ଆର୍ଯ୍ୟ ଯଜ୍ଞଦତ୍ତ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଆର୍ଯ୍ୟ ଯଜ୍ଞଦତ୍ତ (୨୫ ଡିସେମ୍ବର ୧୯୪୯) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ସେ ଯାଜପୁର ଜିଲ୍ଲାର ରଘୁନାଥପୁର ଅନ୍ତର୍ଗତ ସୟଦପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜଣାଶୁଣା ରଚନାବଳୀ ମଧ୍ୟରେ ଏକଲବ୍ୟର ସ୍ୱର, ପାପୁଲିର ପଦ୍ମ, ଫୁଲକୁଣ୍ଡରେ ପକ୍ଷୀ ଘର, ଡେଣା ଓ ଅନ୍ୟାନ୍ୟ ଗଳ୍ପ ଆଦି ଅନ୍ୟତମ । ସେ ଓଡ଼ିଆ ଲେଖିକା ଗାୟତ୍ରୀ ଆର୍ଯ୍ୟଙ୍କୁ ବିବାହ କରିଥିଲେ ।[]

ରଚନାବଳୀ

ସମ୍ପାଦନା
  • ଆର୍ଯ୍ୟ, ଯଜ୍ଞଦତ୍ତ (1998). ଏକଲବ୍ୟର ସ୍ୱର. କଟକ: ଫ୍ରେଣ୍ଡସ୍ ପବ୍ଲିସର୍ସ.
  • ଆର୍ଯ୍ୟ, ଯଜ୍ଞଦତ୍ତ (1998). ପାପୁଲିର ପଦ୍ମ. କଟକ: ଅଗ୍ରଦୂତ ପବ୍ଲିସର୍ସ.
  • ଆର୍ଯ୍ୟ, ଯଜ୍ଞଦତ୍ତ (2005). ଡେଣା ଓ ଅନ୍ୟାନ୍ୟ ଗଳ୍ପ. କଟକ: ଅଗ୍ରଦୂତ.
  • ଆର୍ଯ୍ୟ, ଯଜ୍ଞଦତ୍ତ (1998). ଫୁଲକୁଣ୍ଡରେ ପକ୍ଷୀ ଘର. କଟକ: ଫ୍ରେଣ୍ଡସ୍ ପବ୍ଲିସର୍ସ.
  • ଉଡ଼ନ୍ତା ଚୌକି (୨୦୧୦), ଅଗ୍ରଦୂତ, କଟକ
  • ଲୋଟଣୀ ପାରାର ଗୀତ (ଗଳ୍ପ) ୧୯୯୦
  • କଦମ୍ବ ଗଛର ପକ୍ଷୀ (ଗଳ୍ପ) ୧୯୯୧
  • ବାଉଁଶ ଫୁଲ (ଗଳ୍ପ) ୧୯୯୩, ୨୦୦୦
  • ଯଜ୍ଞଦତ୍ତର ବ୍ୟଙ୍ଗ ଗୀତ (ରମ୍ୟରଚନା)
  • ବାଇ ମହାନ୍ତିଙ୍କ ବାରଜାତି ନାରୀ
  • ଗୁପ୍ତ ଗଙ୍ଗା (ଗଳ୍ପ) ୨୦୦୩
  • ଉଡ଼ନ୍ତା ଚୌକି ୨୦୧୦
  • ଆଦର୍ଶ ପରିବାର (ଅନୁବାଦ)
  • ଶ୍ରେଷ୍ଠ ଗଳ୍ପ
  1. "Hareskrushna Mahatab State Library" (PDF). Hareskrushna State Library. Retrieved 30 April 2023.

ବାହାର ଲିଙ୍କ

ସମ୍ପାଦନା