦନାସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ୧୪ ଜୁଲାଇ ୧୯୬୭ରୁ ୩୦ ଜୁନ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[୨]
ରଚନାବଳୀ
ସମ୍ପାଦନା
କବିତାସମ୍ପାଦନା
|
ଉପନ୍ୟାସସମ୍ପାଦନା
ଅନୁଦିତ କବିତା (ଇଂରାଜୀ)ସମ୍ପାଦନା
ସମ୍ପାଦନା (ଇଂରାଜୀ)ସମ୍ପାଦନା
|
ପୁରସ୍କାର ଓ ସମ୍ମାନ
ସମ୍ପାଦନା- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ (ଶୈଳକଳ୍ପ ନିମନ୍ତେ)[୩]
- ବିଷୁବ ପୁରସ୍କାର, ୨୦୦୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୪]
- ସାରଳା ସମ୍ମାନ, ୨୦୨୧ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)[୫]
- ଗଙ୍ଗାଧର ଜାତୀୟ ସମ୍ମାନ, (ସମ୍ବଲପୁର ବିଶ୍ୱବିଦ୍ୟାଳୟ) (୨୦୧୨) [୬]
- ଶାରଳା ପୁରସ୍କାର [୭] (ଗ୍ରହଣ କରିନଥିଲେ) (ଇମ୍ଫା ଚାରିଟେବୁଲ ଟ୍ରଷ୍ଟ, ୧୯୯୫)
- ଝଙ୍କାର ପୁରସ୍କାର (କବିତା), ୧୯୯୪[୮](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ସାହିତ୍ୟ ଭାରତୀ ସମ୍ମାନ, ୨୦୦୪ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)
- ସାହିତ୍ୟ ପାଇଁ ସଚି ରାଉତରାୟ ସମ୍ମାନ, ୨୦୦୫ (ଭୁବନେଶ୍ୱର ପୁସ୍ତକ ମେଳା)
- କବିତା ପାଇଁ ଜୀବନ ତରଙ୍ଗ ପୁରସ୍କାର, (ଜୀବନତରଙ୍ଗ ଜର୍ଣ୍ଣାଲ, ୧୯୯୧)
- ସାହିତ୍ୟ ପୁରସ୍କାର, ଭାରତୀୟ ଭାଷା ପରିଷଦ, କଲିକତା (୧୯୮୯)[୯]
- ସାହିତ୍ୟ ପୁରସ୍କାର, ଧରିତ୍ରୀ ସମାଜବାଦୀ ପୁରସ୍କାର (୧୯୭୭)
- ପଦ୍ମଚରଣ ପଟ୍ଟନାୟକ କବିତା ପୁରସ୍କାର (ଉତ୍କଳ ବିଶ୍ୱବିଦ୍ୟାଳୟ, ୧୯୬୪)
- ସାହିତ୍ୟ ପାଇଁ ବୟୋଜ୍ୟୋଷ୍ଠ ଫେଲୋସିପ (ସଂସ୍କୃତି ବିଭାଗ, ଭାରତ ସରକାର, ଏପ୍ରିଲ ୧୯୯୪-୯୬)
- ଡି.ଲିଟ, ୨୦୦୪ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)
- ରାଜ୍ୟପାଳ ପୁରସ୍କାର ସମ୍ମାନ (ଓଡ଼ିଆ ରାଜ୍ୟ ସଂସ୍କୃତି କାଉନସିଲ, ୧୯୯୩)
ଆଧାର
ସମ୍ପାଦନା- ↑ oocities.org: Rajendra Kishore Panda
- ↑ "Rajendra Kishore Panda to be Conferred with Gangadhar National Award | Odisha News | A Complete Information Portal on Odisha". odisha.360.batoi.com. 2011. Retrieved 30 January 2013.
He worked in the Indian Administrative Service from 1967 to 2004.
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 19 June 2021.
- ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୯ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ "ରାଜେନ୍ଦ୍ର କିଶୋର ପଣ୍ଡା ପାଇବେ 'ସାରଳା ସମ୍ମାନ'". No. ସମାଜ ୨୭/୦୩/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମାଜ. p. ୨. Archived from the original on 27 March 2021. Retrieved 27 March 2021.
- ↑ Rajendra Kishor Panda wins Gangadhar award
- ↑ "ସାରଳା ପୁରସ୍କାର ବିଜେତାଙ୍କ ତାଲିକା". Archived from the original on 2011-11-08. Retrieved 2011-10-01.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୯ ମାର୍ଚ୍ଚ ୨୦୨୨.
{{cite web}}
: Check date values in:|accessdate=
(help) - ↑ "Award winners". bparishad.in. Retrieved 30 January 2013.
Oriya Sri Rajendra Kishore Panda Anaya 1989
{{cite web}}
: horizontal tab character in|quote=
at position 6 (help)[permanent dead link]