ସତ୍ୟ ମିଶ୍ର
ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ
ସତ୍ୟ ମିଶ୍ର (ଜନ୍ମ: ୧ ଜୁଲାଇ ୧୯୫୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ । ତାଙ୍କର ମିନିଗଳ୍ପ, ପ୍ରତିଗଳ୍ପ ଓ କ୍ଷୁଦ୍ରଗଳ୍ପର ମିଳିତ ସଂକଳନ ବହୁବଚନ ଏକ ଉଲ୍ଲେଖନୀୟ ରଚନା ।[୧]
ସତ୍ୟ ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରାଜୁସାହି, ଜୟପୁର, କୋରାପୁଟ | ୧ ଜୁଲାଇ ୧୯୫୨
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ବହୁବଚନ |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନା୭୦ ଦଶକରେ ଓଡ଼ିଆ ଗଳ୍ପ ସାହତ୍ୟର ଜଣେ ଅଗ୍ରଗାମୀ ସ୍ରଷ୍ଟା ଭାବେ ଆତ୍ମପ୍ରକାଶ କରିଥିଲେ ସତ୍ୟ ମିଶ୍ର । ପରିମାଣ ଦୃଷ୍ଟିରୁ ନୁହେଁ ମାତ୍ର ଗୁଣାତ୍ମକ ଦୃଷ୍ଟିରୁ ସେ ଓଡ଼ିଆ କଥା ସାହିତ୍ୟକୁ ପରିପୁଷ୍ଟ କରିଥିଲେ । ପ୍ରଥମ ଗଳ୍ପ ସଂକଳନ ବହୁବଚନ ପ୍ରକାଶ ପାଇଲା ୧୯୭୩ରେ । ତା'ପରେ ୧୯୭୩ରୁ ୨୦୧୩ ପର୍ଯ୍ୟନ୍ତ ତାଙ୍କ ଲେଖନୀ ନିରବ ଥିଲା । ୨୦୧୩ ପରେ ସେ ଲେଖନୀ ଚାଳନା କରି କିଛି ଉଲ୍ଲେଖନୀୟ ଗଳ୍ପ ରଚନା କରିଛନ୍ତି ।[୨]
ରଚନାବଳୀ
ସମ୍ପାଦନାଆଧାର
ସମ୍ପାଦନା- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୭୦୪. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୬୨.
- ↑ ମିଶ୍ର, ସତ୍ୟ (୨୦୧୬). ବହୁ ବଚନ. ପଶ୍ଚିମା ପବ୍ଲିକେଶନ. ISBN 978-81-89098-55-2.
{{cite book}}
: Check|isbn=
value: checksum (help) - ↑ ମିଶ୍ର, ସତ୍ୟ (୨୦୧୯). ମିଛ ରାସ୍ତାର ସତ. ଭୁବନେଶ୍ୱର: Dhauli Books. ISBN 978-93-89382-10-5.
- ↑ ମିଶ୍ର, ସତ୍ୟ (୨୦୨୧). ତର୍ଜନୀ. ଭୁବନେଶ୍ୱର: BLACK EAGLE BOOKS. ISBN 978-1-64560-236-1.