ସୌଦାମିନୀ ନନ୍ଦ

ଓଡ଼ିଆ ଅନୁବାଦକ

ସୌଦାମିନୀ ନନ୍ଦ, ଜଣେ ଓଡ଼ିଆ ସାହିତ୍ୟିକା ।[୧][୨] ଧରମବୀର ଭାରତୀଙ୍କର ହିନ୍ଦୀ ପୁସ୍ତକ ଅନ୍ଧା ୟୁଗକୁ ଓଡ଼ିଆରେ ଅନୁବାଦ କରି ସେ ୨୦୦୩ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ସୌଦାମିନୀ ନନ୍ଦ
Nationalityଭାରତୀୟ
Citizenshipଭାରତୀୟ
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) ୨୦୦୩

ରଚନାବଳୀ ସମ୍ପାଦନା

  • ଅନ୍ଧଯୁଗ - ୨୦୦୧ (କେନ୍ଦ୍ର ସାହିତ୍ୟ ଏକାଡେମୀ)[୩]
  • ସୂର୍ଯ଼୍ୟାଭିସାର - ୧୯୮୨
  • ଜଳଜ୍ୟୋତ୍ସ୍ନାର ମାୟା - ୨୦୧୨ (କଟକ ଷ୍ଚୁଡେଣ୍ଚସ୍ ଷ୍ଟୋର)
  • କବିକଳ୍ପ - ୧୯୯୭ (ଆର୍ଯ୍ୟ ପ୍ରକାଶନ)
  • କବି ପ୍ରବେଶ - ୨୦୦୩ (ପଞ୍ଚସଖା ପ୍ରକାଶନ)
  • ଅବାକ ସୁନ୍ଦରୀ - ୨୦୦୧ (ପଞ୍ଚସଖା ପ୍ରକାଶନ)
  • ଅତଳରୁ ଅନ୍ତରୀକ୍ଷ - ୨୦୦୮ (ବିଦ୍ୟାଭାରତୀ କଟକ)
  • ବିଳମ୍ବିତ ଲୟ - ୧୯୯୪ (ବିନୟ କୁମାର ନନ୍ଦ)
  • ସ୍ୱର ଶୃଙ୍ଗାର - ୧୯୯୫ (ବିଦ୍ୟାପୁରୀ କଟକ)
  • କବିତାର ଅନ୍ତରାଳରେ କବି - ୨୦୦୮ (ସମ୍ଭିତ ପଟ୍ଟନାୟକ)
  • ମୟୂରାଙ୍କିତ ବଂଶୀ - ୨୦୧୪ (ଶଶିପ୍ରଭା ସାମନ୍ତରାୟ)
  • ଅଜାଙ୍କ ହାତୀ - ୨୦୦୩ (କେନ୍ଦ୍ର ସାହିତ୍ୟ ଏକାଡେମୀ)[୪][୫]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୨୦୦୩ (ଅନ୍ଧଯୁଗ ପାଇଁ)
  • ସତ୍ୟବାଦୀ ସାହିତ୍ୟ ଓ ସାରସ୍ୱତ ସମ୍ମାନ (ପ୍ରବନ୍ଧ) - ୧୯୯୮[୬]
  • ଝଙ୍କାର ପୁରସ୍କାର - ୨୦୧୪[୭]

ଆଧାର ସମ୍ପାଦନା

  1. Indian Literature. Sahitya Akademi., 1982 - Indic literature. Retrieved 8 September 2021.
  2. Annual Report. Sahitya Akademi, 2004. Retrieved 8 September 2021.
  3. Andhayug (1 ed.). Sahitya Akademi Publications. Retrieved 8 September 2021.
  4. "ODIA Novel" (PDF). www.sahitya-akademi.org.in/. Central Sahitya Akademi. Archived from the original (PDF) on 8 September 2021. Retrieved 8 September 2021.
  5. [www.opac.nationallibrary.gov.in "Online Catalogue"]. www.opac.nationallibrary.gov.in. National Library of India. Retrieved 8 September 2021. {{cite web}}: Check |url= value (help)
  6. "ସତ୍ୟବାଦୀ ସାରସ୍ୱତ ଓ ସାହିତ୍ୟ ସମ୍ମାନ ୨୦୧୮". www.samajalive.in. ସମାଜ. Archived from the original on 8 September 2021. Retrieved 8 September 2021.
  7. "ଝଙ୍କାର ପୁରସ୍କାର ବିଜେତା" (PDF). www.theprajatantra.org. ପ୍ରଜାତନ୍ତ୍ର. Archived from the original (PDF) on 8 October 2020. Retrieved 29 June 2021.