ଆଦିକନ୍ଦ ସାହୁ

ଭାରତୀୟ ଓଡ଼ିଆ ସାହିତ୍ୟିକ

ଆଦିକନ୍ଦ ସାହୁ (୫ ଜୁଲାଇ ୧୯୪୬) ଜଣେ ଓଡ଼ିଆ କବି ଓ ସମାଲୋଚକ ।[][][] ସାହିତ୍ୟ ସର୍ଜନା ନିମନ୍ତେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଝଙ୍କାର ପୁରସ୍କାର ପାଇଥିଲେ ।

ଆଦିକନ୍ଦ ସାହୁ
ଜନ୍ମ ଓ ଜନ୍ମସ୍ଥାନ (1946-07-05) ୫ ଜୁଲାଇ ୧୯୪୬ (ବୟସ ୭୮)
ମୃତ୍ୟୁକୁମାରପୁର, ବାଲେଶ୍ୱର
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ପୁରସ୍କାରଝଙ୍କାର ପୁରସ୍କାର
ପିତାମାତାପୁରୁଷୋତ୍ତମ ସାହୁ

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଆଦିକନ୍ଦ ୧୯୪୬ ମସିହାରେ ବାଲେଶ୍ୱର ଜିଲ୍ଲାର କୁମାରପୁର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହେଲା ପୁରୁଷୋତ୍ତମ ସାହୁ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ପିଚଡ଼ି ଓ ଡି ଲିଟ୍ ଉପାଧି ପ୍ରାପ୍ତ ହୋଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ରିଡ଼ର ରହିବା ସହିତ ବିଶ୍ୱବିଦ୍ୟାଳୟ ପତ୍ରିକା 'ସପ୍ତର୍ଷି'ର ସମ୍ପାଦନା କରିଥିଲେ ।[] କବିତା, ଗଳ୍ପ, ସମାଲୋଚନା ଓ ନନ୍ଦନତାତ୍ତ୍ୱିକ ଆଲୋଚନାର ସ୍ରଷ୍ଟା ଆଦିକନ୍ଦଙ୍କର ସାହିତ୍ୟର ବିଭିନ୍ନ ବିଭାଗରେ ଅନେକ ପୁସ୍ତକ ପ୍ରକାଶ ପାଇଥିଲା ।

ପ୍ରକାଶିତ ରଚନାବଳୀ

ସମ୍ପାଦନା
  • ମାଇ ସଞ୍ଜର କବିତା ୧୯୭୦
  • ଉଦୟ ରାଗର ଲିପି ୧୯୭୧
  • ଜୀବନ ଏଠି ସେଠି
  • କ୍ଷେତ ପାଚିବାର ବେଳ

ସମାଲୋଚନା

ସମ୍ପାଦନା
  • ଗଦ୍ୟ ଗୌରବ ୧୯୮୨
  • ପଦ୍ୟ ଗୌରବ ୧୯୮୪
  • କଳା ଗୌରବ ୧୯୮୭
  • ଭାବ ଗୌରବ ୧୯୯୯
  • କିରକେ ଗାର୍ଡ଼ ଓ ସାହିତ୍ୟରେ ଅସ୍ତିତ୍ୱବାଦ
  • କାଳିନ୍ଦୀ ଚରଣ ପାଣିଗ୍ରାହୀ
  • ଆଧୁନିକତା ଓ ଆଧୁନିକ ସାହିତ୍ୟ
  • ଓଡ଼ିଆ ଗଳ୍ପ ଉପନ୍ୟାସର ନବଦିଗନ୍ତ ୧୯୯୯[]
  • ମୋ ମନପସନ୍ଦର କବି ଓ ଅନ୍ୟାନ୍ୟ ନିବନ୍ଧ ୨୦୦୪
  • ସୃଜନ ଗୌରବ ୨୦୦୨
  • ସୌନ୍ଦର୍ଯ୍ୟ ଓ ସୃଜନ ଦର୍ଶନ ୨୦୧୧
  • ଶୃଙ୍ଗାର
  • ସାହିତ୍ୟ ଓ ସୌନ୍ଦର୍ଯ୍ୟର ପୃଥିବୀ
  • ସୁଧାସ୍ୱାଦୀ ଗଙ୍ଗାଧର ଓ ଶୂନ୍ୟବାଦୀ ଭୀମଭୋଇ
  • କବିତାର ମୃତ୍ୟୁ ଓ ଅନ୍ୟାନ୍ୟ ନିବନ୍ଧ ୨୦୦୯
  • ଭାବ ଜଗତର ନିର୍ମାତାଗଣ
  • ନିଜ ନିବନ୍ଧ ୨୦୨୧

ସଙ୍କଳନ ଓ ସଂପାଦନା

ସମ୍ପାଦନା
  • ଅତଳ ଅନ୍ତରିଣ
  • ରାଧାନାଥ ଗ୍ରନ୍ଥାବଳୀ[]
  1. Nag, Atul (10 January 2024). "KISS-DU Organizes Distinguished Invited Lecture on Kabi Gopabandhu". KISS Deemed to be University. Retrieved 28 September 2024.
  2. From our online archive (6 December 2018). "Sahitya Akademi award for 4 Odia authors". The New Indian Express. Retrieved 28 September 2024.
  3. (PDF) https://www.visvabharati.ac.in/files/474020315_Odia-CINI0203Mar15.pdf. Retrieved 28 September 2024. {{cite web}}: Missing or empty |title= (help)
  4. Digital, Sambad (8 June 2019). "ପ୍ରଫେସର ଆଦିକନ୍ଦ ସାହୁ ଗୁରୁତର ଅସୁସ୍ଥ, କେୟାର ହସ୍ପିଟାଲ୍‌ରେ ଭର୍ତି". Sambad. Retrieved 28 September 2024.
  5. "Odia Galpa Upanyasara Nabadiganta". LIBRARY. 28 September 2024. Retrieved 28 September 2024.
  6. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ ୧ମ ଭାଗ 'ଅ-ଛ' (୨୦୦୫ ed.). ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. p. 82. ISBN 81-903352-1-9.